ସ୍ୱାସ୍ଥ୍ୟ

ଏମିତି କରନ୍ତୁ ମୋଟାପଣକୁ ମାତ୍ର 15 ଦିନରେ ଦୂର…

ଆମ ଜୀବନର ସମସ୍ଯା ଯଦି ଦେଖିବା ପାଇଁ ଯିବା ଏହା କେବେ ହେଲେ ସରିବ ନି କାରଣ ହେଉଛି କି ଆମେ ଜୀବନର ସବୁ ସମସ୍ଯା କୁ ଦେଖିବା ଯଦି କେଉଁ ନା କେଉଁ ଜାଗାରେ ଆମେ ଭୁଲ କରି ଦେଇ ଥାଉ କିମ୍ବା ଆମକୁ କେହି ଭୁଲ ବୁଝିକି ଆମ ସହ ଭୁଲ କମ କରି ଥାଏ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କ୍କି ଆମେ ଯାହା ଭି କରୁ କିମ୍ବା ଆମେ ଯାହା ଭି କରିବା ପାଇ ଯାଉ ଏହାର ଫଳ ଆମ ଉପରେ ପଡିବା ସହ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡି ଥାଏ ।

ଆମେ ଯଦି ଖାଦ୍ଯ ନିୟମିତ ନ ଖାଇ ସ୍ୱାସ୍ଥ୍ୟ କୁ ଖରାପ କର ଦେଇ ଥାଉ ତେବେ ଏହା ଭୁଲ ଅଟେ । ଆମ ପାଖେ ଯାହା ଆଚ୍ଛି ତାହା ହେଉଛି ଆମ ସ୍ଵାସ୍ଥ୍ୟ କୁହା ଯାଏ କି ସ୍ୱାସ୍ଥ୍ୟ ହିଁ ସମ୍ପଦ । କାରଣ ଯାହାର ସ୍ୱାସ୍ଥ୍ୟ ଯେଉଁ ଭଳି ଥାଏ ସେହି ଲୋକର ସ୍ଵଭାବ ମଧ୍ୟ ସେହି ଭଳି ହୋଇ ଥାଏ ଏହା ସହ ସେହି ଲୋକ ନିଜ ଜୀବନରେ ଥିବା ସମସ୍ଯା କୁ ସେହି ଭଳି ଭାବେ ବାଲାନ୍ସ କରି ଥାଏ ।

ଆଜି ଆମେ କହିବା କି ଆମେ ନିଜ କାମକୁ ଏତେ ଅଧିକ ପ୍ରାଧାନ୍ଯ ଦେଉଛେ କିମ୍ବା ଆମ କ୍ଷ୍ହାଇବା ରେ ଏତେ ଅଧିକ ପରିବରର୍ତନ ଆଣିଛେ କି ଯାହା ଆମ ପାଇଁ ଏବେ କଷ୍ଟ ହୋଇ ଯାଇଛି । କହିବ ଆରା ମାନେ ହେଉଛି କି ଆମେ ଅନିୟମିତ ଭାବେ ପାଣି ପିବା ସଠିକ ଖାଦ୍ଯ ନ ଖାଇବା ଦ୍ଵାରା ଆମ ସ୍ୱାସ୍ଥ୍ୟ ରେ ଖରାପ ଆସି ଗଲାଣି ।

ଆଗରୁ ଲୋକମାନେ ଅନେକ ଦିନ ଧରି ସୁସ୍ଥ ରହୁ ଥିଲେ ଏବେ ଆମେ ଅନେକ ଦିନ ଅସୁସ୍ଥ ରହୁଛୁ । ଆଜି ଆମେ କହିବା କି ବାହାର ଖାଦ୍ଯ ଅଧିକ ଖାଇବା ଦ୍ଵାରା ଆମେ ମୋଟ ପା ର ଶିକାର ହୋଇ ଯାଉଛୁ ଏହା ସହ ଆମେ ଏହାକୁ ନ କମେଇବା ଆଡବାରା ଅସୁନ୍ଦର ଓ ବିଭିନ୍ନ ପ୍ରକାର ରୋଗ ମଧ୍ୟ ନେଇ ଆସୁଛେ ନିଜ ସହ । ଏହାକୁ କମ କରିବା ପାନ ଯେଉଁ ମାନେ ଚେଷ୍ଟା କରୁ ଛନ୍ତି ସେମାନେ ଜିମ ଯାଉ ଛନ୍ତି ଏହା ସହ ସେମାନେ ଏହାକୁ କମ କରିବା ପାଇ ନା ନା ପ୍ରକାର ଚେଷ୍ଟା ମଧ୍ୟ କରୁ ଛନ୍ତି ।

ଯଦି ଦେଖିବା ପାଇଁ ଜୀବ ତ ଆମେ ଜାଣି ପାରିବା କି ଆମେ ଆମ ଘରେ ଥିବା ଅଜିନିଷ ଦ୍ଵାରା ଏହାକୁ କମ କରି ପାରିବା । ପ୍ରଥମ ହେଉଛି କି ଆପଣ ସବୁ ଦିନ ରାରୀରେ କିଛି ଜୁଆଣୀ କୁ ଭିଜେଇ ଏହାକୁ ଆପଣ ସକାଳୁ ଲେମ୍ବୁ ଓ ମହୁ ସହ ମିଶାଇ କ୍ଷାନ୍ତୁ ଓ ଏହା ପରେ ଆପଣ ଯଦି ଜୀରା ସହ ଏହାକୁ ଖାଇବା ପାଇଁ ଚାହିଁ ବେ ତେବେ ଆପଣ ଏହାକୁ ଖାଇବେ ।

ଜିରାକୁ କିନ୍ତୁ ଆପଣ ଚୋବାଇ କରି ଖାଇବା ପାଇଁ ପଡିବ । ଆପଣ ମାନେ ଆଉ ଏକ ଉପାୟ କରି ଅପରିବେ ସକାଳୁ କ୍ଷୀର ଚା ପିବା ଆଗରୁ ଆପଣ ଗ୍ରୀନ ଟି ପିବେ ଏହା ଆମର ମୋଟା କୁ କମ କରି ଦେବ । ଏହା ସହ ଆମେ ସବୁଜ ପଣି ପାରିବା ମଧ୍ୟ କାହାଇବା ଅଭଲ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button