ଜ୍ୟୋତିଷ

କାଲି ଠାରୁ ଶେଷ ହେବ ଭଗବାନ ଶନିଦେବଙ୍କ ସାଢେସାତି, ଏହି 6ଟି ରାଶିଙ୍କର ବଦଳିବ ଭାଗ୍ୟ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ହିନ୍ଦୁ ଧର୍ମ ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ମାନାଯାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ଉନ୍ନତି କରିଥାଏ । କିନ୍ତୁ ତାଙ୍କର କୋପ ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହା କେବଳ ସମ୍ଭବ ହୋଇଥାଏ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ । ଯାହାର ସିଧା ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଶନିଦେବଙ୍କ କରୁପାରୁ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ଭଗବନା ଶନିଦେବଙ୍କ କୃପା ଦ୍ରୁଷ୍ଟି ରହିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆୟ କମାଇବାର ନୂଆ ଅବସର ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅପାର ଧନ ବର୍ଷା ହେବାକୁ ଯାଉଛି । ଘର ପରିବାରରେ ସୁଖ ସମୃଦ୍ଧି ଆସିବ । ଆପଣଙ୍କର ଅଟକି ଥିବା ଟଙ୍କା ଫେରସ୍ତ ପାଇବେ । ଛାତ୍ର ମାନେ ପରୀକ୍ଷାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ଆପଣ ପାଇବେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ ଅଚାନକ ଧନ ଲାଭ ହେବ । ଘରେ ଖୁଶିର ଆଗମନ ହେବେ । ଛାତ୍ର ମାନେ ପାଠ ପଢାରେ ରୁହି ରଖିବେ । ସମାଜରେ ଆପଣଙ୍କର ମାନ ସମାନ ପ୍ରାପ୍ତ ହେବ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଭାଗ୍ୟଶାଳୀ ହେବ । ଆପଣଙ୍କୁ ଧନର ଲାଭ ହେବା ସହ ପୁରୁଣା ମିତ୍ରଙ୍କ ସହ ଭେଟ କରିବେ । ଆପଣଙ୍କର ଭଲ ସମୟର ଆଗମନ ହେବାକୁ ଯାଉଛି । ପ୍ରେମ ଜୀବନରେ ଆପଣ ସଫଳ ହେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ବଦବାକୁ ଯାଉଛି । ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବା ସହ ଧନ ଲାଭ ହେବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଘରେ ଧନର ବର୍ଷା ହେବ । ଆୟ କମାଇବାର ନୂଆ ରାସ୍ତା ମିଳିବ । ନୂଆ ଚାକିରି ମିଳିବାର ଯୋଗ ରହିଛି । ବେପାର କ୍ଷେତ୍ର ରେ ଆପଣ ଲାଭବାନ ହେବେ । ପରିବାର ରେ ସୁଖ ସମୃଦ୍ଧିର ଆଗମନ ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସଫଳ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button