ଜ୍ୟୋତିଷ

ବିଲେଇ ଶୁଭ ଅଟେ କି ଅଶୁଭ, ଜାଣନ୍ତୁ ସତ କଣ ? Shakuna Shastra

ଘରେ ଲୋକମାନେ ଅନେକ ପ୍ରକାର ସଂକେତକୁ ଭଲ କିମ୍ବା ଖରାପ କହି ଥାନ୍ତି । ଆମ ଘରର ମଧ୍ୟ ଏହି ଭଳି ଲୋକମାନେ ଥାନ୍ତି ଯେଉଁ ମାନେ ନିଜ ଅଭିଜ୍ଞାତା କୁ ନେଇକି କହି ଥାନ୍ତି କେଉଁ ସଂକେତ ଦେଖିଲେ ଏହା ଅଶୁଭ ହୋଇ ଥାଏ କିମ୍ବା ଏହା ଶୁଭ କାମ ଆରମ୍ଭ କରିବାର ବାଧା ହୋଇ ଥାଏ । ଯେଉଁ ମାନେ ଏହା ଜାଣି ଥିବେ କି ଏହା ଅଶୁଭ ଓ ଶୁଭ ହୋଇ ଥାଏ ସେମାନେ ଏହାକୁ ଦେଖି ଚାହିଁ କାମ କରନ୍ତି ଓ ଏହା ପାଇଁ କିଛି ଉପାୟ ମଧ୍ୟ କରି ଥାନ୍ତି ।

ଏହି ଭଳି କିଛି ସଂକେତ ମଧ୍ୟରେ ଝିଟିପିଟି ଆମ ଶରୀର ଉପରେ ପଡିବା ଓ ବିଲେଇ ରାସ୍ତା କାଟିବା ଓ କାହା କଥା ମଝିରେ କିମ୍ବା କେହି କେଉଁ ଆଡେ ଯିବା ବେଳେ ଛିଙ୍କିବା ମଧ୍ୟ ସାମିଲ ହୋଇଥାଏ । ତେବେ ଆଜି ଆମେ କହିବା ବିଲେଇ ର କାମ ଶୁଭ କିମ୍ବା ଅଶୁଭ ହୋଇ ଥାଏ ।

ସଗୁଣ ଶାସ୍ତ୍ର ର କଥା କହିବା ତ ଏଥିରେ ଆମ ଆଖ ପାଖରେ ଥିବା ଜୀବ ଜନ୍ତୁ ଙ୍କ ବିଶୟରେ ଭଲ କିମ୍ବା ଅଖରାପ ମନ୍ତବ୍ୟ ଦିଆ ଯାଇଛି କେଉଁ କେଉଁ ସଂକେତ ଦ୍ଵାରା ଆମେ ଭବିଷ୍ୟତ କୁ ଜାଣି ପାରିବା । ଏହାକୁ ଯଦି ଭଲ ଭାବେ ନ ବୁଝିବା ତେବେ ଏହା ଆମ ପାଇଁ ଖରା ପରିଣାମ ଆଣି ଦେବ ।

କାରଣ ସବୁ କିଛି ମିସିକି ଏକା କାର ହୋଇ ଗଲେ ଆମ ଜାଣି ପରିବା ନି କଣ ଭଲ କଣ ଖରାପ । ବିଲେଇ ମାନେ ଯେଉଁ ଜାଗାରେ ଥାନ୍ତି ସେହି ଜାଗାରେ ସାପ ଦେଖିବା ମିଳି ଥାଏ । ଆଗ କାଳରେ ଲୋକମାନେ ବିଲେଇ କୁ ଦେଖିବା ଦ୍ଵାରା ସାପ ଆଖ ପାଖରେ ଥିବାର ସମ୍ଭାବନା ଜାଣି ଯାଉ ଥିଲେ କାରଣ ବିଲେଇ ର ଷଷ୍ଠ ଇନ୍ଦ୍ରିୟ ଖୁବ ବିକଶିତ ଥାଏ ।

ତେଣୁ ଏହା ଆମ ପାଇଁ ଭଲ । ଏହା ସହ ଏହାଙ୍କୁ ଯଦି ଘରେ ଆପଣ ରଖିବେ ଭଲ କିନ୍ତୁ ଆପଣ ଏହାଙ୍କୁ ଖୋଲା ଛାଡିବା ଭଲ ହୋଇ ଥାଏ । ବିଲେଇ ଯଦି କେଉଁ ଘର ଆଗରେ କାନ୍ଦେ ସେହି ଘରେ ଝଗଡା ହୋଇ ଥାଏ କିନ୍ତୁ ଯଦି ସେହି ଘରେ କେହି ଲାମ୍ବା ସମୟ ରୁ ବେମାର ଅଛନ୍ତି ତେବେ ତାଙ୍କ ମୃତ୍ୟୁ ର ସମ୍ଭାବନା ହୋଇଥାଏ ।

ଯଦି ବିଲେଇ ଆପଣଙ୍କ ଘରେ ପ୍ରଜନନ କରିଥାଏ ଏହା ଶୁଭ ଅଟେ । ଏହାର ଅନ୍ତ ନାଡି କୁ ଆପଣ ନିଜ ଘର ର ତଳେ ପୋତିବା ଦ୍ଵାରା ଘରେ ସନ୍ତାନ ଓ ଧନର ବୃଦ୍ଧି ହୋଇଥାଏ । ବିଲେଇ କୁ କୃଶକ ମାନଙ୍କ ସାଙ୍ଗ ମଧ୍ୟ କୁହାଯାଏ । କାରଣ ସେମାନେ ମୁସାକୁ ମାରି ବିଲ କୁ ରକ୍ଷା କରିଥାନ୍ତି । ଯଦି ଆପଣ କେଉଁ ଆଡେ ଯିବା ବେଳେ ଏକ ବିଲେଇ ନିଜ ମୁହଁ ରେ କିଛି ଖାଦ୍ୟ ନେଇକି ଯାଉଥିବାର ଆପଣ ଦେଖିବେ ତେବେ ଆପଣ ସଫଳ ହେବେ ଯେଉଁ କାମରେ ଯାଉଛନ୍ତି ।

ଯଦି ଶୋଇବା ଅବେଳେ ବିଲେଇ କାହା ମୁଣ୍ଡ ଚାଟି ଥାଏ ତାକୁ ରାଜ୍ୟ ଦଣ୍ଡ ମିଳିଥାଏ । ଯଦି ବିଲେଇ ଆପଣଙ୍କୁ ଡେଇଁକି ଯାଇଥାଏ ତେବେ ସେ ମୃତ୍ୟୁ ଠାରୁ ମଧ୍ୟ ଖରାପ ସମୟ ଦେଖି ଥାଏ । ଏହା ଥିଲା ବିଲେଇ ଉପରେ କିଛି ଭଲ ଓ ଖରାପ ମତ ଯାହା ଆମର ଶାସ୍ତ୍ରରେ ଲେଖା ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button