କିନ୍ନର ମାନଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ ସାରାଜୀବନ କେବେବି ଧନର ଅଭାବ ହେବ ନାହିଁ, ଆଣିକି ଦେଖନ୍ତୁ

ଯଦି ଆପଣଙ୍କ ଜୀବନାରେ ଧନର ଅଭାବ ଅଛି ତେବବେ ଆପଣଙ୍କୁ କାହାକୁ ପଚାରିବେ ନି । ତେଣୁ ଆଜି କାଲିର ଲୋକମାନେ ଧାନ କମାଇବା ପାଇଁ ସତ ଚେଷ୍ଟା କରିଲା ପରେ ମଧ୍ୟ ସେମାନଙ୍କ ପାଖରେ ଥିବା ଧନ ର ବୃଦ୍ଧି ହୋଇ ପାରୁନି ଯେଉଁ ମାନେ ଧନ କମେଇବା ପାଇଁ ଯାଉଛନ୍ତି କମଉଛନ୍ତି ଏହା ସତ୍ୟ ଅଟେ କିନ୍ତୁ ସେମାନଙ୍କ ପାଖେ ଏହା ସୀମିତ ସମୟ ପାଇଁ ରହୁଛି ସେମାନଙ୍କ ଅର୍ଜିତ ଧନ ଅଧିକା ସ୍ମାୟ ଯାଏ ରାହୁଣୀ କିମ୍ବା ସଞ୍ଚିତ ହୋଇ ପାରୁନି ।
ତେଣୁ କରି ଆମେ ଆଜି କିଛି ଉପାୟ କହିବ ପାଇ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଅଧନର ସମସ୍ଯା ଦୂର ହୋଇଯିବ । ଆପଣ ମାନେ ଜାଣି ଥିବେ କି ଆମେ ସବୁ ବେଳେ କାମ ଅକରୁ ଏହା ପାଇଁ ଆମ ଉପରେ ମା ଲକ୍ଷ୍ମୀ ଙ୍କ କୃପା ହୋଇ ଥାଏ । ଶାସ୍ତ୍ର ଅନୁସାରେ ଜେକଔନଶୀ ବ୍ୟକ୍ତି ଙ୍କୁ କେଉଁ ଭଳି ଜୀବନ ମିଳିବ ଓ ସେ କିଭଳି ଭାବେ ନିଜ ଜୀବନକୁ ବଞ୍ଚିବ ଏହା ଅସବୁ ଏହାର ପୂର୍ବ ଜନ୍ମ ସହ ଜଡିତ ଥାଏ । ଯେଉଁ ଭଳି କର୍ମ ପୂର୍ବ ଜନ୍ମ ରେ ହୋଇ ଥାଏ ସେହି ଭଳି ଆମ ପ୍ରାରବ୍ଧ ମଧ୍ୟ ହୋଇ ଥାଏ । ଏହା ମଧ୍ୟରୁ ରକ୍ଷା ପାଇବା ପାଇଁ କିଛି ଉପାୟ ମାନ ଜ୍ଯୋତିଷ ଶାସ୍ତ୍ର ରେ କୁହାଯାଇଛି ।
ଏହା ପାଇଁ ଅନେକ ପୂଜା ମଧ୍ୟ ଅଛି କୁହା ଯାଇଛି କି ଯଦି ଆମେ ପ୍ରଥମେ ଆମ ଗ୍ରହ ମାନଙ୍କ ସ୍ଥିତି କୁ ଦେଖିବା ଅଓ ଏହା ପରେ ଉପଚାର କରିବା ଏହା ଭଲ ହୋଇ ଥାଏ । ତେଣୁ କରି ଆମେ ଦେଖିବା ପାଇଁ ଜୀବ ଆକି ଆମ ଜାତକ ରେ ବର୍ତ୍ତମାନ କେଉଁ ଗ୍ରହହ ଖରାପ ଅଛି । ଯଦି ଏହା ପରେ ମଧ୍ୟ ଜଣ ଅନପଡି ଥାଏ ଏହା ପାଇଁ ଆପଣ ଜ୍ୟୋତିଷବିତ ମାନଙ୍କ ପାଖକୁ ଯିବେ । ଆଜି ଆମେ କହିବ ଅପାଇନ ଯାଉଛୁ କି ଯଦି ଆପଣଙ୍କ ସହ ଏହି ଭଳି ସମସ୍ଯା ମାନ ଅଛି ତେବେ ଆପଣ ମାନେ ଏକ ଉପାୟ କରନ୍ତୁ କିନ୍ନର ମାନଙ୍କ ପାଖରୁ ଏକ ପଇସା ଆଣି ଆପଣ ଟଙ୍କା ଥିବା ଜାଗାରେ ରାଖୀ ଦେଇ ଥାନ୍ତୁ ।
ଏହା ପରେ ଆପଣ ଯଦି ଏହାକୁ ନିଜ ପରଶ ରେ ରଖିବେ ଏହା ମଧ୍ୟ ଭଲ ଅଟେ । କିନ୍ନର ମାନାଙ୍କ ଆଶୀର୍ବାଦ କୁ କେବେ ହେଲେ ଆପଣ ହାଲୁକା ରେ ନେବେ ନି । ଆପଣ କିନ୍ନର ମାନଙ୍କୁ ଯଦି ବୁଧବାର ଦିନ ସବୁଜ ବସ୍ତ୍ର ଦାନ କରିବେ ତେବେ ଅକ୍ଷୟ ଲାଭ ହେବ ଓ ବୁଦ୍ଧ ଗ୍ରହ ମଧ୍ୟ ସାନ୍ତ ହୋଇ ପାରେ । ଆପଣଙ୍କୁ ଯଦି କେଉଁ କିନ୍ନର ତାର ମନରୁ କିଛି ଦେଇଛି ଏହାକୁ ସବୁଜ କପଡାରେ ବାନ୍ଧି ଏହାକୁ ଆପଣ ନିଜ ପାଖରେ ସବୂ ବେଳେ ରଖନ୍ତୁ । ଦେଖିବେ ମା ଲକ୍ଷ୍ମୀ ଙ୍କ ଆଗମନ ନିଶ୍ଚୟ ହେବ ।