ଜ୍ୟୋତିଷ

ଏପ୍ରିଲ 2023ରେ କୁମ୍ଭ ରାଶି ସହ ଗହତିବ ଭୟଙ୍କର ଘଟଣା, ସବୁ କାମ ଛାଡି ଆଗ ଦେଖନ୍ତୁ

ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ଏହି ସମସ୍ଯା ପାଇଁ ଅନେକ ପ୍ରତିକାର ମଧ୍ୟ କରିଥାନ୍ତି କିନ୍ତୁ କୌଣସି ନା କୌଣସି ବାଟରେ ସମସ୍ଯା ଆସିଥାଏ । ଆଜି ଆସନ୍ତୁ ଜାଣିବା ଏହି ଏପ୍ରିଲ ମାସରେ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କଣ ପରିବର୍ତ୍ତନ ଆସିବାକୁ ଯାଉଛି । କୁମ୍ଭ ରାଶିର ମାଲିକ ଅଟନ୍ତି ଶନି ଦେବ । ଶନି ଦେବା ଆପଣଙ୍କର ପ୍ରଥମ ଭାବରେ ବିରାଜିତ ଅଛନ୍ତି , ସୂର୍ଯ୍ୟଙ୍କ ସହ ବୃହସ୍ପତି ବିରାଜିବା ଅଛନ୍ତି ।

ଦ୍ଵିତୀୟ ଭାବରେ ,ତୃତୀୟ ଭାବରେ ବିରାଜିତ ଅଛନ୍ତି ଶୁକ୍ର ,ରାହୁ ଓ ବୁଧ ଦେବ ,ପଞ୍ଚମରେ ବିରାଜିତ ଅଛନ୍ତି ମଙ୍ଗଳ ଦେବ , ନବମ ଭାବରେ ବିରାଜିତ ଅଛନ୍ତି କେତୁ ଦେବ । ଆପଣଙ୍କ ସ୍ୱାସ୍ଥ୍ୟର ଅବସ୍ତା ବହୁତ ଭଲ ରହିବ । କିନ୍ତୁ ଚର୍ମ ଜନିତ ସମସ୍ଯା ଦେଖା ଦେଇପାରେ । ଖାଇବା ପିଇବାରେ ଧ୍ୟାନ ଦେବେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ବିଫଳ ହୋଇପାରନ୍ତି । କୌଣସି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇପାରିବେ । ବହୁତ ପରିଶ୍ରମ ଦ୍ଵାରା ଅଳ୍ପ ମାତ୍ରାରେ ସଫଳତା ପ୍ରାପ୍ତି କରିପାରନ୍ତି ।

ପ୍ରେମ ସମ୍ପର୍କରେ କିଛିଟା ସମସ୍ଯା ଦେଖା ଦେଇପାରେ । ଯାହା ଦ୍ଵାରା ଆପଣ ବହୁତ କଷ୍ଟ ମଧ୍ୟ ପାଇପାରନ୍ତି । ପ୍ରେମ ସମ୍ପର୍କରେ ତାଳ ମେଳ ଠିକ ରଖିବେ ତେବେ ଯାଇ ସମ୍ପର୍କରେ ମଧୁରତା ଆସିବ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ବୈବାହିକ ଜୀବନରେ ବହୁତ ଭଲ ରହିଛି । ଯାହା ଆଗରୁ ସମସ୍ଯା ଥିଲା ତାହା ଏହି ସମୟରେ ଦୂର ହେବ । ଜୀବନ ସାଥିଙ୍କର ସହଯୋଗ ମଧ୍ୟ ରହିବ । କୌଣସି କାର୍ଯ୍ୟରେ ଜୀବନ ସାଥିଙ୍କର ଉନ୍ନତି ମଧ୍ୟ ହେବାର ସୁଯୋଗ ରହିଛି ।

ଜୀବନ ସାଥିଙ୍କର ସମାଜରେ ମାନସନ୍ନମାନ ପ୍ରାପ୍ତି ହେବ । ବିବାହ ହେଉ ନଥିଲେ ବହୁତ ଶୀଘ୍ର ବିବାହ ହୋଇଯିବ । ଯାହା ଆଗରୁ ଆଶା କରିଥିଲେ କରିବା ପାଇଁ ତାହା ଏହି ସମୟରେ ପୂର୍ଣ ହୋଇଯିବ । କୌଣସି ମାଙ୍ଗଳିକ କାର୍ଯ୍ୟ ବା ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ରହିଛି । କୌଣସି ନୂତନ ଜାଗା କିଣିବାରେ ସଫଳ ହେବେ । ବହୁତ ପରିଶ୍ରମ କରିବା ଦ୍ଵାରା ନୂତନ କାର୍ଯ୍ୟ କରିପାରିବେ । ପରିବାର ଲୋକଙ୍କ ସହମତି ମଧ୍ୟ ରହିବ । ଆପଣଙ୍କ କାର୍ଯ୍ୟର ଉନ୍ନତି ଦେଖି ପରିବାର ସମସ୍ତ ସଦସ୍ୟ ବହୁତ ଖୁସି ରହିବେ ।

ନିଜ ଭଲ ବୁଦ୍ଧିରେ ସବୁ କାମରେ ସଫଳ ହେବେ । ନିଜ ଲକ୍ଷ୍ୟ ପୂରଣ କରିବା ଯାଏ ବହୁତ ଚେଷ୍ଟା କରିବେ । ଯେଉଁ କାର୍ଯ୍ୟ ଆପଣ କରିନଥିବେ ତାହା ଏହି ସମୟରେ କରିକି ଦେଖାଇବେ । ଚାକିରି କରିବାର ନୂଆଁ ନୂଆଁ ସୁଯୋଗ ମିଳିବ । ବ୍ୟପରର ସ୍ଥିତି ଏହି ସମୟରେ ବହୁତ ଭଲ ରହିବ । ପ୍ରତିଦିନ ସକାଳେ ଶନିଙ୍କ ପାଠ କରନ୍ତୁ ଓ ହନୁମାନ ଚାଲିସର ପାଠ କରନ୍ତୁ । ଏହା କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button