ଜ୍ୟୋତିଷ

15 ତାରିଖକୁ ହେବା ପାଇଁ ଯାଉଛି ମହାସଂଯୋଗ, ଏହି 4ଟି ରାଶିର ଲାଗିବ ଲଟେରୀ

ଯେଉଁ ଭଳି କି ଆମେ ଆପଣଙ୍କୁ ଆଗରୁ କହିଛୁ କି ଆମେ ଜୀବନରେ ଯେଉଁ ଭଳି କର୍ମ କରୁ ସେହି ଅନୁସାରେ ଫଳ ମଧ୍ୟ ପାଇ ଥାଉ ମାତ୍ର ଭଗବାନ ଙ୍କ ଦୟା ଆଗରେ ଆମେ କିଛି ନୁହେଁ କହିବା କୁ ଗଲେ ଚଳେ । ଆଜି ଆମେ କହିବା କି ମା ଲକ୍ଷ୍ମୀ ଙ୍କ ଦୟା କିଛି ଏହି ଭଳି ଭାବେ ହେବା ପାଇ ଯାଉଛି ଯାହା ଦ୍ଵାରା ଆମେ କେବେହେଲେ ନିଜ ଉପରେ କିମ୍ବା ଅନିଜ ଭାଗ୍ୟ ଉପରେ ଭରଷା କରି ପାରିବାନି ।

ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ମା ଲକ୍ଷ୍ମୀ ଙ୍କ ଦୟା ପାଇବେ ମାତ୍ରେ ସବୁ କିଛି ଦ୍ରୁଷ୍ଟି କୋଣରୁ ନିଜ ଜୀବନରେ ପରିବର୍ତ୍ତନ ଦେଖିବା ପାଇଁ ପାଇ ଥାଉ । କହିବାର ମାନେ ହେଉଛି କି ଆମେ ଯାହାଭି କରୁ କିମ୍ବା ଯାହା ମନରେ ଅଭିଳାଶା ଥାଏ ତାହା ନିଶ୍ଚିତ ଭାବେ ପୂରଣ ହୋଇଯିବ । ଏହି ଯୋଗ 15 ନଭେମ୍ବର ରେ ହେବା ପାଇଁ ଯାଉଛି । ଆପଣ ମାନେ ଜାଣି ଥିବେ କି ମା ଲକ୍ଷ୍ମୀ ହେଉଛନ୍ତି ସର୍ବଗୁନ ସମପର୍ଣ୍ଣା ସେ କାହାର ଭି କଷ୍ଟ ଦେଖି ପାରନ୍ତି ନି ତାଙ୍କ ନଜର ରେ ଆସୁଥିବା ସବୁ ପ୍ରାଣୀ ଙ୍କ କଷ୍ଟ ହାରିବା ପାଇଁ ସେ ଚେଷ୍ଟା କରି ଥାନ୍ତି । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହା ଭି କରିବା ଯଦି ମା ଲକ୍ଷ୍ମୀ ଙ୍କ ଦୟା ହେବ ନିଶ୍ଚିତ ଭାବେ ।

ମା ଲକ୍ଷ୍ମୀ ଙ୍କ ଦୟା ହେବା ପାଇଁ ଯାଉଥିବା ଲୋକମାନେ ଏବେ ଧନ ସହ ସମ୍ପତ୍ତି ମଧ୍ୟ ପାଇବା ପାଇଁ ଯାଉଛନ୍ତି । ଆପଣ ମାନେ ଯଦି ଚାକିରି କରୁଛନ୍ତି ତେବେ ଆପଣ ମାନେ ଏକ କାମ କରିବେ କି ନିଜ ଉପର ଅଧିକାରୀ ଙ୍କ ସହ ସମ୍ପର୍କ ଖୁବ ଭଲ ରହିବା ପାଇଁ ଚେଷ୍ଟା କରିବା । ଆପଣ ଯଦି ବେପାର କରୁ ଛନ୍ତି ତେବେ ଆପଣ ଆମଦାନୀ ଖୁବ କରିବେ । ଆପଣ ମାନେ ନିଜର ସଞ୍ଚିତ ଧନ କୁ ନିବେଶ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହାକୁ ନିବେଶ କରିବେ । ଆପଣ ମାନେ ଯଦି ବାହାରେ ଯାଇ ନିଜ ଜୀବନ ବୋଟାଇବା ପାଇଁ ଚାହୁଁ ଛନ୍ତି ଏବେ କରି ପାରିବେ ।

ବିଦେଶ ଯାତ୍ରା ଯୋଗ ମଧ୍ୟ ଆପଣଙ୍କ ର ଅଛି ପରିବାର ରେ ଥିବା କଳହ ସମାଧାନ ହୋଇ ଜୀବ ଏହା ସହ ଆପଣ ଯଦି ବାହାର ଜାଗାକୁ ଯାଇ ସେଠାରେ କିଛି ନୂଆ ବାଣିଜ୍ୟ କରିବା ପାଇଁ ଚାହୁଁ ଥିଲେ ଏହା ସାଙ୍ଗେ ସାଙ୍ଗେ ପୂରଣ ହୋଇଯିବ । ଏହି ରାଶିର ଲୋକମାନେ ଏବେ ନିଜ ମାତା ପିତାଙ୍କ ଆଶୀର୍ବାଦ ରୁ ସମାଜରେ ଓ ପରିବାରେ ସବୁ ପ୍ରକାର ସୁଖ ଭୋଗ ଅକରିବେ । ଏହା ସହ ଏମାନେ ନିଜ ଘରେ କିଛି ମାଙ୍ଗଳିକ କାମ ଆରମ୍ଭ କରିବେ । ଧର୍ମ କର୍ମ ରେ ଏମାନଙ୍କ ମନ ଅଧିକ ବ୍ଯାକୁଳ ହେବ । ଏହା ସହ ଏମାନେ ଯେଉଁ ଜାଗାକୁ ଯିବେ ସେଠାରେ ନିଜର ଏକ ଅଲଗା ମହତ୍ଵ ଜରେଇବେ । ସବୁ ଲୋକମାନେ ଏମାନଙ୍କ ଉପରେ କ୍ଖୁବ ଖୁଶି ରହିବେ । ଶତ୍ରୁ ପରାଜୟ ସ୍ଵୀକାର କରିବ । ଏହି ରାଶି ମାନେ ହେଲେ ବୃଷ, ସିଂହ, ତୁଳା, କୁମ୍ଭ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button