ଜ୍ୟୋତିଷ

ପଣା ସଂକ୍ରାନ୍ତିରେ ମରିଗଲେ ବି କରନ୍ତୁ ନାହିଁ ଏହି ଭୁଲ, ହୋଇଯିବ ସର୍ବନାଶ !

ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ଅନେକ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ପୃଥିବୀରେ ଅନେକ ପ୍ରକାରର ପର୍ବ ପର୍ବାଣୀ ରହିଥାଏ । ସବୁ ପର୍ବ ପର୍ବାଣିକୁ ବହୁତ ଖୁଶିର ସହ ପାଳନ କରିଥାଉ । ଏହି ପଣା ସଂକ୍ରାନ୍ତିକୁ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ । ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ । ଏହି ସଂକ୍ରାନ୍ତିକୁ ମହା ବିଶୁଭ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ଏହି ସଂକ୍ରାନ୍ତିରେ କଳସରେ ପଣା ରଖି ତୁଲସୀ ଚଉରାରେ ବାନ୍ଧି ଦିଆଯାଇଥାଏ ।

ଏହି ସଂକ୍ରାନ୍ତିକୁ ବସୁନ୍ଧରାଠେକି ମଧ୍ୟ କହିଥାନ୍ତି । ଏହି ସଂକ୍ରାନ୍ତିରେ ଦଣ୍ଡନାଟ ଅନ୍ତ ଭାବେ ଏହି ଦିନ ମେରୁଜାତ ପାଳନ କରାଯାଇଥାଏ । ଏହି ପାନା ସଂକ୍ରାନ୍ତିରେ ପ୍ରଭୁ ହନୁମାନଙ୍କୁ ଭକ୍ତିର ସହିତ ଉପାସନା କରନ୍ତି ସବୁ ସମସ୍ଯା ଦୂର ହୋଇଯିବ । ଏବଂ ସବୁ ମନସ୍କାମନା ପୂର୍ଣ ହପିଯିବ । ଏହି ସଂକ୍ରାନ୍ତି ଦିନ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହା କରିବା ଦ୍ଵାରା ହନୁମାନଙ୍କ କୋପଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଯିବ । ଏହି ଦିନ ଶାରୀରିକ ସମ୍ବନ୍ଧ ଦ୍ଵାରା ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି ।

ଏହାକୁ ମାନି ଚାଲିବ ଉଚିତ । ଏହାକୁ ଯଦି ନ ମାନିବେ ଭୟଙ୍କର ଅସୁବିଧାର ସମୁଖୀନ ହେବାକୁ ପଡିବ । ଜୀବନରେ କେବେବି ସୁଖ ଶାନ୍ତି ରହିବା ନାହିଁ । ବୈବାହିକ ଜୀବନରେ ବହୁତ ସମସ୍ଯା ଦେଖାଦେବ । କୌଣସି କାର୍ଯ୍ୟରେ ସଫଳ ହେବେ ନାହିଁ । ଦ୍ଵିତୀୟରେ  ଏହି ଦିନ ଘରକୁ ଦୁଗ୍ଧ ଆଣନ୍ତୁ ନାହିଁ । କି ଦୁଗ୍ଧରେ ବନା ହୋଇଥିବା ଜିନିଷ ଘରକୁ ଆଣନ୍ତୁ ନାହିଁ । ଦୁଗ୍ଧକୁ ଚନ୍ଦ୍ରଙ୍କ କାରକ ମାନାଯାଇଅଛି । ଏହି ଦିନ ଘରକୁ ଦୁଗ୍ଧ ଆଣିବା ଦ୍ଵାରା ଘର ଉପରେ କୌଣସି ଖରାପ ଦ୍ରୁଷ୍ଟି ବା ସମସ୍ଯା ଆସିପାରେ ।

ବହୁତ କ୍ଷତି ମଧ୍ୟ ହୋଇପାରେ । ଏହି ସଂକ୍ରାନ୍ତି ରେ ଘରକୁ ଲୁହା ଜିନିଷ ,କଇଁଚି ,ଛୁରୀ ଆଣନ୍ତୁ ନାହିଁ ବା କିଣନ୍ତୁ ନାହିଁ । ଏହା କରିବା ଦ୍ଵାରା ହନୁମାନଙ୍କର କୋପ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିପାରେ । ଏହି ସଂକ୍ରାନ୍ତିରେ ଚୁଟି କାଟନ୍ତୁ ନାହିଁ । ଏହା କରିବା ଦ୍ଵାରା ଆର୍ଥିକ ସମସ୍ଯା ହୋଇଥାଏ । ଯେତେ ରୋଜଗାର କଲେ ମଧ୍ୟ ଅଭାବ ରହିଥାଏ । ଏହି ସଂକ୍ରାନ୍ତିରେ ଆମିଷ ,ମଦ ଖାଇବେ ନାହିଁ । ଏହା କରିବା ଦ୍ଵାରା ହନୁମାନ ବହୁତ କ୍ରୋଧୀତ ହୋଇଥାନ୍ତି ।

କେବେବି ଉନ୍ନତି କରିବାକୁ ଦେଇନଥାନ୍ତି । ଦରିଦ୍ରତା ମାଡିଆସେ । ଯଦି ଏହି ସଂକ୍ରାନ୍ତି ରେ ଆପଣ କ୍ରୋଧରେ ଅଛନ୍ତି ବା ରାଗିଛନ୍ତି ହନୁମାନଙ୍କୁ ପୂଜା କରନ୍ତୁ ନାହିଁ । ଏହା କରିବା ଦ୍ଵାରା ହନୁମାନ ଆପଣଙ୍କର କୌଣସି ମନବାଞ୍ଛା ପୂର୍ଣ କରିନଥାନ୍ତି । ଏହି ସଂକ୍ରାନ୍ତିରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button