ଦୀପାବଳୀ ପୂର୍ବରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବର୍ଷିବ କୁବେରଙ୍କ ଖଜାନା, ଦେଖନ୍ତୁ ଆପଣଙ୍କ ରାହି ନାହିଁ ତ !

ନମସ୍କାର ବନ୍ଧୁଗଣ, ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳୀ । ସମସ୍ତଙ୍କ ଜୀବନକୁ ଆଲୋକିତ କରିଥାଏ ଏହି ଦୀପାବଳୀ । ବହୁତ ଖୁସିରେ ଏହିଦିନଟିକୁ ସମସ୍ତେ ନିଜ ଘରକୁ ସୁସଜ୍ଜିତ କରି ଦୀପର ଆଲୋକରେ ଆଲୋକିତ କରିଥାନ୍ତି । ଏହି ଦୀପାବଳୀରେ ଗ୍ରହ ନକ୍ଷତ୍ରଙ୍କର ଗତି ବିଧି ବଦଳିବା ହେତୁ ଏହାର କଣ ସବୁ ପ୍ରଭାବ ପଡିବାକୁ ଯାଉଛି ରାଶି ଚକ୍ରର ୧୨ଟି ରାଶି ଉପରେ ଆଉ ଡେରି ନକରି ଆସନ୍ତୁ ଆଲୋଚନା କରିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ।
ମେଷ ରାଶି: ଦୀପାବଳୀ ପରର ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । କୋଣସି ବଡ ଖୁସି ଖବର ପାଇଁ ଘରେ ଖୁସିର ଲହରୀ ଖେଳି ଉଠିବ । ବୃଷ ରାଶି: ଆସୁଥିବା ସମୟରେ ଆପଣଙ୍କୁ ଖୁସି ମିଳିବା ସହ ସବକ ମଧ୍ୟ ମିଳିବ କିଛି କାର୍ଯ୍ୟରେ । ଏହି ସମୟରେ ସୁଖ ଦୁଃଖ ଉଭୟ ଆପଣଙ୍କୁ ସମାନ ଭାବରେ ମିଳିବାକୁ ଯାଉଛି ।
ମିଥୁନ ରାଶି: ଦୁନିଆରେ ନିଜକୁ ପ୍ରତିଷ୍ଠା କରିବେ । କୌଣସି କାରଣ ପାଇଁ ଆପଣ ମାନସିକ କଷ୍ଟ ମଧ୍ୟ ପାଇବେ । ଉଚ ଶିକ୍ଷା ପ୍ରାପ୍ତ କରିବେ । କର୍କଟ ରାଶି: ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ । ଆର୍ଥିକ ଲାଭ ମିଳିବ । କ୍ୟାରିଅରରେ ଉନ୍ନତି କରିବେ । ସିଂହ ରାଶି: ଆପଣଙ୍କୁ ଧନର ଲାଭ ହେବ । ଏହା ସହିତ ଆପଣଙ୍କ ମନ ସବୁବେଳେ ବ୍ୟସ୍ତ ବିବ୍ରତ ରହିବ । କଳି ଝଗଡାରେ ଫସି ରହିବେ ।
କନ୍ୟା ରାଶି: ନିବେଶ କରୁଥିଲେ ସାବଧାନ ରୁହନ୍ତୁ । ସ୍ଵାସ୍ତ ସମସ୍ୟା ଦେଖାଦେବ । ମନ ବୀନା କାରଣରେ ହିଁ ଦୁଖିତ ରହିବ । ତୁଳା ରାଶି: ଦୀପାବଳୀ ଆପଣଙ୍କ ପାଇଁ ଖୁସି ଆଣିଦେବ । ଆପଣଙ୍କୁ କମ ବଯସର ଲୋକଙ୍କଠାରୁ ଆପଣଙ୍କୁ ଲାଭ ମିଳିବାକୁ ଯାଉଛି । ଆର୍ଥିକ ଲାଭର ମାର୍ଗ ଖୋଲିବାକୁ ଯାଉଛି । ବିଛା ରାଶି: ପୁରୁଣା ସମସ୍ୟାର ଅନ୍ତ ଘଟିବ । ଚାକିରି ପାଇଁ ଆପଣଙ୍କୁ ନୂଆ ନୂଆ ଅବସର ମିଳିବାକୁ ଯାଉଛି । ଧନ ଲାଭର ଯୋଗ ରହିଛି ।
ଧନୁ ରାଶି: କଷ୍ଟ ମଧ୍ୟରେ ଆପଣଙ୍କୁ ଲାଭର ପ୍ରାପ୍ତିର ଅବସର ମିଳିବ । କରଜରେ ଫସିବାର ଯୋଗ ରହିଛି । ଶନିଦେବ ଆପଣଙ୍କର ବାରମ୍ବାର ପରୀକ୍ଷା ନେବେ । ମକର ରାଶି: ଦୀପାବଳୀ ଏହି ରାଶି ପାଇଁ ଅତ୍ୟନ୍ତ ହିଁ ଶୁଭ ରହିବ । ଆପଣଙ୍କୁ ଧନ ଲାଭର ଅବସର ମିଳିବ । କରଜରୁ ମୁକ୍ତି ପାଇବେ । କୁମ୍ଭ ରାଶି: ଏହି ଦୀପାବଳୀ ଆପଣଙ୍କ ପାଇଁ ଅନେକ ଉପହାର ନେଇ ଆଉଛି ।
ନିଜ କ୍ୟାରିଅରରେ ନୂଆ ନୂଆ ଯୋଜନା କରିବେ । ନିଜ ଶତୃଙ୍କଠାରୁ ବିଜୟ ଲାଭ କରିବେ । ମୀନ ରାଶି: ବିଦେଶରୁ ଲାଭ ମିଳିବାର ଯୋଗ ରହିଛି । ଶିକ୍ଷା ପାଇଁ ଏହି ସମୟ ଅନୁକୂଳ ରହିବ । ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବେ ।