ଜ୍ୟୋତିଷ

ବିଛଣାରେ ବସି ଖାଉଥିବା ବ୍ୟକ୍ତି ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu Tips

ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ନିୟମ ମାନ କୁହାଯାଇଛି ଯାହା ଦ୍ଵାରା ଆପଣ ମାନେ ଜାଣି ଥିବେ କି ଆମ ଘର ର କେଉଁ ଜିନିଷ କେଉଁ ଜାଗାରେ ରହି ଥାଏ ଏହାକୁ ଆମେ ଜାଣି ଥାଉ । କିନ୍ତୁ ଦେଖିବା ପାଇଁ ଯିବା ତ ଏହାକୁ ଅନେକ ଲୋକ ମାନି ନଥାନ୍ତି କିନ୍ତୁ ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି ବୋଲି କୁହାଯାଏ । ଆଜି ଆମେ ଏହି ବିଷୟରେ ଚର୍ଚ୍ଚା କରିବା । ଆପଣ ମାନେ ଜାଣି ଥିବେ କି ହିନ୍ଦୁଶାତ୍ର ଅନୁସାରେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରୁଛେ କିମ୍ବା ଆମର ଯେଉଁ ନିୟମ ମାନ ଲେଖା ହୋଇଛି ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ସତ ହୋଇ ଥାଏ । ଏହାର କିଛି ଉଦାହରଣ ଭଳି ଆମେ କହିବ ପାଇ ଯାଉଛୁ । ଯେଉଁ କଥାକୁ ଅନେକ ବର୍ଷ ପୂର୍ବେ ଯେଉଁ କଥା ରୁଷି ମୁନି ମାନେ କହି ଯାଇ ଛନ୍ତି ସେହି କଥା ଏବେ ଆମକୁ ବିଜ୍ଞାନ କହୁଛି । ଆପଣ ମାନେ ଜାଣି ଥିବେ କି ଆଗଗରୁ ଲୋକମାନେ ତଳେ ବସିକି ଖାଇବ୍ବା ଖାଉ ଥିଲେ କିନ୍ତୁ ଏବେ ସବୁ ଉପରେ ବସିକି ଖାଇବା କାହୁଛନ୍ତି ।

କିଛି ଲୋକମାନେ ତଳେ ବସିକି ଖାଇବା ଖାଇବା ଦ୍ଵାରା ଶରୀର ଓ ପୃଥିବୀ ର ଏକ ମିଳନ ହେଉଥିଲା ଯାହା ଦ୍ଵାରା ଆମ ଶରୀର ରେ ଶକ୍ତି ସଞ୍ଚରଣ ହେଉ ଥିଲା କିନ୍ତୁ ଏହା ଏବେ ହୋଇ ପାରୁନି ସେହି ପାଇଁ ବୋଧେ ହୁଏ ଆଗ ଅପେକ୍ଷା ଏବେ କାର ଲୋକମାନେ ଅଧିକ ଦିନ ବଞ୍ଚି ପାରୁ ନାହାଁନ୍ତି ଏକ ସମୟ ଆସିବା ପରେ ସେମାନଙ୍କୁ ରୋଗ ମାଡି ବସୁଛି ।

ଯାହା ଦ୍ଵାରା ସେମାନେ ଏହାକୁ ଶଯ୍ୟା ନ କରି ପାରି ଖୁବ କମ ସମୟରେ ଦୁନିଆରୁ ବିଦାୟ ନେଇ ଯାଉଛନ୍ତି । ଏହାକୁ ଆଧାର କରି କୁହା ଯାଇଛି କି ଭୋଜନ ଗ୍ରହକୁ କେବେହେଲେ ସାଉଚାଳୟ ପାଖରେ ରଖିବା କଥା ନୁହେଁ । ଏହା ସହ ଏହାକୁ କେବେ ହେଲେ ଆମେ ଆମ ଘର ପାଖରେ ରଖିବା କଥା ନୁହେଁ । ଏହା ସହ ଭୋଜନ କରିବା ଅବେଳେ ସବୁ ବେଳେ ପୂର୍ବ କିମ୍ବା ଦକ୍ଷିଣ ଡ଼ିଆଇଜି କରି ଖାଇବା କଥା ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ଵାରା ସବୁ ବେଳେ ସମୟ ଖୁବ ଭଲ ରହିବ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହି ନିୟମ ମାନିଲେ ଆପଣଙ୍କ ର ହିଁ ଶୁଭ ହୋଇ ଥାଏ ।

ଏହା ସହ ଯେଉଁ ମାନଙ୍କ ମାତା ପିତା ବଞ୍ଚି ଛନ୍ତି ସେମାନେ କେବେ ହେଲେ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା କଥା ନୁହେଁ ସେମାନେ ପଶ୍ଚିମ ଦିଗକୁ ମୁହଁ କରି ଖାଇବା କଥା । ଭୋଜନ କରିବା ଆଗରୁ ହାତ ମୁହଁ ଧୋଇକି ଆପଣ ଖାଇବା କ୍ଷାନ୍ତୁ । କିଛି ଲୋକମାନେ ନିଜ ବିଛଣାରେ ବସିକି ଖାଇବା କ୍ଷାନ୍ତି ତେଣୁ ଏହା କରିବା ଦ୍ଵାରା ରାହୁ ଓ କେତୁ ମଧ୍ୟ ଖରାପ ପ୍ରଭାବ ପକାଇ ଥାନ୍ତି । ଏହା ଅପରେ ଏହା ମଧ୍ୟ କୁହାଯାଇଛି କି ଖାଇବାରେ ଅଇଁଠା କୁ ଛାଡି ଆପଣ କେବେ ହେଲେ ଯାଅନ୍ତୁ ନି ଏହା ଖରାପ ପ୍ରଭାବ ଆଣି ଥାଏ ଆପଣ ଦରିଦ୍ର ହେବାର ବାଟ ଖୋଲି ଯାଇଆ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button