ଜ୍ୟୋତିଷ

September ମାସରେ କୁମ୍ଭ ରାଶି ରୁହନ୍ତୁ ସାବଧାନ! ଦେଖନ୍ତୁ ମହା ଭବିଷ୍ୟବାଣୀ

ବନ୍ଧୁଗଣ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ସେପ୍ଟେମ୍ବର ମାସଟି କିପରି ରହିବାର ଅଛି, କେଉଁ ଖୁସି ଆସିବାକୁ ଯାଉଛି, କେଉଁ ବିଷୟ ପ୍ରତି ସାବଧାନ ରହିବାକୁ ହେବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସେପ୍ଟେମ୍ବର ମାସଟି ଆପଣଙ୍କ ପାଇଁ ମିଳାମିଶା ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସ୍ମାୟ ଭଲ ରହିବ । କ୍ଯାରିୟରରେ ଉନ୍ନତି କରିବେ । ମାସର ପ୍ରଥମ ସପ୍ତାହରେ ଊର୍ଜାବାନ ରହିବେ । ନିୟୋଜିତ ଲୋକେ କାର୍ଯ୍ୟରେ ଅଗ୍ରଗତି କରିବେ । କର୍ମ କ୍ଷେତ୍ରରେ ପ୍ରଶଂସକ ହେବେ । ପଦୋନ୍ନତିର ସମ୍ଭାବନା ରହିଛି ।

କାର୍ଯ୍ୟରେ ଉତ୍ଥାନ ପତନ ହୋଇପାରେ । ସବୁ କାର୍ଯ୍ୟରେ ଚତୁରତା ଦେଖାଇବାକୁ ହେବ । ବ୍ୟବସାୟୀଙ୍କୁ ଆକସ୍ମିକ ଧନ ଲାଭର ଯୋଗ ରହିଛି । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ । ଆୟର ନୂଆ ସ୍ରୋତ ମିଳିବ । ଆଇନଗତ ବିବାଦ ଉପୁଜିପାରେ । ଲୋକଙ୍କ ସହ କାରୋବାରରେ ସାବଧାନ ରୁହନ୍ତୁ । ପାରିବାରିକ ଜୀବନ ମିଶ୍ରିତ ଫଳ ଦେବ ।

କାର୍ଯ୍ୟ ସମ୍ପର୍କରେ ଦ୍ରୁତ ଗତି ଆସିପାରେ ଯାହା ପାଇଁ ପରିବାରରେ ପର୍ଯ୍ୟାପ୍ତ ଖୁସି ମିଳିବ । ଲଭ ଲାଇଫ ପାଇଁ ସମୟ ଆନନ୍ଦୟକ ରହିବ । ଦାଂପତ୍ଯ ଜୀବନରେ ଆପଣଙ୍କୁ ଅନେକ ସମନ୍ଵୟ ସୃଷ୍ଟି କରିବାକୁ ପଡିବ । ଯଥା ସମ୍ଭବ ରୁଣ ନେବା ଠାରୁ ଦୂରେଇ ରୁହନ୍ତୁ । ଅଯଥା ଖର୍ଚ୍ଚ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ସତର୍କ ରହିବାକୁ ହେବ ।

ଯେଉଁ ମାନେ ପୂର୍ବରୁ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ସତର୍କର ରହିବାକୁ ହେବ । ଲଟେରୀ ପ୍ରତି ଆକର୍ଷିତ ହେବ । ଏହି ସମୟରେ ନିବେଶ କରନ୍ତୁ ନାହି । ପରିବାରରେ କିଛି ନୂଆ କାମ ଆରମ୍ଭ ହୋଇପାରେ । ଆବଶ୍ୟକ ନ ଥିଲେ ଯାତ୍ରା କରନ୍ତୁ ନାହି । ମାସର ଶେଷ ଆଡକୁ ସତର୍କ ରୁହନ୍ତୁ କାରଣ ସ୍ଵାସ୍ଥ୍ୟରେ ପ୍ରଭାବ ପଡିପାରେ । ଚିକିତ୍ସା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହୋଇପାରେ ।

ଯେଉଁ ମାନଙ୍କର ପ୍ରେମ ସମ୍ପର୍କ ଅଛି ସେମାନଙ୍କର ମାସର ପ୍ରଥମ ଦିନ ବହୁତ ଭଲ ରହିବ । ବିବାହ ପ୍ରସଙ୍ଗ ଆଗକୁ ଯାଇପାରେ । ପରବର୍ତ୍ତୀ ସମୟରେ ଅସୁବିଧା ରହିବ ନାହି । କ୍ରୋଧ ଉପରେ ସଂଯମ ରଖନ୍ତୁ । ସ୍ଵାମୀ ସ୍ତ୍ରୀ ପରସ୍ପର ପ୍ରତି ସଂଯମତା ରକ୍ଷା କରନ୍ତୁ । କାହାର ନେତୃତ୍ଵ ଆପଣଙ୍କ ଜୀବନରେ ସମସ୍ଯା ଦୂର କରିପାରେ । ବିବାହ ଜନିତ କାର୍ଯ୍ୟରେ ଦାୟିତ୍ଵ ମିଳିପାରେ ।

ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିପାରେ । ପରିକ୍ଷା ପାଇଁ ପ୍ରସ୍ତୁତ ଥିବା ବିଦ୍ୟାର୍ଥୀଙ୍କୁ ଭଲ ଖବର ମିଳିବ । ଶାଶୁ ଘର ଲୋକଙ୍କ ପକ୍ଷରୁ ସହଯୋଗ ମିଳିବ । ଆଗକୁ ମାର୍ଗଶିର ମାସ ଆପଣଙ୍କ ପାଇଁ ଶୁଭ ରହିବ । ବିଦେଶୀ ବ୍ୟବସାୟରେ ଜଡିତ ଥିଲେ ସମସ୍ଯା ହୋଇପାରେ । ସାମାଜିକ ନିନ୍ଦା ହୋଇପାରେ ।

ଏହି ମାସରେ ଆପଣଙ୍କ ପାଇଁ ସବୁ କ୍ଷେତ୍ର ବହୁତ ଭଲ ରହିଛି । କିନ୍ତୁ ସ୍ଵାସ୍ଥ୍ୟକୁ ନେଇ ଅଧିକ ସତର୍କ ରହିବାର ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button