ଜ୍ୟୋତିଷ

ସିଂହ ରାଶି VS କନ୍ୟା ରାଶି – ନଭେମ୍ବର ମାସରେ ସବୁଠୁ ବଡ ଘଟଣା

ଆମେ ଜାଣିଛୁ କି ପ୍ରତେକ ଦିନ ନୂଆ ପ୍ରତେକ ସମୟ ନୂଆ ଆମ ପାଇଁ ତେବେ ହଠାତ କାହା ସହ କଣ ହୋଇଯିବ କିଏ କାହା ପାଇଁ କିଛି କରି ଅପରିବା କି ନା ଏହା ଜଣା ପଡି ନଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ପାଇଁ କମ କରିବା ତାହାର ପରିଣାମ କିନ୍ତୁ ଆମକୁ ମିଳିଥାଏ କାରଣ କାମ ଆମେ ହି କରୁ ଏହା ଆମ କୁ କେହି କରେଇ ଦେଇ ନଥାଏ ।

ତେବେ ଆସନ୍ତା ନଭେମ୍ବର ମାସରେ କିଛି ରାଶି ମାନେ ଭାଗ୍ୟବାନ ହେବା ପାଇଁ ଯାଉଛନ୍ତି ଦେଖିବା ପାଇଁ ଗଲେ ସବୁଠାରୁ ଭଲ ସମୟ ସିଂହ ରାଶି ଓ କନ୍ୟା ରାଶି ଙ୍କ ର ପାଇଁ ଅଛି । ସିଂହ ରାଶିର ଲୋକମାନେ ଏବେ ରାଜାଙ୍କ ଭଳି ଜୀବନ ବଞ୍ଚିବେ । ଯାହା ଅଚାହିନବେ ତାହା ହେବାର ଯୋଗ ଏମାନଙ୍କ ପାଖକୁ ବାର ବାର ଆସିବ । ଏହା ଶ ଧନ ର ବର୍ଷା ମଧ୍ୟ ଏମାନଙ୍କ ଉପରେ ହେବ । ଏହା ସହ ଚାହୁଁ ଥିବା ପ୍ରେମ ଯାଙ୍କୁ ଖୁବ ସହଜରେ ମିଳିଯିବ ଆପଣ ଜଣାଇକି ଆଶ୍ଚର୍ଯ୍ୟ ହେବେ କି ଏମାନେ ଯାହାକୁ ଚାହୁଁ ଥିବେ ସେ ହିନ ଆଗ ଆସିକି ଏହି ରାଶି କୁ ପ୍ରପୋଜ କରିବ । ଏହା ସହ ପାରିବାର ପାଇଁ ସମୟ ଖୁବ ଭଲ ଅଛି ଆପଣଙ୍କ ଭଲ ସମୟର ପ୍ରଭାବ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିବା ପାଇଁ ଯାଉଛି ଏହା କୁ ଆପଣ ନିଜ ଭାଗ୍ୟ ଭାବି ପାରନ୍ତି କିମ୍ବା ସୌଭାଗ୍ୟ ।

ଆପଣ ନ୍ଯାୟ ପାଇବେ ଯଦି ଆପଣଙ୍କ ସହ କିଛି ଖରାପ ହୋଇଥିବ । ଜମିବାଡି ମାମଲା ଥିବ ଯଦି ଦେଖିବା ପାଇଁ ଗଲେ ଆପଣ ଏହାକୁ ଜିତିବେ । ଆପଣଙ୍କ ପରିବାରେ ଯଦି କେହି ବେମାର ଥିବା ଏହି ସମୟରେ ସେ ଭଲ ହୋଇଯିବେ ଏହା ସହ ଆପଣ ଯାହା କରିବା ଚାହୁଁ ଥିବେ ଅନେକ ଦିନରୁ ଜେଭଳିକି ବିଦେଶ କୁ ଯାତ୍ରା କରିବା କିମ୍ବା ଆଉ କିଛି ନୂଆ ବସ୍ତୁ କିଣିବା କିମ୍ବା ନୁଆ ସମ୍ପତ୍ତି କିଣିବା ଅଭଳି କାମ ଆପଣ ଯଦି ଚାହୁଁ ଥିବେ ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କରିବେ ।

ଏବେ ଆସୁଛି କନ୍ୟା ରାଶି – ଏହି ରାଶିର ଲୋକମାନେ ଦେଖିବା ପାଇଁ ଖୁବ ଭଲ ଓ ସୁନ୍ଦର ହୋଇ ଥାନ୍ତି ଏମାନେ ଖୁବ ବୁଦ୍ଧିଆ ମଧ୍ୟ ହୋଇ ଥାନ୍ତି ଏହା ସହ ଏମାନେ ଯେଉଁ ଭି କମ କରିବେ ତାହା ପାଇଁ ଏମାନେ ସବୁ ବେଳେ ପ୍ରଶଂସାର ପାତ୍ର ହୋଇ ରହିବେ । ଯେଉଁ ମାନେ ଏମାନଙ୍କ ଶତ୍ରୁ ହୋଇ ଯାଇଥିବେ ଏହି ସମୟରେ ସେମାନେ ଏହି ରାଶି ର ଲୋକଙ୍କ ସହ ନିଜ ଆଡୁ ମିତ୍ରତା କରିବେ । ଯେଉଁ ମାନେ ନିଜର ବ୍ୟାପାର ବୃଦ୍ଧି କରିବା ପାଇ ଚାହୁଁ ଥିବେ ସେମାନେ ଏବେ ନିଶ୍ଚିତ ଭାବେ ଏହାକୁ କରିବେ ଏହା ସହ ଏମାନେ ରାଜାଙ୍କ ଭଳି ଜୀବନ ବିତାଇବେ ଏବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button