ନବବର୍ଷ 2023, ଏହି 8ଟି ରାଶିରେ ଖୁସିର ଖବର, 4ଟି ରାଶିରେ ଦୁଃଖର ପାହାଡ

ନମସ୍କାର ବନ୍ଧୁଗଣ, ନବବର୍ଷର ଆଗମନ କିଛି ରାଶିର ଲୋକଙ୍କ ପାଇଁ ଖୁସି ଆଣି ଭେଟି ଦେଇଥାଏ ତ କିଛି ରାଶିର ଲୋକଙ୍କ ପାଇଁ ଦୁଃଖ । ବର୍ଷର ପରିବର୍ତ୍ତନ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । କାରଣ ସମୟ ହାତରେ ମଣିଷର ଭାଗ୍ୟର ଡୋରୀ ବନ୍ଧା । ତେବେ ଆଉ ଅଳ୍ପ ଦିନ ମଧ୍ୟରେ ଆସିବାକୁ ଯାଉଥିବା ନୂତନ ବର୍ଷ ୨୦୨୩ କେଉଁ ରାଶି ପାଇଁ ଶୁଭ ଖବର ନେଇ ଆସୁଛି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।
ମେଷ ରାଶି: ଆପଣ କରିବାକୁ ଚାହୁଁଥିବା ସମସ୍ତ କାର୍ଯ୍ୟରେ ଆପଣ ସଫଳ ହେବେ । ସ୍ୱାସ୍ଥ୍ୟ, ସମ୍ପତ୍ତି, ଚାକିରି ସମସ୍ତ କ୍ଷେତ୍ରରେ ଆପଣ ମଜବୁତ ରହିବେ । ବିଦ୍ୟାର୍ଥୀ ମାନେ ଏହି ବର୍ଷ ଭଲ ରେଜଲ୍ଟ କରିବା ପାଇଁ ଯାଉଛନ୍ତି । ବୃଷ ରାଶି: ଏହି ନୂତନ ବର୍ଷଟି ଆପଣଙ୍କୁ ନୂଆ ଅନୁଭୂତି ଦେବାକୁ ଯାଉଛି । ଯାହା ଆପଣଙ୍କ ଜୀବନର ମୋଡକୁ ବଦଳାଇବାରେ ସାହାର୍ଯ୍ୟ କରିବ । ଆପଣ ନୂତନ ବର୍ଷଟିକୁ ବେସ ଅଏସ ଆରମରେ କଟାଇବେ ।
ମିଥୁନ ରାଶି: ଆପଣ ମାନଙ୍କ ପାଇଁ ନୂତନ ବର୍ଷଟି ଫଳପ୍ରଦ ହେବ ନାହିଁ । ଆପଣ ମାନେ କିଛି ଅସୁବିଧାର ସାମ୍ନା କରିପାରନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି ନିସ୍ପତି ନିଅନ୍ତୁ । କର୍କଟ ରାଶି: ଆପଣ ନିଜ ସ୍ୱଇଚ୍ଛାରେ ଜେଭଳି ଚାହିଁବେ ସେଭଳି ବର୍ଷଟି କଟାଇ ପାରିବେ । ଆପଣଙ୍କ ହାତରେ ଆପଣଙ୍କ ସମୟ ରହିବାକୁ ଯାଉଛି । ଭଲ କାମ କରି ଲୋକଙ୍କଠାରୁ ପ୍ରଶଂସା ସାଉଁଟିବେ ଆପଣ ।
ସିଂହ ରାଶି: ନୂତନ ବର୍ଷଟି ଆପଣ ମାନଙ୍କୁ ମାନ ସମ୍ମାନ ପ୍ରଦାନ କରିବା ପାଇଁ ଯାଉଛି । ଲୋକ ମାନଙ୍କ ପାଇଁ ଆପଣ ଜଣେ ଆଦର୍ଶ ବ୍ୟକ୍ତି ହେବେ । କ୍ୟାରିଅରରେ ଆପଣ ଉନ୍ନତି କରିବେ । ବିବାହର ଯୋଗ ରହୁଅଛି । କୌଣସି ଦାମୀ ଜିନିଷ କିଣିବାର ସମ୍ଭାବନା ରହିଛି । କନ୍ୟା ରାଶି: ଆପଣଙ୍କୁ ଆପଣଙ୍କ ପରିଶ୍ରମ ଅନୁଯାୟୀ ଉଚିତ ଫଳ ମିଳିବ । ତେଣୁ ଆପଣ ପରିଶ୍ରମ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ । ବିବାହର ଶୁଭ ଯୋଗ ମଧ୍ୟ ରହୁଅଛି ନୂତନ ବର୍ଷରେ ।
ତୁଳା ରାଶି: ନୂତନ ଯାନ ବାହନ କିଣିବାର ଯୋଗ ରହିଛି । ଆପଣଙ୍କ ସ୍ଵାଭବ ରୋମାଣ୍ଟିକ ରହିବ । ବିଛା ରାଶି:ଆପଣ ଯେତିକି ଧନ ନିବେଶ କରିବେ ତା ଦୁଇ ଗୁଣା ଆପଣ ଲାଭ ପାଇବେ । ଧନୁ ରାଶି: ବ୍ୟବସାୟରେ ଉନ୍ନତି କରିବେ । ନୂତନ ବର୍ଷଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବାକୁ ଯାଉଛି । ମକର ରାଶି: ଆପଣଙ୍କ ଆୟ ଠାରୁ ବ୍ୟୟ ବଢିଯିବ । ଧନ ସଞ୍ଚୟ କରିବା ପାଇଁ ଅସମର୍ଥ ରହିବେ । ଆପଣଙ୍କ ପାଇଁ ନୂତନ ବର୍ଷଟି ଏତେ ଭଲ ରହିବ ନାହିଁ ।
କୁମ୍ଭ ରାଶି: ଆର୍ଥିକ, ମାନସିକ, ଦାଂପତ୍ଯ ଜୀବନ ସମସ୍ତ କ୍ଷେତ୍ରରେ ଆପଣଙ୍କ ମନ ପ୍ରସନ୍ନ ରହିବ । ମୀନ ରାଶି: ଆପଣଙ୍କ ଲୋକ ମାନେ ମିଶିବା ପାଇଁ ଚାହିଁବେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆଡକୁ ଆପଣ ଅଗ୍ରସର କରିବେ ।