ଜ୍ୟୋତିଷ

ଏହି 6ଟି ନାମର ଝିଅମାନେ ସ୍ଵାମୀଙ୍କୁ ରଖନ୍ତି ନିଜ ବଶରେ, Jyotisha Shastra

ବନ୍ଧୁଗଣ ଯେବେ ଗୋଟେ ଝିଅର ବାହାଘର ହୋଇଥାଏ ତାର ସାଥି ତାକୁ ପ୍ରେମ କରିବ କି ନାହି କିମ୍ବା ସେ ତା ହୃଦୟରେ ସ୍ଥାନ ବନାଇ ପାରିବ କି ନାହି ଯଦି ଆପଣ ବି ଏମିତି ଚିନ୍ତା ରେ ଅଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ରାଶି ଆପଣଙ୍କ ଦାଂପତ୍ଯ ଜୀବନରେ ଅନେକ ରାଶି ଉଜାଗର କରିଥାଏ । ଯେମିତି ନାମର ପ୍ରଥମ ଅକ୍ଷର ବହୁତ କିଛି ଦର୍ଶାଇଥାଏ କି ବିବାହ ପରେ ଦାଂପତ୍ଯ ଜୀବନ କେମିତି ରହିବ । ଆଜି ଆମେ ଆପଣଙ୍କୁ କହିବୁ ଏମିତି ୬ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍ଵାମୀ ଙ୍କୁ ନିଜ ବଶ କରିବା ସହ ସ୍ବାମୀଙ୍କ ଉପରେ ରାଜ କରିଥାନ୍ତି  ।

୧- B ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପଢାରେ ଦୁର୍ବଳ ହୋଇଥାନ୍ତି । କିନ୍ତୁ ଅଫିସ ଓ ଘର କାମରେ ହୁସିଆର ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଆଉ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି ।

୨- D ନାମର ଝିଅମାନେ : ଏହି ନାମର ରୁ ଆରମ୍ଭ ହୋଇଥିବା ଝିଅ ମାନେ ସହଜରେ ନିଜ ପରିବାର ଓ ସ୍ବାମୀଙ୍କ ଭଲ ପାଇବା ପାଇଥାନ୍ତି । ଏମାନଙ୍କର ଗୁଣ କିଛି ହାସ ହୋଇଥାଏ । ଏମାନେ ନିଜ ପରିବାର ସହ ନିଜ ସ୍ବାମୀଙ୍କୁ ବି ବହୁତ ଭଲ ପାଇଥାନ୍ତି । କାରଣ ଏମାନେ କେବେ ବି ନିଜ ସ୍ବାମୀଙ୍କ ଭରସା ଭାଙ୍ଗନ୍ତି ନାହି ।

୩- L ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ବହୁତ ଖୁସି ରେ ରହିଥାନ୍ତି । ଅନ୍ୟ ପକ୍ଷରେ ଏମାନେ ନିଜ ସାଥିଙ୍କ ଭରସା କେବେ ଭାଙ୍ଗନ୍ତି ନାହି । ଏମାନେ ପ୍ରେମରେ ସବୁବେଳେ ଆଗରେ ରହିଥାନ୍ତି । ତେଣୁ ଏମାନଙ୍କ ସ୍ଵାମୀ ବି ଏମାନଙ୍କୁ ହରାଇବାକୁ ଚାହାନ୍ତି ନାହି ପୁରା ଇମାନନ୍ଦରୀ ସହ ଭଲ ପାଇଥାନ୍ତ ।

୪- N ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରେ ବହୁତ ଖୁସିରେ ରହିଥାନ୍ତି । କ୍ରୀଏଟିଭିଟି ମାମଲାରେ ଏମାନେ ବହୁତ ପରିପକ୍ଵ ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଏହି ନାମର ଝିଅମାନେ ନିଜ ସ୍ବାମୀଙ୍କ ଉପରେ ରାଜ ଅରିଥାନ୍ତି ।

୫- R ନାମର ଝିଅମାନେ : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ନିଜ ଜୀବନରେ ବହୁତ କିଛି କରିବାକୁ ଚାହିଁଥାନ୍ତି କିନ୍ତୁ ପରିସ୍ଥିତି କାରଣରୁ କିଛି ଇଚ୍ଚା ପୂରଣ ହୋଇଥାଏ । ତଥାପି ଏମାନେ ସ୍ବାମୀଙ୍କ ଉପରେ ରାଜ କରିଥାନ୍ତି ।

୬- S ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରେ ରୋମାଣ୍ଟିକ ହୋଇଥାନ୍ତି । ସେମାନେ ନିଜ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି । ଏମାନେ ଶ୍ବଶୁର ଘର ଲୋକଙ୍କ ହୃଦୟ ବି ଜିଣିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button