117 ବର୍ଷ ପରେ ମହାଶିବରାତ୍ରିରେ ଏହି ରାଶି ଊପରେ ଧନ ବର୍ଷା କରିବେ ମହାଦେବ

ଆଜି ଆମେ କହିବା କି ଭଗବାନ ଶିବଙ୍କ ଉପାସନା କରିବା ପାଇଁ ସେହି ଭଳି କିଛି ମହତ୍ଵ ପୂର୍ଣ୍ଣ ସମୟର ଆବଶ୍ୟକତା ନାଇଁ କିନ୍ତୁ ମହା ଶିବ ରାତ୍ରି ହେଉଛି ଶିବ ଭକ୍ତ ମାନଙ୍କ ପାଇଁ ବହୁତ ବଡ଼ ଦିନ । କୁହାଯାଏ କି ଏହି ଦିନ ଉପାଶ କରି ପୂଜା କରୁଥିବା ଲୋକଙ୍କ ଜୀବନରେ କେବେ କଷ୍ଟ ହୋଇ ନଥାଏ । ଦେଖନ୍ତୁ ଏହା ପୁରାଣ କାଳରୁ । ପ୍ରମାଣିତ କି ଆମେ ମାନବ ହେଉ କିମ୍ବା ଦାନବ ଆମେ ଯାହାଭି ଅଛୁ ଭଗବାନ ଙ୍କ ସନ୍ତାନ ଅଟୁ ।
ସେ ଆମ ଉପରେ ତାଙ୍କ କୃପା ନିଶ୍ଚିତ ଭାବେ କରିବେ । ଏବେ ଆମେ କହିବା କି ଆମେ ଯାହାଭି କରିବା ଆମ ଭାଗ୍ୟ ଆମକୁ ସେହି ଆଡକୁ ନେଇଯିବ । ଆଜି ଆମେ କହିବା କି ଭଗବାନ ଶିବ ଙ୍କ ପାଇଁ ଓ ତାଙ୍କ ଭକ୍ତ ପାଇଁ ଶିବ ରାତ୍ରି ଏକ ମାହାନ ଦିନ ଅଟେ । ଏହି ଦିନ ସବୁ ଲୋକମାନେ ନିଜର କାମ କୁ ମହତ୍ଵ ଦେଇ ଥାଆନ୍ତି ।
ଏହା ସହ ଆପଣ ଯଦି ଜାଣିଥିବେ ତ ଏହା ମଧ୍ୟ ଆପଣ ଜାଣିଥିବେ କି ଭଗବାନ ଶିବ ଙ୍କ ପାଇଁ ଏହି ଦିନ ଭକ୍ତ ମାନେ ଉପ୍ବାଶ କରିଥାନ୍ତି । ଏହା ସହ ସେମାନେ ଭୋଗ ମଧ୍ୟ ବନାଇ ଥାଆନ୍ତି । ଭକ୍ତ ମାନେ ରାତି ସାରା ଜଗି ରହି ଦୀପ ଲଗାଇବଥାନ୍ତି ଓ ସାରା ରାତି ଭଗବାନ ଶିବ ଙ୍କ ଆରାଧନା ଓ ଜପ କରି ଥାନ୍ତି ।
ତେବେ ଏହି ରାତ୍ରି ରେ ସବୁ ଜାଗାରେ ଦୀପ ଲଗା ଯାଇ ଥାଏ ଅନେକ ସମୟ ପରେ ଶୁଭ ମୁହୂର୍ତ୍ତ ରେ ମହାଦୀପ ଉଠାଯାଇଥାଏ । ଯାହା ପରେ ଭକ୍ତ ମାନେ ଗାଧୋଇ ସାରି ପୂଜା କରିଥାନ୍ତି ନିଜ ବ୍ରତ ଭାଙ୍ଗି ଥାନ୍ତି ଏହି ଦିନ ଯାହା କାମନା ଥାଏ ପୁରାଣ ହୁଏ ।
କିନ୍ତୁ ଏକ ରାଶିର ଲୋକମାନେ ଏବେ ଭାଗ୍ୟବାନ ହେବା ପାଇଁ ଯାଉଛନ୍ତି ଏହି ମଙ୍ଗଳ ବାର ଦିନ ସବୁ କିଛି ସେମାନେ ପାଇବେ । କାରଣ ଭଗବାନ ଶିବ ସ୍ବୟଂ ତାଙ୍କ ସହ ଅଛନ୍ତି । ଏମନେ ଏବେ ସବୁବକ୍ଷେତ୍ରରେ ଆଗୁଆ ରହିବେ ଯାହାଭି ପାଇବେ ଭଗବାନ ଙ୍କ ଦୟା ରୁ ଏମନେ ତାକୁ ଗ୍ରହଣ କରିବେ ।
ଯେଉଁ ମାନେ ବେପାର କରୁଛନ୍ତି ସେମାନଙ୍କ ପାଇଁ ସମୟ ଖୁବ ଭଲ ଅଛି । ଯେଉଁ ମାନେ ବାହାରେ ଚାକିରୀ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ । ଯେଉଁ ମାନେ ବାହାରେ ରହିବା କିମ୍ବା ବିଦେଶ ଯିବା କୁ ଆଗ୍ରହୀ ସେମାନେ ଚିନ୍ତିତ ହେବା ର ନାଇଁ ନିଶ୍ଚିତ ଭାବେ ସେମାନେ ଭଲ ପରିଣାମ ପାଇବେ ।
ପାଠ ପଢ଼ାରେ ଏମନେ ଖୁବ ଭଲ ପରିଣାମ ପାଇବେ । ଆପଣ ମଙ୍ଗଳ ବାର ଦିନ ବେଲପତ୍ର ନେଇକି ଭଗବାନ ଙ୍କୁ ଅର୍ପଣ କରନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ତେବେ ଏହି ରାଶି ହେଲେ କୁମ୍ଭ ରାଶି, ମେଷ ରାଶି, କନ୍ୟା ରାଶି, ମିଥୁନ ରାଶି ।