ମନୋରଞ୍ଜନ

ବାଛନ୍ତୁ ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା, ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ ଅକନ ଅଛି ?

ଏ ଦୁନିଆରେ ସମସ୍ତ ଲୋକ ସୁଖ ଏବଂ ସମୃଦ୍ଧିମୟ ଜୀବନ ଅତିବାହିତ କରିବାକୁ ଚାହାନ୍ତି । ଜୀବନରେ କିପରି ସୁଖ ସମୃଦ୍ଧି ଆସିବ ତାହା ପାଇ ଅନେକ ଉପଚାର ମଧ୍ୟ କରନ୍ତି । ହେଲେବି ଅନେକ ଲୋକ ସମସ୍ୟାରେ ପଡନ୍ତି । ଜୀବନରେ ଲଗାତର ଦୁଖ ଆସିଥାଏ । ଆସନ୍ତୁ ଜାଣିବା ଏହି ତିନୋଟି ସଂଖ୍ୟା ମଧ୍ୟରୁ କଣ ରହିଛି ଆପଣଙ୍କ ସ୍ବଭାବରେ। ଏହି ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଚୟନ କରିବେ । ଯଦି ଆପଣ ପ୍ରଥମ ସଂଖ୍ୟା କୁ ଚୟନ କରିଛନ୍ତି ।

ତ ଆପଣ ବହୁତ ସୁନ୍ଦର ସ୍ଵଭାବର ଅଟନ୍ତି । ଆପଣଙ୍କ ସ୍ବନ୍ଦର୍ଜ୍ୟତାକୁ ନିଏ ଅନେକ ଲୋକ ଈର୍ଷା କରନ୍ତି । ସ୍ଵୋନ୍ଦାର୍ଜ୍ୟ ପ୍ରତି ବହୁତ ଧ୍ୟାନ ରଖନ୍ତି । ନିଜ କେଶରେ ହେଉ ବା ପୋଷାକରେ ବହୁତ ଯତ୍ନ ନିଅନ୍ତି । ଯେଉଁ ଲୋକବି ଆପଣଙ୍କୁ ଦେଖିବେ ତ ବହୁତ ଆକର୍ଷିତ କରିବେ । ନିଜ ସୁନ୍ଦରତାକୁ ନେଇ କୌଣସି ଜାଗାରେ ଗର୍ବ କରିବେ । ଯିଏ ବି ଆପଣଙ୍କୁ ଦେଖନ୍ତି ,ସେ ଭାବନ୍ତି ଯେ କେତେ ସୁନ୍ଦର । ଯଦି ଆପଣ ଦ୍ବତୀୟ ସଂଖ୍ୟାଟିକୁ ଚୟନ କରିଛନ୍ତି ।

ତ ଏହି ବ୍ୟକ୍ତି ଏପରି ସ୍ଵଭାବର ଯେ କେହି ଜାଣିପାରନ୍ତି ନହିଁ ଯେ ୟାଙ୍କ ମନରେ କଣ ଚାଲିଛି । ବହୁତ ସ୍ଥିର ସ୍ଵଭାବର ଅଟନ୍ତି । ବାହାରେ ଗୋଟିଏ ପ୍ରକାର ଓ ଭିତରେ ଆଉ ଗୋଟିଏ ପ୍ରକାରର ଦେଖା ଯାଆନ୍ତି । ସମସ୍ତଙ୍କ ସହ ବହୁତ କଥା ହୁଅନ୍ତି ନହିଁ । ଏମାନଙ୍କ ମନରେ କେବେବି ଖରାପ ଚିନ୍ତା ଧାରା ନଥାଏ । ସବୁବେଳେ ଛୋଟ ପିଲାଙ୍କ ସ୍ୱାୟଭାବର ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ କୋମଳ ହୋଇଥାଏ । କୌଣସି ଜାଗାରେ କିଛି ବି ହଇଏ ତ ଆପଣ ଏହାକୁ ଧ୍ୟାନ ଦିଅନ୍ତି ନହିଁ ।

ସବୁବେଳେ ନିଜ କର୍ମରେ ବ୍ୟସ୍ତ ରୁହନ୍ତି । କୌଣସି କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଭାବନ୍ତି ଯାହା କରୁଛି ଠିକ ନା ନହିଁ । ସମସ୍ତଙ୍କ ପରାମର୍ଶରେ କାର୍ଯ୍ୟ ଆରମ୍ଭ କରନ୍ତି । ସମସ୍ତେ ଭାବନ୍ତି ଯେ ଏହି ବ୍ୟକ୍ତି ବହୁତ ସରଳ ସ୍ଵଭାବର ଅଟେ । ଘରେ ହେଉ ବା ବାହାରେ ବହୁତ ଚୁପଚାପ ରୁହନ୍ତି । ଏହି ଭଳି ବ୍ୟକ୍ତି ଜୀବନରେ କେବେବି ପଛଘୁଞ୍ଚା ଦିଅନ୍ତି ନହିଁ । ବହୁତ ଆଗକୁ ଯାଆନ୍ତି । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଆସନ୍ତୁ ଜାଣିବା ଏମାନଙ୍କ ମନରେ କଣ ଚାଲିଛି ।

ଏହି ବ୍ୟକ୍ତି ସବୁବେଳେ ଚାହାନ୍ତି ନିଜ ମନର କଥା ପ୍ରକାଶ କରିବା ପାଇଁ । ବହୁତ ଡରନ୍ତି କହିବା ପାଇ, କହିବେ ନା କହିବେନି ଦ୍ଵନ୍ଦ ରେ ରହିଯାନ୍ତି । ଏହି ବ୍ୟକ୍ତି ପ୍ରେମ ସମ୍ବଧରେ ରହିଥାନ୍ତି । ଏମାନଙ୍କ ମନରେ ବହୁତ ଭଲପାଇବା ଥାଏ କିନ୍ତୁ କହିବାକୁ ଡରନ୍ତି । ଯଦି କହିବେ ତ କିଛି ସମସ୍ଯା ହେବାକୁ ଡରନ୍ତି । ଏହି ବ୍ୟକ୍ତିଙ୍କ ମନରେ ବହୁତ ଭଲ ପାଇବା ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button