ମନୋରଞ୍ଜନ

ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ! Love Quiz

ଜୀବନରେ ବଞ୍ଚିବାକୁ ହେଲେ ଅନ୍ୟ ମାନଙ୍କୁ ନେଇ ବଞ୍ଚିବାକୁ ପଡିଥାଏ । ଦୁନିଆରେ ଏକା ବଞ୍ଚି ହେବ ନାହିଁ । ଆପଣ ଭଲ କରନ୍ତୁ ବା ଖରାପ ଅନ୍ୟ ମାନଙ୍କର ମତ ରହିଥାଏ । କିଛି ଲୋକ ଭଲରେ ନେଇଥାନ୍ତି ତ କିଛି ଲୋକ ଖରାପରେ ନେଇଥାନ୍ତି । ଆଜି ଆସନ୍ତୁ ଜାଣିବା ଏହି ତିନୋଟି ସଂଖ୍ୟା ରୁ ଜାଣି ପାରିବା ଯେ ଆପଣଙ୍କ ପାଇଁ ଅନ୍ୟ ମାନଙ୍କ ମନରେ କଣ ଚାଲିଛି । ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଚୟନ କରିବେ ।

ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଆପଣ ବହୁତ ଶୀଘ୍ର ସବୁ କାର୍ଯ୍ୟରେ ରାଗିଯାନ୍ତି । କୌଣସି ସଂପର୍କକୁ ବହୁତ ଶୀଘ୍ର ଭାଙ୍ଗିବାକୁ ଚାହାନ୍ତି । କୌଣସି କାର୍ଯ୍ୟରେ କାହାର ସାହାଜ୍ଯ ଚାହାନ୍ତି ନାହିଁ । ସବୁବେଳେ ଏକା ରହିବାକୁ ପସନ୍ଦ କରନ୍ତି । ଏହି ଏକା ସ୍ଵଭାବ ପାଇଁ ସବୁ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ । ସବୁ କାର୍ଯ୍ୟକୁ ଏକା କରିବାକୁ ପସନ୍ଦ କରନ୍ତି । ଅନ୍ୟ ମାନେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି କିନ୍ତୁ ଆପଣ କାହାକୁ ପସନ୍ଦ କରନ୍ତି ନାହିଁ । କୌଣସିବି କାମ କରୁଛନ୍ତି ଭବିକି କରୁନାହାନ୍ତି ।

କଣ କାଲେ ଠିକ ହେବ ଓ କଣ କଲେ ଭୁଲ ହେବ । ଆପଣ ଜାଣିପାରନ୍ତି ନାହିଁ କିପରି ସମ୍ପର୍କ ରଖିବାକୁ ହେବ । କେଉଁ ସ୍ଥାନରେ କେଉଁ କଥା କହିବାକୁ ହେବ । କୌଣସି ସମ୍ପର୍କ ରଖିବା ପୂର୍ବରୁ ବହୁତ ଭାବନ୍ତି ଯେ କୌଣସି ମୁହୂର୍ତ୍ତରେ ଛାଡିକି ଚଲି ଜିବନିତ । ଏହି ସମସ୍ୟାକୁ ବହୁତ ଡରନ୍ତି । କାହାକୁ ଯଦି ପସନ୍ଦ କରିବେ ସେ ବୋର ହୋଇ ଯିବନିତ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ବହୁତ ଭାବନ୍ତି ଆପଣଙ୍କ ବିଷୟରେ । ବହୁତ ଚିନ୍ତା ମଧ୍ୟ କରନ୍ତି ,କିପରି ଆପଣଙ୍କ ଭବିଷ୍ୟତରେ କଣ କରିବେ ।

କିପରି ଆପଣଙ୍କ ଜୀବନ ବିତାଇବେ । କିନ୍ତୁ ଆପଣ କେବେବି ଭାବନ୍ତି ନାହିଁ ତାଙ୍କ ବିଷୟରେ । ସେହି ଜଣକ ଆପଣଙ୍କର ପ୍ରେମିକ ହୋଇଥାଇ ପାରନ୍ତି । ପୂର୍ବରୁ ବହୁତ ଭାବୁଥିଲେ ବହୁତ ଚିନ୍ତା କରୁଥିଲେ । କିନ୍ତୁ ଏବେ ବହୁତ ଡରି ଯାଇଛନ୍ତି କି କିପରି ଆପଣ ତାଙ୍କଠାରୁ ଦୂରେଇଯିବେ । ତାଙ୍କ ଉପରେ ଆପଣ ବୋଝ ହେଉ ନାହାନ୍ତିତ ଏହା ହି ଭାବନ୍ତି ଆପଣଙ୍କ ବିଷୟରେ । ଯାହା ପୂର୍ବରୁ ଭାବନା ଥିଲା ଏବେ ସେ ଭାବନା ଦୂର ହୋଇଯାଇଛି ।

ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ବହୁତ ଆପଣଙ୍କର ଯତ୍ନ ନିଅନ୍ତି ବା ବହୁତ ସନ୍ନମାନ କରନ୍ତି । ବହୁତ ଭଲ ମଧ୍ୟ ପାଆନ୍ତି । ଆପଣଙ୍କୁ ପାଇକି ବହୁତ ଖୁସି ମଧ୍ୟ ରୁହନ୍ତି । ଭାବନ୍ତି ସେ ଯଦି ଆପଣଙ୍କ ପାଖରେ ନରହିବେ ତ କିଛି କାର୍ଯ୍ୟ ହୋଇ ପାରିନଥାନ୍ତା । ଏହି ବ୍ୟକ୍ତି ଆପଣଙ୍କର ବହୁତ ଭଲ ଚିନ୍ତା କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button