ଜ୍ୟୋତିଷ

ଇଶ୍ଵର ମନକ ନାମ ନେଇ ବାଛନ୍ତୁ ଚାରୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆପଣଙ୍କ ବିବାହ କେବେ ହେବ !

ଜୀବନରେ ସବୁ ସମୟରେ ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ଠିକ ସେହିପରି ଜୀବନରେ ବିବାହକୁ ନେଇ ମଧ୍ୟ ସବୁତ ସମସ୍ଯା ହୋଇଥାଏ । ବହୁତ ସମସ୍ୟାକୁ କିଛି ପ୍ରତିକାର ଦ୍ଵାରା ମାଧତା ସମାଧାନ କରାଯାଇଥାଏ । ଆଜି ଆସନ୍ତୁ ଜାଣିବା ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ବିବାହ କେବେ ହେବ । ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତ ।

ଏହି ସମୟରେ ବିବାହର ଯୋଗ ନାହିଁ । ଏହି ସମୟ ଆପଣଙ୍କର ବିବାହର ସମୟ ନୁହେଁ । ଏହି ସମୟ ଆପଣଙ୍କୁ ପାଠ ପଢିବାର ସମୟ । ବିବାହ ହେବ କିନ୍ତୁ ଏହି ସମୟରେ ନୁହେଁ । ଏହି ସମୟରେ ବହୁତ ଖୁସି ରହିବେ ବିବାହକୁ ନେଇ । ବ୍ୟସ୍ତ ହେବାର କିଛି ନାହିଁ । ଠିକ ସମୟରେ ବିବାହ ହୋଇଯିବ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଆପଣ ଚାହିଁଛନ୍ତି ବିବାହ କରିବା ପାଇଁ କିନ୍ତୁ ହୋଇପାରୁ ନାହିଁ । ପ୍ରେମ ସମ୍ପର୍କରେ ବିବାହ କରିବାକୁ ଚାହୁଁଛନ୍ତି ।

ଆପଣ ପ୍ରେମ ବିବାହ କରିବେ କିନ୍ତୁ କିଛି ସମସ୍ଯା ରହିଛି । ଆପଣ ଯେବେ ଆପଣଙ୍କ ମନକୁ ସ୍ତିର କରିବେ ବା ଠିକ ଭୁଲ ବିଷୟରେ ଭାବିବେ ସେହି ସମସ୍ୟାରେ ଦୂର ହେବ । ବିବାହକୁ ନେଇ ଆପଣ ବହୁତ ଚିନ୍ତା କରୁଛନ୍ତି । କେବେ ବିବାହ ହେବ । ଠିକ ସମୟରେ ପ୍ରେମ ବିବାହ ହେବ । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ବିବାହ କିଛି ବିଳମ୍ବରେ ହୋଇପାରେ । କିଛି ସମସ୍ଯା ରହିଛି ସେଥିଲାଗି ବିଳମ୍ବ ହେଉଛି । କିଛି ଲୋକଙ୍କର ବହୁତ ଶୀଘ୍ର ହୋଇପାରେ ତ କିଛି ଲୋକଙ୍କର କିଛି ବିଳମ୍ବରେ ହୋଇପାରେ ।

ଅପେକ୍ଷା କରନ୍ତୁ ବହୁତ ଶୀଘ୍ର ହୋଇଯିବ । ଏହି ସମସ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ । ବହୁତ ଶୀଘ୍ର ଏହି ସମସ୍ଯା ଦୂର ହୋଇଯିବ । ଯଦି ପ୍ରେମ ସମ୍ପର୍କ ଥାଏ ତ ବହୁତ ଶୀଘ୍ର ସେଥିରେ ସଫଳ ହେବେ । ଏହି ବିବାହର ସମସ୍ଯା କିଛି ଦିନ ପାଇଁ ବା ୧୦ ମାସ ପାଇଁ ଏହା ପରେ ବହୁତ ଶୁଭ ହେବାକୁ ଯାଉଛି । ଯଦି ଆପଣ ଚତୁର୍ଥ ସଂଖ୍ୟା ଟିକୁ ଚୟନ କରିଛନ୍ତି । ବିବାହ କରିବାକୁ ଚାହୁଛନ୍ତି ତ ବହୁତ ଶୀଘ୍ର ହୋଇଯିବ । ବିବାହକୁ ନେଇ କୌଣସିବି ସମସ୍ଯା ଥିଲେ ତାହା ଦୂର ହୋଇଯିବ ।

ଏକ ମାସ ଭିତରେ ବିବାହ ହେବାକୁ ଯାଉଛି । ବିବାହ ପାଇଁ ଆପଣ ବହୁତ ଖୁସି ରହିବେ । କିଛି ଲୋକ ପ୍ରେମ ବିବାହ କରିବେ ତ ଆଉ କିଛି ଲୋକ ପରିବାର ସହମତିରେ ବିବାହ କରିବେ । ବହୁତ କମ ସମୟରେ ବିବାହ ହେବାକୁ ଯାଉଛି । ବିବାହରେ ସମସ୍ତ ସଦସ୍ୟ ବହୁତ ଖୁସି ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button