ଜ୍ୟୋତିଷ

କାନ୍ଦିବାର ଦିନ ହେଲା ଶେଷ, ଆଜି ରାତିଠାରୁ 21 ବର୍ଷ ପର୍ଯ୍ୟନ୍ତ ଏହି ରାଶିରେ ଧନ ଲୁଟାଇବେ ମହାଦେବ… ଆପଣଙ୍କ ରାଶି ନାହିଁ ତ !

ନମସ୍କାର ବନ୍ଧୁଗଣ, ଦୁଃଖରେ ରହିଥିବା ବ୍ୟକ୍ତିଙ୍କ ଜୀବନରେ ଏବେ ସୁଖର କୋଳାହଳ ଶୁଭିବାକୁ ଯାଉଛି । କାରଣ ଏହି ସୋମବାର ଠାରୁ ମହାଦେବ ନିଜର କୁପା ଦୃଷ୍ଟି କିଛି ରାଶିର ଲୋକଙ୍କ ଉପରେ ପକାଇବାକୁ ଯାଉଛନ୍ତି । ଯାହା ଫଳରେ ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆଉ ଡେରି ନକରି ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ସେହି ରାଶି ମାନଙ୍କ ବିଷୟରେ ଯେଉଁମାନଙ୍କ ଭାଗ୍ୟ ଏବେ ମହାଦେବଙ୍କ କୃପାରୁ ଚମକିବାକୁ ଯାଉଛି ।

ମେଷ ରାଶି: ଏହି ବଡ ସୋମବାରର ସଂଯୋଗ ମେଷ ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ନେଇ ଆସୁଅଛି । ଆପଣଙ୍କର ସ୍ଥଗିତ ରହିଥିବା ସମସ୍ତ କାର୍ଯ୍ୟ ଏବେ ପୁରା ହେବାକୁ ଲାଗିବ । ଆପଣ କାହାକୁ ଉଧାର ଦେଇଥିବା ନିଜ ପଇସା ଏବେ ଫେରି ପାଇବେ । କରିଥିବା ପୁରୁଣା କରଜରୁ ଆପଣଙ୍କୁ ମୁକ୍ତି ମିଳିବ ।

ତୁଳା ରାଶି: ବଡ ସୋମବାରର ସଂଯୋଗ ଫଳରେ ଏହି ରାଶିର ଲୋକମାନଙ୍କୁ ଭଲ ଲାଭ ମିଳିବାକୁ ଯାଉଛି । ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବେ । ଅପାର ଧନ ପ୍ରାପ୍ତିର ସୁଯୋଗ ମିଳିବ ଆପଣ ମାନଙ୍କୁ । ବ୍ୟବସାୟରେ ଉନ୍ନତି କରିବେ । ପରିବାର ଲୋକଙ୍କ ସାଥ ମିଳିବ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ।

କୁମ୍ଭ ରାଶି: ଏହି ରାଶିର ଲୋକଙ୍କ ଜୀବନରେ ସୋମବାର ଠାରୁ ବହୁତ ଖୁସିର ଆଗମନ ହେବାକୁ ଯାଉଛି । ଚାକିରି ପାଇଁ ପ୍ରୟାସ କରୁଥିବା ଲୋକଙ୍କୁ ଏବେ ଚାକିରି ମିଳିବାର ଯୋଗ ରହିଛି । ସମାଜରେ ଆପଣ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବେ । ଆର୍ଥିକ ସ୍ଥିତି ଆପଣଙ୍କର ସୁଦୃଢ ରହିବ । କନ୍ୟା ରାଶି: ଆପଣଙ୍କ ଭାଗ୍ୟ ଏହି ସୋମବାର ଠାରୁ ବଦଳିବାକୁ ଯାଉଛି ।

ଆପଣଙ୍କୁ ଏହି ସମୟରେ ଅନେକ ଲାଭ ମିଳିବାକୁ ଯାଉଛି । କରୁଥିବା ସମସ୍ତ କାର୍ଯ୍ୟରେ ଆପଣ ସଫଳତାର ସିଢି ଗୋଟେ ପରେ ଗୋଟେ ଚଢିବାକୁ ଲାଗିବେ । ଧନର କୌଣସି ଅଭାବ ଆପଣଙ୍କ ଜୀବନରେ ରହିବ ନାହିଁ । ଦାମ୍ପତ୍ୟ ଜୀବନ ହସ ଖୁସିରେ କାଟିବାକୁ ଲାଗିବ । ଆପଣ ନିଜ ପରିଶ୍ରମ ବଳରେ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସକ୍ଷମ ହେବେ ।

ବୃଷ ରାଶି: ଏହି ସୋମବାର ଠାରୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ନିଜ ଜୀବନରେ ଧନ ରୋଜଗାର କରିବା ସହ ସଞ୍ଚୟ ମଧ୍ୟ କରିପାରିବେ । ପରିବାରରେ ଲାଗି ରହିଥିବା ବାଦ ବିବାଦ ଏବେ ଦୂର ହେବ । ଧନ ସହ ଆପଣଙ୍କର ଯଶରେ ମଧ୍ୟ ବୃଦ୍ଧି ହେବ । ଯାନ ବାହନରେ କୌଣସି ସ୍ଥାନକୁ ଯାଉଥିଲେ ଆପଣ ଏହି ସମୟରେ ସାବଧାନ ରହିବା ଆବଶ୍ୟକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button