ଜ୍ୟୋତିଷ

ସିଂହ ରାଶି ଆଗରୁ ଜାଣିନଥିବା କିଛି ଅଦ୍ଭୁତ କଥା ! ଶୀଘ୍ର ଦେଖନ୍ତୁ

ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାର ସମଧ୍ନ କରିବା ମଧ୍ୟ ବହୁତ କଷ୍ଟ ହୋଇଥାଏ । କିଛି ପ୍ରତିକାର ମଧ୍ୟ ରହିଥାଏ ଯାହା କରିବା ଦ୍ଵାରା ସେହି ସମସ୍ୟା କିଛି ମାତ୍ରାରେ କମି ଯାଇଥାଏ । ଆଜି ଆସନ୍ତୁ ଜାଣିବା ସିଂହ ରାଶିର ବିଷୟରେ କଣ ରହିଛି ତାଙ୍କ ବ୍ୟକ୍ତିତ୍ବ ,ସ୍ଵଭାବ ଓ ଗୁପ୍ତା କଥା ବିଷୟରେ । ସିଂହ ରାଶିର ସ୍ଵାମୀ ସୂର୍ଯ୍ୟ ଦେବ ହୋଇଥାନ୍ତି । ଯିଏକି ଗ୍ରହ ମାନଙ୍କର ରାଜା ବିଚାର କରାଯାଇଥାଏ । ସିଂହ ରାଶି ରାଜକ୍ୟ ରାଶି  ହବରେ ମାନ୍ୟତା ରହିଛି ।

ଏହି ରାଶିର ବ୍ୟକ୍ତି ସବୁ ସମୟରେ ରାଜା ଭଳି ରହିବାକୁ ପସନ୍ଦ କରିଥାନ୍ତି । ଏହି ବ୍ଯକ୍ତିର ଯାହା ଆବଶ୍ୟକତା ରହିଥାଏ ତାହା ପ୍ରାପ୍ତ କରିବାର କଳା ରହିଥାଏ । ଏହି ବ୍ୟକ୍ତି ସମସ୍ତଙ୍କୁ ଆଦେଶ ଦେବାକୁ ଭଲ ପାଇଥାନ୍ତି କିନ୍ତୁ କାହାରି ଆଦେଶ ମଣିବାକୁ ଭଲ ପାଇନଥାନ୍ତି । ଏହି ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ବ୍ୟବହାର କୁଶଳୀ ହୋଇଥାନ୍ତି । ଏହି ବ୍ୟକ୍ତି ବହୁତ ସାହସୀ ହୋଇଥାନ୍ତି କାହାରୀକୁବୀ ସାହାର୍ଯ୍ୟ କରିବାକୁ ପଛାନ୍ତି ନାହିଁ ।

ନିଜ ବନ୍ଧୁ ମାନଙ୍କୁ ମଧ୍ୟ ବହୁତ ସାହାର୍ଯ୍ୟ କରିଥାନ୍ତି । ନିଜ ବଚନକୁ ଭାଙ୍ଗିବା ପାଇଁ ପସନ୍ଦ କରନ୍ତି ନାହିଁ । ସିଂହ ରାଶିର ବ୍ୟକ୍ତି ନିଜ ଦୃଢ ବିଶ୍ବାସର ସହିତ କାର୍ଯ୍ୟ କରିଥାନ୍ତି ଏହା ସହ ସେହି କାର୍ଯ୍ୟରେ ସଫଳ ମଧ୍ୟ ହୋଇଥାନ୍ତି । ଏହି ବ୍ୟକ୍ତି ବହୁତ ଜିଦି ପ୍ରକୃତିର ହୋଇଥାନ୍ତି ,ଯାହା କହିଥାନ୍ତି ତାହା କରିବା ଯାଏଁ ଚେଷ୍ଟା କରିଥାନ୍ତି । ଏହି ରାଶିର ବ୍ୟକ୍ତି ଶାରୀରିକ କାର୍ଯ୍ୟ କରିବା ଅପେକ୍ଷା ମାନସିକ କାର୍ଯ୍ୟ କରିବାକୁ ବହୁତ ପସନ୍ଦ କରିଥାନ୍ତି । ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବା ଏମାନଙ୍କର ସ୍ଵଭାବ ହୋଇଥାଏ ।

କୌଣସି ବାଦବିଦରେ ବିଜୟ ହେବ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏହି ବ୍ୟକ୍ତି କାହାରୀକୁ କଟୁ କଥା କୁହନ୍ତି ନାହିଁ । କିନ୍ତୁ କାହାରି କଟୁ କଥାକୁ ସହଜରେ ଭୁଲି ପାରନ୍ତି ନାହିଁ । ନିଜ ଭବିଷ୍ୟତକୁ ଉଜ୍ଜଳ କରିବାକୁ ବହୁତ ଚେଷ୍ଟା କରନ୍ତି । ନିଜ ଜୀବନ ସାଥିଙ୍କ ପ୍ରତି ସମ୍ପୂର୍ଣ ଭାବେ ସମର୍ପିତ ରହିଥାନ୍ତି । ଏହି ବ୍ୟକ୍ତି ଯାହାକୁ ନିଜ ଜୀବନ ସାଥି ଭାବେ ଚୟନ କରିଥାନ୍ତି ସେ ମଧ୍ୟ ଉଚ୍ଚକୋଟି ବ୍ୟକ୍ତିତ୍ବ ର ଅଧିକାରୀ ହୋଇଥାନ୍ତି । ଏହି ବ୍ୟତିଙ୍କ ବୈବାହିକ ଜୀବନ ଶାନ୍ତି ଓ ସୁଖ ପୂର୍ବକ ବ୍ଯତୀତ ହୋଇଥାଏ ।

ଏହି ବ୍ୟକ୍ତିଙ୍କୁ ସରକାରୀ ଚାକିରି ଓ ରାଜନୀତି ବହୁତ ପସନ୍ଦ ହୋଇଥାଏ । ପ୍ରବନ୍ଧନ ଓ ଶିକ୍ଷା ,ବ୍ୟବସାୟ କ୍ଷେତ୍ରରେ ସମ୍ପୂର୍ଣ ଭାବେ ସଫଳ ହୋଇଥାନ୍ତି । ଧନ ସମ୍ବଧୀୟ କାର୍ଯ୍ୟରେ ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି । ସଂଗୀତା ଓ ସାହିତ୍ୟକୁ ଏମାନେ ବହୁତ ଭଲ ପାଇଥାନ୍ତି । ସୁନା ,ରୂପ ଓ ପିତଳର ବ୍ୟବସାୟ ଏମାନଙ୍କୁ ବହୁତ ଲାଭକାରୀ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button