ବାଛନ୍ତୁ ଆପଣଙ୍କ ପସନ୍ଦର ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ !

ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା କରିବା ବହୁତ କଷ୍ଟ ମଧ୍ୟ ହୋଇଥାଏ । ଆପଣଙ୍କ ଭବିଷ୍ୟତରେ କଣ ରହିଛି ବା କଣ ହେବାକୁ ଯାଉଛି ଜାଣିବା ପାଇଁ ଏହି ତିନୋଟି ଠାକୁରଙ୍କ ମଧ୍ୟରୁ କୌଣସି ଗୋଟିଏ ଠାକୁର ବାଛନ୍ତୁ । ଯଦି ଆପଣ ପ୍ରଥମ ଠାକୁରଙ୍କୁ ବାଛିଛନ୍ତି । ତ ଆପଣଙ୍କ ଏହି ସମୟରେ କୁଫଳଦାୟ ଦଶା ଭୋଗ ହେଉଅଛି । ପୂର୍ବରୁ ଆପଣଙ୍କ ଗ୍ରହ ବହୁତ ଅଣିଷ୍ଠ କରି ଆସୁଅଛି । ଯାହା ଏହି ସମୟରେ ବହୁଛନ୍ତି ତାହା ନକରି ଅନ୍ୟ କୌଣସି କାର୍ଯ୍ୟରେ ଫଶୀ ଯାଉଛନ୍ତି ।
ଯାହାବି କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହେଇପାରୁ ନାହଁନ୍ତି । ସବୁ କାର୍ଯ୍ୟରେ ବିଫଳ ହେଉଛନ୍ତି । ସେଥିଲାଗି ସବୁବେଳେ ଚିନ୍ତାରେ ମଧ୍ୟ ରହୁଛନ୍ତି । ଗ୍ରହ ମାନେ ଶୁଭ ଫଳ ଆଣିବାରେ ବାଧା ଆଣୂଛନ୍ତି । ସେଥିଲାଗି କୌଣସି କାମରେ ସଫଳ ହେଇପାରୁ ନାହାଁନ୍ତି । ଆପଣଙ୍କ ସରଳତାର ସୁଯୋଗ ନେଇ କିଛି ଲୋକ ତାର ଲାଭ ମଧ୍ୟ ଉଠାଉଛନ୍ତି । ଯଦି ଆପଣଙ୍କ ଗ୍ରହଦୋଷରେ କିଛି ଖରାପ ରହିଛି । କିନ୍ତୁ ଆପଣଙ୍କର ସତ୍ୟ ନିଷ୍ଟା କାରଣରୁହିଁ ସାନି ମହାରାଜାଙ୍କର କୃପା ରହୁଛି ।
ଯାହା ଫଳରେ ବଡ ରୁ ବଡ ସମସ୍ୟାରୁ ବହୁତ ସହଜରେ ବାହାରି ଆସୁଛନ୍ତି । ସେଥିଲାଗି କେବେବି କାହାର ଅନିଷ୍ଠ ଚିନ୍ତା କରନ୍ତୁ ନାହିଁ । ସର୍ବଦା ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତୁ । ଅତୀତର ଶୁଭଫଳ ନିଶ୍ଚନ୍ତ ପ୍ରାପ୍ତ ହେବ । ଯଦି ଆପଣ ଦ୍ଵିତୀୟ ଠାକୁରଙ୍କୁ ଚୟନ କରିଛନ୍ତି । ତ ଆପଣଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ସହିଛନ୍ତି ,କିନ୍ତୁ କାହାକୁ କହିବାକୁ ଚାହିଁନାହାଁନ୍ତି । କେବେ କାହାକୁ ଦୁଃଖ ମଧ୍ୟ ଦେଇନଥାନ୍ତି । କିନ୍ତୁ ଆପଣଙ୍କ ମନରେ ନିଜ ଭବିଷ୍ୟତକୁ ନେଇ କପଟ ଯୋଜନା ଚାଲୁଅଛି ।
ଏଥିରେ ସଫଳ ମଧ୍ୟ ହେବେ । ଠିକ ସମୟ ଆସିଲେ ଧନର ମଧ୍ୟ ପ୍ରାପ୍ତି ହେବ । ଅନେକ ମଙ୍ଗଳ କାର୍ଯ୍ୟ ପୂର୍ବରୁ ରହିଯାଇଥିଲେ ଏହି ସମୟରେ ସଫଳ ହେବେ । ଶରୀରରେ କୌଣସି ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ଠିକ ହୋଇଯିବ । ଅତି ଛୋଟ ପିଲାଙ୍କୁ କିଛି ଖେଳଣା ଦିଅନ୍ତୁ ବା କିଛି ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଜୀବନରେ ଅନେକ ଶୁଭ ଫଳ ଦେଖି ପାରିବେ ।ଯଦି ଆପଣ ତୃତୀୟ ଠାକୁରଙ୍କୁ ଚୟନ କରିଛନ୍ତି । ତା ଆପଣ ଗମ୍ଭୀର ସ୍ଵୋଭାବର ବ୍ୟକ୍ତି ଅଟନ୍ତି । କୌଣସି କଥାରେ ବା କାହା କଥାରେ ସହଜରେ ବିଶ୍ବାସ କରନ୍ତି ନାହିଁ ।
ସବୁ କାର୍ଯ୍ୟ କରିବା ଆଗରୁ ବହୁତ ଭବିଚିନ୍ତି କରନ୍ତି ,କିନ୍ତୁ କିଛି କାର୍ଯ୍ୟରେ ପଛରେ ରାହିଜାଇଥାନ୍ତି । କାରଣ ଆପଣ ବହୁତ କିଛି ଭାବି ଦେଇଥାନ୍ତି । ଯେଉ କାର୍ଯ୍ୟ ଠାରେ କରିବାକୁ ଚାହିଁଥାନ୍ତି ସେହି କାର୍ଯ୍ୟରେ ସଫଳ ହେବ ଯାଏ ଚେଷ୍ଟା କରନ୍ତି । ଏହି ସମୟରେ ରାହିଯାଇଥିବା ଧାନ ଫେରି ଆସିବ । ଆପଣ କୌଣସି ବ୍ୟକ୍ତି ପାଇଁ ଆସକ୍ତ ଭାବ ରଖିଛନ୍ତି । କିନ୍ତୁ ସେଥିରେ ସଫଳ ହେଇପାରିବେ ନାହିଁ ।