ଜ୍ୟୋତିଷ

କନ୍ୟା ରାଶି, କେଉଁ ବୟସରେ ଖୋଲିବ ଆପଣଙ୍କର ଭାଗ୍ୟର ତାଲା? କାହିଁକି ମିଳେ ଜୀବନରେ ଆପଣଙ୍କୁ ଏତେ କଷ୍ଟ!

ନମସ୍କାର ବନ୍ଧୁଗଣ, ସମସ୍ତେ ଜାଣିବାକୁ ଇଚ୍ଛୁକ ଥାନ୍ତି କି କେଉଁ ବୟସରେ ତାଙ୍କ ସହ କଣ ଘଟିବ ଜାଣିବା ପାଇଁ । ଏହା କେବଳ ରାଶିରୁ ହିଁ କଳନା କରିହେବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କନ୍ୟାରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ବିଷୟରେ ଏବଂ କେଉଁ ବୟସରେ ସେମାନେ ତାଙ୍କ ଜୀବନରେ ଉନ୍ନତି କରିବେ । ତେବେ ଆସନ୍ତୁ ଜାଣିବା ସେହିସବୁ ବିଷୟରେ ।

ରାଶି ଚକ୍ରର ଷଷ୍ଠ ଚିହ୍ନ କନ୍ୟା ହୋଇଥାଏ । ଆପଣମାନେ ବହୁତ ପରିଶ୍ରମି ଅଟନ୍ତି ଏବଂ ଅପଣ ମାନଙ୍କୁ କାର୍ଯ୍ୟ କରିବା ପାଇଁ ବହୁତ ଭଲ ଲାଗେ । ଆପଣ ସବୁବେଳେ ମଜାର କାରଣ ହୋଇଥାନ୍ତି । କିନ୍ତୁ ଆପଣ କାହା କଥାକୁ ଖରାପ ଭାବନ୍ତି ନହିଁ । ସବୁବେଳେ ନିଜକୁ ଅନ୍ୟ ମାନଙ୍କ ସେବାରେ ଲଗାଇ ରଖନ୍ତି । ଏହି ରାଶିର ବ୍ୟକ୍ତି ନିଜ କାମର ରକ୍ଷଣା ବେକ୍ଷଣା ନିଜେ କରିବାକୁ ପସନ୍ଦ କରନ୍ତି ।

ଏମାନେ ନିଜ କାର୍ଯ୍ୟ ସ୍ତଳରେ ବହୁତ ଭଲ କର୍ମଚାରୀ ରୁପେ ବିବେଚିତ ହୁଅନ୍ତି । ଯଦି ବହୁତ ଚେଷ୍ଟା ଓ କଷ୍ଟ କରିବା ସତ୍ବେ ଆପଣଙ୍କୁ କାମରେ ସଫଳତା ପ୍ରାପ୍ତ ହୁଏ ନାହିଁ ତେବେ ଆପଣ ବହୁତ ଭଙ୍ଗି ପଡନ୍ତି । ଏମାନେ ବହୁତ ଶାନ୍ତ ଏବଂ ନିଜ ଦୁନିଆରେ ବଞ୍ଚୁଥିବା ବ୍ୟକ୍ତି । କଠିନ ପରିସ୍ଥିତିରୁ ଏମାନେ ପଛ ଘୁଞ୍ଚା ଦିଅନ୍ତିନୀ ବରଂ ନିଜ କଷ୍ଟ ନିଷ୍ଠା ଓ କ୍ଷମତା ବଳରେ ନିଜକୁ ସାବିତ କରି ଦେଖାନ୍ତି ।

ନିଜର ପୂର୍ଣତା ବା ନିଜର ଛୋଟ ଛୋଟ ଘଟଣାକୁ ଧ୍ୟାନରେ ରାଖି କାମରେ ସଫଳତା ହାସଲ କରିଥାନ୍ତି । ଆପଣ ବହୁତ ଇମାନ୍ଦାର ବା ସ୍ପଷ୍ଟ ବ୍ୟକ୍ତି ହୋଇଥାନ୍ତି ଏହି କାରଣରୁ ହିଁ ଆପଣଙ୍କର ଏନେକ ଶତ୍ରୁ ବନିଯାନ୍ତି । ଶାରୀରିକ ବା ମାନସିକ ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତି ବହୁତ ପ୍ରଖର ଦିମାଗର ହୋଇଇଥାନ୍ତି । ଏହି କାରଣରୁ ହିଁ ଆପଣ ଆପଣଙ୍କ ଜୀବନରେ ବହୁତ କିଛି କରିପାରନ୍ତି ।

ଏମାନଙ୍କର ସବୁଠୁ ବଡ ଶକ୍ତି ସେବା କରିବାର ମନୋବୃତି ହିଁ ହୋଇଥାଏ । ଆପଣଙ୍କର ଭାଗ୍ୟଶାଳୀ ଦିନ ହେଉଛି ବୁଧବାର ଏବଂ ଭାଗ୍ୟଶାଳୀ ସଂଖ୍ୟା ହେଉଛି ୫, ୧୪, ୨୩, ୩୨, ୪୧ ଓ ୫୦ । ଭାଗ୍ୟଶାଳୀ ରଙ୍ଗ ହେଉଛି ନାରଙ୍ଗି, ଧଳା, ହଳଦିଆ । ଭାଗ୍ୟଶାଳୀ ପଥର ହେଉଛି ପୋଖରାଜ । ଏବଂ ତବିଚ ହେଉଛି କୁଞ୍ଜୁ ଓ ନାଗିନ । କନ୍ୟା ରାଶିର ବ୍ୟକ୍ତି ନିଜ ଜୀବନରେ ୨୨, ୨୫, ୩୨, ୩୪ ବୟସରେ ବହୁତ କଷ୍ଟ କରି ନିଜ ଭାଗ୍ୟକୁ ମଧ୍ୟ ବଦଳେଇ ଦେଇ ପାରନ୍ତି ।

ଏହି ବୟସରେ ହିଁ ଆପଣ ବହୁତ ଜଲ୍ଦି ସଫଳତା ପ୍ରାପ୍ତ କରି ପାରିବେ । ଏହି ସମୟରେ ହିଁ ଆପଣଙ୍କ ଭାଗ୍ୟ ବଦଳିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button