ଜ୍ୟୋତିଷ

କଇଁଛ ମୁଦି ! କିଏ ଏବଂ କିପରି ପିନ୍ଧିଲେ ମଣିଷ ହୁଏ ଧନୀ

ଅନେକ ଲୋକମାନେ ଆଜି କଳାଇ କଇଁଛ ର ମୁଦି ପିନ୍ଧୁ ଛନ୍ତି ସେମାନେ କହିବା ଅନୁସାରେ ଏହାକୁ ପିନ୍ଧିଲା ପରେ ସେମାନଙ୍କ ଉରନ୍ନତି ହୋଇଛି କିନ୍ତୁ ଏହା କେହି ଜାଣିବା ପାଇଁ ଚାହୁଁ ନାହାଁନ୍ତି କି ଏହାକୁ କେଉଁ ଭଳି ଭାବେ ପିନ୍ଧିବା କଥା ଓ କିଏ କିଏ ପିନ୍ଧିବା କଥା କହିବା ର୍ମାନେ ହେଉଛି କି ଏହାକୁ କେଉଁ କେଉଁ ରାଶିର ଲୋକମାନେ ପିନ୍ଧିବା ଭଲ ହୋଇ ଥାଏ । ଏହା ଆପଣ ମାନେ ଜାଣିକି ପିନ୍ଧିବା ଭଲ ହୋଇ ଥାଏ । ଆଗେ ଆପଣ ଙ୍କୁ ଆମେ କହିଇବୁ କି ଏହା କେଉଁ ପାଇଁ ଶୁଭ ଅଟେ ।

ପୁରାଣ ଶାସ୍ତ୍ର ରେ କୁହା ଯାଇଛି କି ଏହି କଇଁଛ ଶ୍ରୀ ହଋ ଙ୍କ ରୂପ ଅଟେ । ଶ୍ରୀ ହଋ ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ଥାନ୍ତି । ତେଣୁ ଏହାକୁ ଧାରଣ କରିବା ଦ୍ଵାରା ବ୍ୟକ୍ତି କୁ ବିନମ୍ରତା, ଶାନ୍ତି ଧାର୍ଯ୍ୟ ଆଦି ସବୁ ମିଳି ଥାଏ । ଏହାକୁ ଧାରଣ କରିବା ଲୋକମାନେ ଅଧିକ ରୁ ଅଧିକ ଧନ କମେଇ ଥାନ୍ତି ଏହାର କାରଣ ଅଛି କିନ୍ତୁ କିଛି ଲୋକମାନେ ନଯାଣିକି ଏହା କୁ ଭୁଲ ଭଲ ଭାବେ ପିନ୍ଧି ଦେଇ ଥାନ୍ତି । ଯାହା ଦ୍ଵାରା ବହୁତ ଖରାପ ପରିଣାମ ମିଳିଥାଏ । ଆପଣ ଜାଣି ଥିବେ କି ଏହା କୁ ପିନ୍ଧିବା ଅପାଇନ ସାଧାରଣ ଭାବେ ଲୋକମାନେ ମାଝି ଆଙ୍ଗୁଳି କିମ୍ବା ଏହାର ପାଖ ସୂର୍ଯ୍ୟ ଙ୍କ ଆଙ୍ଗୁଳି ରେ ଏହାକୁ ଧାରଣ କରି ଥାନ୍ତି କିନ୍ତୁ ଏହାକୁ ଧାରଣ କରିବା ଆଗରୁ ଏହାକୁ ପୂଜା କରିବା ନିହାତି ଦରକାର ।

ଏହା ସହ ଏହାକୁ ପିନ୍ଧିବା ବେଳେ ଆପଣ ଏକ କଥା ମନେ ରଖିବେ କି ଏହାକୁ ଆପଣ ଯେଉଁ ଭଳି ପିନ୍ଧିବେ ତାହା ଆପଣ କାହା ଠାରୁ ପଚାରିକି ଆଣନ୍ତୁ ନହେଲେ ଆପଣଙ୍କ ପାଇଁ ଏହା ଖରାପ ହୋଇ ଥାଏ । ଏହାକୁ ସାଧାରଣ ଭାବେ ଆପଣ ରୂପାର କରିବେ । ମାତ୍ର ଏହାକୁ ଆପଣ ଚାହିଲେ ପରିବର୍ତ୍ତନ କରି ପାରିବେ କିନ୍ତୁ ନିଜ ରାଶି ଅନୁସାରେ ବଦଳାଇ ପାରିବେ ଏହାକୁ ଆପଣ କେବଳ ଡାହାଣ ହାତରେ ହିନ ପିନ୍ଧିବେ । ଏହାକୁ ଆପଣ କେବେ ହେଲେ ଅନ୍ୟ କେଉଁ ଆଙ୍ଗୁଳି ରେ ପିନ୍ଧିବେ ନି । ଏହା ଛଡା ଏହାକୁ ମେଷ, କୁମ୍ଭ, ବୃଷ, ସିଂହ, ଧନୁ ରାଶିର ଲୋକମାନେ ପିନ୍ଧିବେ ।

କିନ୍ତୁ କନ୍ୟା ରାଶି, ବିଛା ରାଶି ଓ ମୀନ ରାଶି ପାଇଁ ଏହା ଅତ୍ୟନ୍ତ ଖରାପ ହୋଇ ଥାଏ ଲାଭ ବଦଳରେ ଆପଣଙ୍କ ର ଖରାପ ହୋଇ ଥାଏ । ବାକି ରାଶି ମାନଙ୍କ ପାଇଁ ଏହା ମାଧ୍ୟମ ଫଳ ଦେଇ ଥାଏ । ଏହାକୁ ଶୁକ୍ରବାର ଦିନ କିଣିବା କିମ୍ବା ଏହାକୁ ପିନ୍ଧିବାର ନିୟମ ମାନ ଅଛି । ଏହି କଇଁଛ କୁ ପିନ୍ଧିବା ଆଗରୁ ଗଙ୍ଗାଜଳ ରେ ଏହାକୁ ଭଲ ଭାବେ ପୂଜା କରନ୍ତୁ ଓ ଏହାକୁ ଧାରଣ କରନ୍ତୁ । ଏହା ଆଡବାରା ଆପଣଙ୍କ ପାଖରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ କୃପା ରହି ଥାଏ । ଏହାକୁ ଆପଣ ଶୁଦ୍ଧି କ୍ରିୟା ରେ ପିନ୍ଧିବେ ନି ଏହା ଅଶୁଦ୍ଧ ହୋଇଯିବ । ଏହାକୁ କାଢି ନେବେ ଯଦି ଆପଣ ବାହାରେ କେଉଁ ଜାଗାରେ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button