ମନୋରଞ୍ଜନ

ମା ମହାକାଳୀଙ୍କର ଅଂଶ ହୋଇଥାଟି ଏହି 12ଟି ନାମ ଥିବା ଲୋକ, ଏମାନଙ୍କ ସହ ଶତ୍ରୁତା ପଡିପାରେ ଭାରି

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ମା ମହାକାଳୀଙ୍କର କିଛି ନାମର ଲୋକ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ମା ମହାକାଳୀ ନିଜର ଭକ୍ତଙ୍କୁ ଅତ୍ୟନ୍ତ ଭଲ ପାଇଥାନ୍ତି । ମା କାଳୀଙ୍କର ପୂଜା, ଅର୍ଚନା କରୁଥିବା ବ୍ୟକ୍ତିମାନଙ୍କର ସବୁବେଳେ ମା ଗୁହାରି ଶୁଣିଥାନ୍ତି । ମା କାଳୀ ଅତ୍ୟନ୍ତ ଦୟାଳୁ ହେଥିବାରୁ ଭକ୍ତଙ୍କର ଦୁଖ ମା ସହିପାରିନଥାନ୍ତି । ମା କାଳୀଙ୍କର ଭକ୍ତଙ୍କ ଉପରେ ଅଶେଷ କୃପାଦୃଷ୍ଟି ରହିଥାଏ । ମା ଙ୍କୁ ନିଷ୍ଟାର ସହ ପୂଜା କରୁଥିବା ଲୋକ ଜୀବନରେ ସବୁବେଳେ ଖୁସିରେ ରହିଥାନ୍ତି ।

ଯେଉଁ ଲୋକ ମାନଙ୍କର ନାମର ପ୍ରଥମ  ଅକ୍ଷର A ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କର ଅତି ପାଖ ଲୋକ ହୋଇଥାନ୍ତି । ସେମାନଙ୍କ ଉପରେ ସର୍ବଦା ମା କାଳୀଙ୍କର କୃପାଦୃଷ୍ଟି ବଜାୟ ରହିଥାଏ । ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ, ସେହି ବ୍ୟକ୍ତିବିଶେଷ ମାନଙ୍କ ଉପରେ ମା ମହା କାଳୀଙ୍କର ଅସୀମ କୃପାଦୃଷ୍ଟି ରହିଥିବାରୁ, ସେମାନେ ତାଙ୍କ ଜୀବନରେ ଉନ୍ନତିର ପଥରେ ସବୁବେଳେ ଆଗୁଆ ରହିଥାନ୍ତି । ତାଙ୍କ ଜୀବନର ସମସ୍ତ ଦୁଖ, କଷ୍ଟ ମା କାଳୀ ଲାଘବ କରିଥାନ୍ତି।

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କର ଅତି ନିଷ୍ଟାର ସହିତ ମନ ଧ୍ୟାନ ଦେଇ କରିଥିବାରୁ ତାଙ୍କ ମାନଙ୍କ ଉପରେ ମଧ୍ୟ ମା କାଳୀ କୃପା ବୃଷ୍ଟି କରିଥାନ୍ତି ଏବଂ ତାଙ୍କ ଜୀବନରେ ସେମାନେ କେବେ କୌଣସି ବଡ ଅସୁବିଧାର ଶିକାର ହୋଇନଥାନ୍ତି।

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର J ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କର ବହୁତ ବଡ ଭକ୍ତ ହୋଇଥାନ୍ତି । ସେହି ନାମର ଲୋକ ନିଜ ଜୀବନରେ ବହୁତ ପ୍ରକାର ସଫଳତା ହାସଲ କରିଥାନ୍ତି । ଯେତେ ବଡ ସମସ୍ଯା ହେଇଥାଉ ପଛେ ମା କାଳୀ ସର୍ବଦା ଏମାନଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତି । ଯେଉଁ ଲୋକ ମାନଙ୍କରନାମର ପ୍ରଥମ ଅକ୍ଷର L ରୁ ଆରମ୍ଭ ହୋଇଥାଏ, ସେହି ନାମର ଲୋକମାନେ ମା ମହାକାଳୀଙ୍କର ବହୁତ ହିଁ ଖାସ୍ ଲୋକ ହୋଇଥାନ୍ତି । ଏହି କାରଣରୁ ମା ସବୁବେଳେ ଏହି ଲୋକମାନଙ୍କରେ ମନବାଞ୍ଛା ପୂରଣ କରିଥାନ୍ତି ।

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ସୃଷ୍ଟି ହୋଇଥାଏ, ଏହି ଲୋକମାନେ ଅତ୍ୟନ୍ତ ହିଁ ଦୟାଳୁ ସ୍ଵଭାବର ଲୋକ ହୋଇଥାନ୍ତି । ଏହି ଦୟାମନ ଭାବ କାରଣରୁ ଏମାନେ କାହାର କିଛି ମଧ୍ୟ ଅନିଷ୍ଟର କାରଣ ହୋଇନଥାନ୍ତି । ଏମାନଙ୍କ ଉପରେ ମା ସବୁବେଳେ ପ୍ରସନ୍ନ ହୋଇକି ଥାନ୍ତି ।

ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ, ସେ ବହୁତ ସଫା ହୃଦୟର ବ୍ୟକ୍ତି ହୋଇଥାନ୍ତି । ସେମାନେ କାହାର ଅମଙ୍ଗଳ ଚାହିଁନଥାନ୍ତି । ଏହି କାରଣରୁ ମା କାଳୀ ଏମାନଙ୍କ ଉପରେ କେବେ ମଧ୍ୟ କ୍ରୋଧ କରିନଥାନ୍ତି । P ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ଲୋକମାନଙ୍କର ହୃଦୟ ବହୁତ ଭଲ ହେବା ସହିତ ଏମାନେ ସମସ୍ତଙ୍କର ସାହାଜ୍ଯ କରିଥାନ୍ତି, ଏହି କାରଣରୁ ମା କାଳୀ ଏମାନଙ୍କ ଉପରେ ସର୍ବଦା କୃପାଦୃଷ୍ଟି ବଜାୟ ରଖିଥାନ୍ତି । V ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ଲୋକମାନେ ବହୁତ ଭଲ ହୋଇଥାନ୍ତି, ମା କାଳୀ ଏମାନଙ୍କ ଉପରେ କୃପା ବୃଷ୍ଟି କରିଥାନ୍ତି ।

S ଅକ୍ଷରରେ  ଯାହାର ନାମ ହୋଇଥାଏ, ସେମାନଙ୍କ ଉପରେ ମଧ୍ୟ ମା କାଳୀ ପ୍ରସନ୍ନ ଥାନ୍ତି । ଯେଉଁ ମାନଙ୍କ D ରୁ ନାମ ଆରମ୍ଭ ହୋଇଥାଏ, ଏମାନଙ୍କରସମସ୍ତ ଖରାପ ପରିସ୍ଥିତି ସାମ୍ନା ମା କାଳୀ କରିଥାନ୍ତି । C ନାମର ଲୋକମାନଙ୍କ ଉପରେ ମଧ୍ୟ ମା କାଳୀଙ୍କର ଅଶେଷ ଆଶ୍ରୀବାଦ ରହିଥାଏ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button