ଜ୍ୟୋତିଷ

May ମାସ ଶେଷ ହେବା ପୂର୍ବରୁ ଏହି ରାଶିକୁ ମିଳିବ ବିଡା ବିଡା ଟଙ୍କା, ମା’ ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଆଉ ରହିବନି ଧନର ଅଭାବ

ମଣିଷ ଜୀବନରେ ଘଟୁଥିବା ସମସ୍ତ ଭଲ ଏବଂ ମନ୍ଦ ଘଟଣା ତାଙ୍କ ରାଶିରେ ଥିବା ଗ୍ରହଙ୍କ ଚଳନ ଯୋଗୁଁ ଘଟିଥାଏ । ଗ୍ରହଙ୍କ ରାଶି ପରିବର୍ତ୍ତନ ବା କେଉଁ ରାଶିରେ ଅବସ୍ଥାନ ସମସ୍ତ ୧୨ଗୋଟି ରାଶିଙ୍କ ଉପରେ ପ୍ରଭାବ ପକାଇଥାଏ । ଏହି ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ଉଭୟ ଭଲ ଏବଂ ମନ୍ଦ ନେଇ ଆସିଥାଏ । ତେବେ ଜ୍ଯୋତିଷ ଗଣନା ଅନୁସାରେ ଗ୍ରହଙ୍କ ରାଶି ପରିବର୍ତ୍ତନ ଯୋଗୁଁ କିଛି ରାଶିଙ୍କ ଭାଗ୍ୟରେ ବିରାଟ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ରାଶି ।

ପ୍ରଥମରେ ହେଉଛି ମେଷ ରାଶି । ଏହି ରାଶିର ବ୍ୟକ୍ତିମାନେ ଏବେ ସଫଳ ଜୀବନ ବ୍ଯତୀତ କରିବେ । ଏମାନଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ଯାର ଏବେ ସମାଧାନ ହେବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଜୀବନରେ ଏବେ ଧନଜନିତ କୌଣସି ସମସ୍ଯା ରହିବ ନାହିଁ । ବେପାରେ ବାଣିଜ୍ୟ ଓ କାର୍ଯ୍ୟକ୍ଷେତ୍ରରେ ଏମାନେ ପ୍ରଚୁତ ଲାଭ କରିବେ ଓ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ଦ୍ଵିତୀୟରେ ହେଉଛି ମିଥୁନ ରାଶି । ଏମାନଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି । ମିଥୁନ ରାଶି ଲୋକଙ୍କୁ ଆଗକୁ ଜୀବନରେ ବଡ ସଫଳତା ମିଳିବାକୁ ଯାଉଛି । ଧନ ସମ୍ପତ୍ତିରେ ବୃଦ୍ଧି ହେବା ସହ ଅଚାନକ ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି । ଏହି ସମୟରେ ଆପଣ ଜୀବନସାଥିଙ୍କ ସହ ଭଲ ସମୟ ଅତିବାହିତ କରିବାକୁ ସୁଯୋଗ ପାଇବେ । ଆପଙ୍କ ପରିବାର ଲୋକେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ତୃତୀୟରେ ହେଉଛି ସିଂହ ରାଶି । ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଅନେକ ଖୁସି ନେଇ ଆସିବ । ଆପଣଙ୍କ ଦ୍ଵାରା କରା ଯାଇଥିବା ସମସ୍ତ କାର୍ଯ୍ୟ ଏବେ ସଫଳ ହେବ । ଏହି ସମୟରେ ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବେପାର ବାଣିଜ୍ୟରେ ବୃଦ୍ଧି ହେବ ଓ ଚାକିରିଆଙ୍କ ପଦୋନ୍ନତି ହେବ । ଆଗକୁ ଆପଣା ଜୀବନସାଥିଙ୍କ ସହ ଭଲ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ।

ଚତୁର୍ଥରେ ହେଉଛି ଧନୁ ରାଶି । ଧନୁ ରାଶିଙ୍କ ଜୀବନରେ ମଧ୍ୟ ଏବେ ସମସ୍ତ ସମସ୍ଯାର ଅନ୍ତ ହେବାକୁ ଯାଉଛି । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଠାରୁ ପରାଜୟ ହେବେ । ଛାତ୍ରଛାତ୍ରୀ ମାନେ ବିଦ୍ୟା କ୍ଷେତ୍ରରେ ସଫଳତା ଲାଭ କରିବେ । ବେପାର ବାଣିଜ୍ୟ ପାଇଁ ଆପଣଙ୍କ ସମୟ ଅନୁକୂଳ ରହିବ । ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ମନ ପସନ୍ଦର ଚକିଟି ମିଳିବ ଓ ପରିବାର ଲୋକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟରେ ସଫଳ ହେବେ ।

ପଞ୍ଚମରେ ହେଉଛି କୁମ୍ଭ ରାଶି । ଏହି ରାଶିର ଲୋକଙ୍କୁ ଏବେ ସେମାନଙ୍କ ପରିଶ୍ରମର ଫଳ ପ୍ରାପ୍ତ ହେବ । ଆପଣଙ୍କ ପ୍ରେମ ଜୀବନରେ ମଧୁରତା ବଢିବ । ଜୀବନସାଥିଙ୍କ ବିୟଶୟରେ ଘରେ କ୍ଲାହିବାର ଏହା ସଠିକ ସମୟ ହେବ । ଏହି ସମୟରେ ଘରକୁ କୌଣସି ଦାମୀ ଜିନିଷ ବା ଯାନବାହାନ ଆଣିପାରନ୍ତି । ଆପଣଙ୍କ ଅଟକି ରହିଥିବା ଧନ ଫେରି ଆସିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button