ଜ୍ୟୋତିଷ

ମରିବା ଯାଏ ଜୀବନସାଥୀଙ୍କ ସାଥ ଛାଡି ନଥାନ୍ତି ଏହି 3 ନାମର ଝିଅ- Jyotisha Shastra

କୁହାଯାଏ ଭଲ ପାଇବା କିଛି ଜଣ ଜାଣିକି କରିଥାନ୍ତି ଓ କିଛି ଜନନଙ୍କୁ ଏହା ମନକୁ ମନ ହୋଇ ଯାଇ ଥାଏ । ଆପଣ ମାନେ ଯାନୀ ରଖନ୍ତୁ କି ବିବାହ ହେଉ କିମ୍ବା ପ୍ରକୃତ ଭଲ ପାଇବା ଦୁନିଆ ସବୁ ବେଳେ ସେମାନଙ୍କ ଆଗରେ କବାଟ ହୋଇ ଠିଆ ହୋଇ ଥାଏ ତେବେ ଆପଣ ମାନେ ଯଦି ଏହି ଭଳି କେବେ ଶୁଣି ଛନ୍ତି କିମ୍ବା ଦେଖି ଛନ୍ତି ତେବେ ଆପଣ ମାନେ ମଧ୍ୟ ଏହାକୁ ଅନୁବଭା କରିଥିବେ କିଛି ଯୋଡି ମାନେ ଅଛନ୍ତି ଯେଉଁ ମାନେ ନିଜ ବିବାହ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥାନ୍ତି ।

ତେବେ କିଛି ମହିଳା ମାନେ ଥାନ୍ତି ଯେଉଁ ମାନେ ଠାରେ ଯାହାକୁ ଭି ବାଛି ନେଇ ଥାନ୍ତି ତାଙ୍କ ସହ ଏମାନେ ସାରା ଜୀବନ ବିତାଇବା କୁ ଭଲ ପାଇ ଥାନ୍ତି ଆପଣମାନେ ଜାଣିଥିବେକି ସାଧାରଣ ଭାବେ ଭାରତରେ ଏହା ହୋଇ ଚାଲିଛି କେଉଁ ପୁରାତନ ଜିଗରୁ ଯେଉଁ ଭଳି ଦୁନିଆ ବଦଲୁଛି ସେଇ ଭଳି ବଦଳି ଯାଇଛି ଏହାର ଚିନ୍ତାଧାରା ।

ତେବେ ଆଜି ଆମେ କହିବା କି ସେହି ମହିଳାମାନଙ୍କ ନାମ ଯେଉଁ ମାନେ ନିଜ ଜୀବନର ଶେଷ ସମୟ ଯାଏ ନିଭାଇ ଥାନ୍ତି ନିଜର ଜୀବନସାଥୀ ଙ୍କ ସାଥ । ପ୍ରଥମ ନାମ ହେଉଛି “A” ଏହି ନାମର ମହିଳାମାନେ ସବୁ ବେଳେ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିବା ପାଇଁ ଭଲ ପାଇ ଥାନ୍ତି ।

କିନ୍ତୁ ଯେଉଁ ସମୟ ପରେ ସେମାନଙ୍କ ବିବାହ ହୋଇ ଯାଇଥାଏ ସେମାନେ ତା ପରଠାରୁ ନିଜର ସ୍ବାମୀଙ୍କ ପାଇଁ ପାଗଳ ହୋଇ ଯାଇଥାନ୍ତି । ସେମାନେ ଦେଇଥିବା କଥା ଅନୁସାରେ ନିଜର କଥାକୁ ନିଭାଇ ଥାନ୍ତି । ଏହା ପରେ ଆସେ “K” ନାମର ମହିଳାମାନେ । ଏହି ନାମର ମହିଳାମାନେ ସବୁ ବେଳେ ନିଜର ଓ ନିଜ ପରିବାର ଲୋକଙ୍କ ଧ୍ୟାନ ରଖୀ ଥାନ୍ତି ସେମାନେ ।

ଏହା ସହ ସେମାନେ ନିଜର କାମକୁ ନେଇକି ମଧ୍ୟ ବହୁତ ସିରିୟଶ ଥାନ୍ତି ଏମାନେ । ଏହା ସହ କିଛି ମହିଳାମାଏ ନିଜର ଲୋକଙ୍କ ସହ ରହି ମଧ୍ୟ ବାହାର ଲୋକଙ୍କ ସହ ସମୟ ବିତାଇବା ଭଲ ପାଇ ଥାନ୍ତି । କିନ୍ତୁ ଏହି ନାମର ମହିଳାମାନେ ଠାରେ ଯାହା ଚିନ୍ତା କରି ଆଗକୁ ବଢି ଥାନ୍ତି ସେମାନେ ସେହି କଥାରୁ ପଛକୁ ଆଉ ଫେରି ନଥାନ୍ତି ।

ଏହା ଅପରେ ଆସେ “S” ନାମର ମହିଳାମାନଙ୍କ ନାମ । ଏହି ନାମର ମହିଳାମାନେ ସବୁ ବେଳେ ନିଜ ପରିବାର ସହ ରହି ଥାନ୍ତି ନିଜ ସ୍ବାମୀଙ୍କ ସହ ରହିବା ପାଇଁ ଏମାନେ ଅଧିକ ଭଲ ପାଇ ଥାନ୍ତି । ଏମାନେ ସବୁ ବେଳେ ନିଜର ସ୍ବାମୀଙ୍କ ସେବା କରିବା ପାଇଁ ଭଲ ପାଇ ଥାନ୍ତି ।

ସବୁ ବେଳେ ନିଜର କାମ ଓ ସ୍ବାମୀଙ୍କ ସେବା କରିବା ରେ ଏହାଙ୍କ ଦିନ ବୀତିଥାଏ । ଏମାନେ ଯାହାକୁ ଭି ଭଲ ପାଇ ଥାନ୍ତି ତାଙ୍କୁ ବିବାହ କରିଥାନ୍ତି ଯଦି କେହି ସେମାନଙ୍କୁ ଧୋକା ଦେଇଥାନ୍ତି ତେବେ ସେମାନେ ସେହି ପାଇଁ ସବୁ ବେଳେ ଭାଙ୍ଗିଯିବାର ଦେଖା ଯାଇଥାନ୍ତି କିନ୍ତୁ ସେମାନେ ହାରି ନଥାନ୍ତି ଓ ନିଜର କାମ କରି ଚାଲି ଜୀବନରେ ଜିତିବା ପାଇଁ ପସନ୍ଦ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button