ଭୁଲରେ ବି ନୂଆ ବର୍ଷରେ କାହାକୁ ବି ଦେବେ ନାହିଁ ଘରର ଏହି 4ଟି ଜିନିଷ, ନଚେତ ପୁରା ବର୍ଷ ରହିବ ଦାରିଦ୍ର୍ୟତା….

ନୂଆ ବର୍ଷ ସବୁଙ୍କ ପାଇଁ କିଛି ନୂଆ ଆସା ନେଇକି ଆସୁଛି । ଯଦି ଦେଖିବା ପାଇଁ ଯିବା ତ ଆମେ ଜଣାଇ ପାରିବା କି ନୂଆ ବର୍ଷ ସବୁ ବେଳେ ଆମ ପାଇଁ ଖୁଶି ନେଇକି ଆସୁଛି । କିନ୍ତୁ ବର୍ଷ ସେସ ଆଡକୁ କିଛି ନା କିଛି ଭୁଲ ତ ହୋଇ ଯାଉଛି କିନ୍ତୁ ଆମେ ଏହି ଏକ ବର୍ଷ କୁ ନ ଧରି ଏହାର ଆଗକୁ ଯିବା ପାଇନ ଚେଷ୍ଟା କରୁଚ୍ଚେ ଊ ନିଜକୁ ଆଉ ଏକ ମଉକା ମଧ୍ୟ ଦେଉଛେ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ନୂଆ ବର୍ଷ ରେ ଆମେ କିଛି ଅଲଗା କରିବା ଦ୍ଵାରା ଏହା ଆମକୁ ସବୁ ବେଳେ ଭଲ ପରିଣାମ ଦେଇ ଥାଏ ।

ଏହା ସହ ଆମ ଜୀବନରେ ଖୁଶି ଆଣି ଦେଇ ଥାଏ । ଆଜି ଆମେ କହିବା କି ଭଗବାନ ଆମକୁ ସବୁ ଖରାପ ପରିସ୍ଥିତି ରୁ ବାହାରିବା ପାଇଁ ସାମର୍ଥ୍ୟ ଦେଇ ଛନ୍ତି ତେବେ ଆମେ ଏହାକୁ ଅନୁଭବ କରିବା କଥା ଆଜି ଆମେ କହିବା କି ଭଗବାନ ଙ୍କ ଦ୍ଵାରା କୁହାଯାଇଥିବା କିମ୍ବା ଶାସ୍ତ୍ର ମାନଙ୍କ ରେ ଲେଖା ହୋଇ ଥିବା କଥା ଅନୁସାରେ ଦେଖିବା ପାଇଁ ଯିବା ତ ନୂଆ ବର୍ଷ ଆଶିବା ଆଗରୁ ଆପଣ କିଛି କାମ କରି ନିଅନ୍ତୁ ।
ଏହା ଦ୍ଵାରା ଆପଣଙ୍କ ଦିନ ଭଲ ଜୀବ । ଆପଣ ଏହି ଦିନ ସାରା ଜାଗାକୁ ଆଲୁଅ ରେ ସଜାଇ ଦିଅନ୍ତୁ ଏହା ସହ ଆପଣ ଏହାକୁ ନୂଆ ବର୍ଷ ଆସିବା ଆଗରୁ ସଜାଇ ନିଅନ୍ତୁ ଓ ଭଙ୍ଗା ଜିନିଷ ସବୁ କୁ କାଢି ଦିଅନ୍ତୁ ଦେଖିବେ ଭଲ ପରିଣାମ ମିଳିବ ।

ଆପଣ ଯଦି ଜାଣି ଛନ୍ତି ତ ଏହା ମଧ୍ୟ ଜାଣି ରଖନ୍ତୁ କି ନିଜ ପଇସା ରଖୁଥିବା ଜାଗାରେ ନୂଆ ନୋଟ ନିଶ୍ଚିତ ଭାବେ ଆପଣ ରଖନ୍ତୁ ଏହା ନ ହେଲେ ଆପଣ ହଇରାଣ ହୋଇଯିବେ । ଆପଣ ଯଦି କାହାକୁ ଉଧାର ଦେଉଛନ୍ତି ତାହେଲ ଏହି ଦିନ ସୁଝନ୍ତୁ ନି କିମ୍ବା କାହା ଠାରୁ ଧାର ଆଣନ୍ତୁ ନି ।
ଏହା ସହ ଆପଣ ଏହା ମଧ୍ୟ ଆପଣ ଜାଣି ଥିବେ କି ମା ଲକ୍ଷ୍ମୀ ଯଦି ଏହି ଦିନ ଆପଣଙ୍କ ଘରକୁ ଆସିଲେ ମାନେ ସବୁ ଦିନ ଆପଣଙ୍କ ଘରକୁ ଆସୁଥିବେ ତେଣୁ ଆପଣ ନିଶ୍ଚିତ ଭାବେ ଏହି ଦିନ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ ।

ଆପଣ ଜାଣି ରଖନ୍ତୁ କି ମା ଲକ୍ଷ୍ମୀ ଙ୍କ କୃପା ହେବା ପାଇଁ ଆପଣଙ୍କୁ ସବୁ କିଛି ତାଙ୍କ ଖୁଶିର କରିବା ପାଇଁ ପଡିବ । ନୂଆ ବର୍ଷ ରେ କଇଁଚି କିମ୍ବା ଛୁରୀ କୁ ବ୍ୟବ ହାର ନ କରିବା ଦରକାର । ସବୁ ଆଡେ ଆପଣ କିଛି ତୋରଣ ଲଗାଇବା । ଆପଣ ଏହି ଦିନ ସାତ୍ଵିକ ଭୋଜନ କରିବେ ।
ଆପଣ ଏହି ଦିନ ଆମିଷ କେବେହେଲେ କ୍ଷାନ୍ତୁ ନି । ଆପଣ ଝଗଡା କିମ୍ବା ଲଢେଇ କରିବା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ସହ ଆପାନ ଦହି କିମ୍ବା ତେଲ ଭଳି ବସ୍ତୁ କାହାକୁ ଉଧାର ରେ ଦିଅନ୍ତୁ ନି । ଏହା ଭଲ ହୋଇ ନଥାଏ ।




