ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ପରେ କାଢିପାରିବା ନାହି ?

ବନ୍ଧୁଗଣ, ପାଠ ପଢି ନିଜ ଜୀବନରେ ବଡ ମଣିଷ ହେବାର ସ୍ଵପ୍ନ ସମସ୍ତେ ରଖନ୍ତି ନିଜ ମନରେ । ତେବେ ଏହାକୁ ପୁରା କରିବା ପାଇଁ କିଛି ବ୍ୟକ୍ତି ନିଜର ଆପ୍ରାଣ ଚେଷ୍ଟା କରିଥାନ୍ତି । ଆଉ କିଛି ଲୋକ ନିଜ ପାଠ ପଢା ଏବଂ ଜ୍ଞାନ ଆହରଣ କରିବାର ସ୍ରୋତ ବା ମାଧ୍ୟମ ନ ପାଇଁ ପଛ ଘୁଞ୍ଚା ଦେଇ ଦିଅନ୍ତି ନିଜର ସ୍ଵପ୍ନକୁ ଅଧୁରା ଛାଡି ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଆମ ପୋଷ୍ଟ ମାଧ୍ୟମରେ କିଛି ଏଭଳି ପ୍ରଶ୍ନର ଉତ୍ତର କହିବୁ ଯାହା ଆପଣଙ୍କ ଜ୍ଞାନ ବଢାଇବା ସହ ଆପଣଙ୍କୁ ଉତ୍ସାହ ମଧ୍ୟ ପ୍ରଦାନ କରିବ ।
୧- ଭାରତର କେଉଁ ରାଜ୍ୟରେ ଝିଅ ପୁଅ ଏକା ସହ ବୁଲନ୍ତି ନାହି ?
ଉତ୍ତର- ମିଜୋରାମ ।
୨- କଣ ଆପଣ ଜାଣିଛନ୍ତି କି ମୃ-ତ୍ୟୁ ପରେ ମସ୍ତିସ୍କ କେତେ ସମୟ ଯାଏଁ ଜୀବିତ ରହିଥାଏ ?
ଉତ୍ତର- ପ୍ରାୟତଃ ୭ରୁ ୧୦ ମିନିଟ ଯାଏଁ ।
୩- କେଉଁଠି ଲଗାତାର ୪୧ ବର୍ଷ ଯାଏଁ ରାତି ଓ ଦିନ ରହିଥାଏ ?
ଉତ୍ତର- ୟୂରେନସ ଦେଶ ।
୪- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ସିମ କାର୍ଡ ବ୍ୟବହାର କରନ୍ତି ?
ଉତ୍ତର- BSNL ।
୫- ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା କେଉଁ ଦେଶରେ ଅଛି ?
ଉତ୍ତର- ଆମେରିକା ।
୬- ସୂର୍ଯ୍ୟଙ୍କ କିରଣ ଧରିତ୍ରିରେ ପଡିବାକୁ କେତେ ସମୟ ଲାଗିଥାଏ ?
ଉତ୍ତର- ୮ରୁ ୨୦ ମିନିଟ ।
୭- କଣ ଆପଣ ଜାଣିଛନ୍ତି ଦୁନିଆରେ ସମୁଦାୟ କେତୋଟି ଧର୍ମ ଅଛି ?
ଉତ୍ତର- ୮ଟି ।
୮- କଣ ଆପଣ ଜାଣିଛନ୍ତି ଏକ ଲିଟର ପାଣିରେ କେତେ ବୁନ୍ଦା ଥାଏ ?
ଉତ୍ତର- ପ୍ରାୟତଃ ୨୦ହଜାର ।
୯- କଣ ଆପଣ କହିପାରିବେ କି ଜାମ୍ମୁ ଠାରୁ କନ୍ୟାକୁମାରୀର ଦୂରତା କେତେ ?
ଉତ୍ତର- ୩୪୨୧.୭ କିମି ।
୧୦- ଉଡିବା ଆଗରୁ ଉଡାଜାହାଜକୁ କାହିଁଙ୍କି ବନ୍ଦ କରି ଦିଆଯାଏ ?
ଉତ୍ତର- କାରଣ ଇଞ୍ଜିନରେ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ ।
୧୧- ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି କାହିଁକି ପତାକା ଉଡାଇଥାନ୍ତି ?
ଉତ୍ତର- କାରଣ ରାଷ୍ଟ୍ରପତି ଆମ ଦେଶର ମୁଖ୍ୟ ଅଟନ୍ତି ।
୧୨- ଆଇନାର ରଙ୍ଗ କେମିତି ହୋଇଥାଏ ?
ଉତ୍ତର- ଚାନ୍ଦ ଭଳି ଧଳା ।
୧୩- ସିଂହ କୁ ଜଙ୍ଗଲର ରାଜା କାହିଁକି କୁହାଯାଏ ?
ଉତ୍ତର- କାରଣ ସିଂହ ସବୁ ଜୀବଙ୍କ ଠାରୁ ଶକ୍ତିଶାଳୀ ଅଟେ ।
୧୪- ପ୍ରିଣ୍ଟରକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ଚିତ୍ରକାର ।
୧୫- ମହାତ୍ମାଗାନ୍ଧୀଙ୍କ ଚସମାର ମୂଲ୍ୟ କେତେ ?
ଉତ୍ତର- ୮୦୦ କୋଟି ଟଙ୍କା ।
୧୬- କଣ ଆପଣ ଜାଣିଛନ୍ତି କି ହେଲିକ୍ୟାପ୍ଟରର ଓଜନ କେତେ ?
ଉତ୍ତର- ୮୦୦୦ କିଲୋ ।
୧୭- ଫେସବୁକର ଲୋଗୋ ବ୍ଲୁ ରଙ୍ଗ କାହିଁକି ହୋଇଥାଏ ?
ଉତ୍ତର- କାରଣ ଫେସବୁକର ମାଲିକର ପ୍ରିୟ ରଙ୍ଗ ବ୍ଲୁ ଅଟେ ।
୧୮- ଭୂକମ୍ପ ଆସିଲେ ପ୍ରଥମେ କେଉଁ ପଶୁ ଜାଣିପାରେ ?
ଉତ୍ତର- ମୂଷା ।
୧୯- ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିଲେ କାଢିପାରିବା ନାହି ?
ଉତ୍ତର- କଫନ ।