ଜ୍ୟୋତିଷ

ଏହି ୫ଟି ରାଶିର ଲୋକମାନେ ନିଜ ସ୍ତ୍ରୀ କୁ ରାଣୀ ପରି ରଖିଥାନ୍ତି, କଣ ଏଥିରେ ଆପଣଙ୍କ ରାଶି ଅଛି କି ??

ନମସ୍କାରସାଙ୍ଗମାନେ, ଆଜିକା ଦୁନିଆରେ କୌଣସି ମନ୍ୟୁଷ ସଚ୍ଚୋଟ ହୋଇନଥାନ୍ତି । ସବୁ ମଣିଷଣଙ୍କ ମଧ୍ୟରେ ଦୁର୍ବଳତା ନିହାତି ଥାଏ। କୁହାଯାଏ କି ସଚ୍ଚୋଟ ପ୍ରେମ ଭାଗ୍ୟବାନଙ୍କୁ ମିଳିଥାଏ । ସବୁ ଝିଅଙ୍କର ଏହି ଇଛା ଥାଏ କି ତାଙ୍କୁ ଏମିତି ଏକ ଜୀବନସାଥି ମିଳୁ ଯେ ସବୁବେଳେ ଭଲ ପାଉଥିବ ଏବଂ ତା ଭାବନା କୁ ବୁଝିପାରୁଥିବ । କିନ୍ତୁ ଆଜିକା ଦୁନିଆରେ ଭଲ ପୁଅ ଖୋଜିବା କମ କଷ୍ଟ ନୁହେଁ । ତେଣୁ ଆଜି ଏଠାରେ ଆମେ ଆପଣଙ୍କ ଚିନ୍ତାକୁ କିଛି ମାତ୍ରାରେ ଦୁର କରିବାକୁ ଚେଷ୍ଟା କରିବୁ । ଆଜି ଏଠାରେ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କ ଜୀବନ ସାଥୀକୁ ବହୁତ ଖୁସିରେ ରଖିଥାନ୍ତି ।

(୧) ତୁଳା ରାଶି

ତୁଳା ରାଶି ର ପୁଅ ମାନେ ଭାବନକୁ ସଂମାନ କରନ୍ତି। ଏମାନେ କେବେ କାହାର ବିଶ୍ଵାସ ଭାଗନ୍ତିନାହିଁ ।ଏମାନେ ନିଜ ଜୀବନସଥୀ ର କିଛି ଅଭାବ ହେବାକୁ ଦିଅନ୍ତିନାହିଁ। ଏମାନେ ନିଜ ଜୀବନସାଥୀ କୁ ବହୁତ ଖୁସିରେ ରଖିଥାନ୍ତି ଖାଲି କହିବାକୁ ଯାହା ବିଳମ୍ବ କରିଥାନ୍ତି।

(୨) ବିଛା ରାଶି

ବିଛା ରାଶି ର ପୁଅ ନିଜ ଜୀବନସାଥୀ ପାଇଁ ବହୁତ ଯତ୍ନଶୀଳ ଥାନ୍ତି। ଏମାନେ ନିଜ ଜୀବନସାଥୀର ସବୁ କଥା ଶୁଣିଥାନ୍ତି ଏବଂ ଚେଷ୍ଟା କରନ୍ତି ସବୁ ଅସୁବିଧାକୁ ଦୂର କରିବାପାଇଁ। ଥରେ ବିଭାହ ସରିବା ପରେ ନିଜ ଜୀବନସାଥୀପାଇଁ ନିଷ୍ଟାବନ ହୋଇଯାଇଥାନ୍ତି ।ଏବଂ ଜୀବନସାରା ତାଙ୍କ ସହିତ ରହିଥାନ୍ତି।

(୩) ଧନୁ ରାଶି

ଧନୁ ରାଶି ଥିବା ବ୍ୟକ୍ତିମାନଙ୍କ ର ଵିଵାହ ପରେ ବି ଭଲପାଇବାରେ କୌଣସି ପରିବର୍ତ୍ତନ ଅସିନଥାଏ ।ଏମାନେ ନିଜ ଜୀବନସାଥୀକୁ ସେତିକି ଭଲ ପାଇଥାନ୍ତି ଯେତିକି ଵିଵାହ ସମୟରରେ ଥାଏ । ଏ ରାଶି ର ପୁଅ ବହୁତ ଭଲ ହୋଇଥାନ୍ତି । ଏମାନେ ନିସ୍ଥାବାନ ହୋଇଥାନ୍ତି ।ଏମାନ ଙ୍କୁ ଲୋକଙ୍କର ବାହାର ଭାବ ଠାରୁ ଭିତର ଭାବନା ଅଧିକ ଆକର୍ଷିତ କରିଥାଏ।

(୪) ସିଂହ ରାଶି

ସିଂହ ରାଶି ର ଲୋକମାନଙ୍କ ର କହିବା ଶୈଳୀ ଅନ୍ୟ ବ୍ୟକ୍ତି ଙ୍କଠାରୁ ଅଲଗା ହୋଇଥାଏ। ଏମାନେ ନିଜ କଥାବାର୍ତ୍ତା ଦ୍ଵାରା କାହାକୁ ବି ଆକର୍ଷିତ କରିଦେଇଥାନ୍ତି। ଏମାନ ଙ୍କୁ ନିଜ ପତ୍ନୀଙ୍କୁ ଉପହାର ଦେବାକୁ ପସନ୍ଦ ହୋଇଥାଏ ଏବଂ ନିଜ ପତ୍ନୀ ଙ୍କୁ କାହାଠାରୁ ମଧ୍ୟ କମ ଚାହାନ୍ତିନାହିଁ

(୫)କର୍କଟ ରାଶି

କର୍କଟ ରାଶି ର ଲୋକ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ରାଶି ର ପୁଅ ସବୁକ୍ଷେତ୍ର ରେ ଭଲ ହୋଇଥାନ୍ତା ।ଏହି ରାଶିର ପୁଅ ଙ୍କୁ ସବୁ ଝିଅ ପସନ୍ଦ କରିଥାନ୍ତି ଏବଂ ସେମାନେ ସବୁବେଳେ ଏମିତି ପୁଅଙ୍କୁ ନିଜର ଜୀବନସାଥୀ ରୂପରେ ଦେଖିବାକୁ ଚାହାଁନ୍ତି ।ଏହି ରାଶି ର ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ନିଜ ସ୍ତ୍ରୀ କୁ ବହୁତ ଭଲପାଇଥାନ୍ତି।ଏମାନେ ନିଜ ବାପା ମାଙ୍କୁ ମଧ୍ୟ ଦୁଃଖିପାରନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button