ଜ୍ୟୋତିଷ

ମହିଳା ମାନଙ୍କର ଏହି 2ଟି ଜିନିଷ ଛୁଇଁଦେଲେ କୋଟିପତି ହୋଇଯାଏ ମଣିଷ ଆଜି ନିଜେ ଛୁଇଁ ଦେଖନ୍ତୁ

ଆମ ସମାଜ ସବୁ ବେଳେ କିଛି ନୂଆ କରି ଦେଇ ଥାଏ ଆମ ମହିଳା ମାନଙ୍କ ପାଇଁ ଏହା ପୁରୁଷ ମାନେ ଠିକ କରି ଥାନ୍ତି କି ଏହା କରିବା କେତେ ଦୂର ଠିକ କିମ୍ବା ଭୁଲ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ମହିଳା ମାନଙ୍କ କଥା କହିବା ପାଇଁ ଯାଉଛୁ ସେମାନେ ଆମ ଭିତରେ ଅନେକ ରୂପ ନେଇ ରହି ଥାନ୍ତି ସେମାନେ ଆମକୁ ସବୁ ଦୁଃଖ କଷ୍ଟରୁ ଉଧାର କରିବା ପାଇଁ ମାର୍ଗ ଦେଖାଇ ଥାନ୍ତି ।

ଆଗ କାଳରେ ହେଉ କିମ୍ବା ଏବେ କାର କଥା ହେଉ ମହିଳା ମାନେ ସବୁ ବେଳେ ନିଜକୁ ପ୍ରମାଣିତ କରି ଆସି ଛନ୍ତି ଓ ସେମାନେ ଏବେ ଭି ନିଜକୁ ପ୍ରମାଣିତ କରି ଚାଲି ଛନ୍ତି । କିଛି ମହିଳା ମାନେ ଏହି ଭଳି ଅଛନ୍ତି ଯେଉଁ ଏମାନେ ଜନ୍ମ ରୁ ହିଁ ଭାଗ୍ଯବାନ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ଆମ ଶାସ୍ତ୍ର ଅନୁଶାରେ ମହିଳା ମାନେ ସବୁ କିଛି କରି ପାରିବେ ସେମାନେ ନାରୀ ଶକ୍ତି ସେମାନେ ସବୁ ବେଳେ ନିଜ ଆଗରୁ ନିଜ ପରିବାର ପାଇଁ ଚିନ୍ତା କରି ଥାନ୍ତି ସେମାନେ ସବୁ ବେଳେ ନିଜକୁ ଆଗକୁ ଠେଲି ଦେଇ ଥାନ୍ତି ପରିବାର ର ସମସ୍ଯା ପାଇଁ ।

ଯେଉଁ ଭଳି ଭାବ ଏସାରା ଦୁନିଆ କୁ ବଞ୍ଚାଇବା ଅପାଇନ ମା ଦୂର୍ଗା ନିଜ ପରିବାର ଓ ଦେବା ଲୋକଙ୍କ ପାଇଁ ରକ୍ଷା କାରିଣୀ ହୋଇ ଥିଲେ ସେହି ଭଳି ଭାବେ ସବୁ ନାରୀ ମାନେ ମଧ୍ୟ ନିଜକୁ ମା ଦୂର୍ଗା କରି ପାରିବେ । ଆମେ ଯାହା ଭି କରୁ ସେଇ ପାଇଁ ଆମ ପଛରେ ଆମ ମା ଙ୍କ ନିଷ୍ପତ୍ତି ଓ ସଂସ୍କାର ମଧ୍ୟ ଥାଏ । ତେଣୁ ଅକ୍ରିୟ ନାରୀ ଏମାନ ଙ୍କ ମହତ୍ଵ ଅତୁଳନୀୟ ଅଟେ ସମାଜ ପାଇଁ । ଆମେ ସମାଜ ହେଉ କିମ୍ବା ଘରେ ଯାହା ଭି ଅସୁବିଧା ଭୋଗ କରୁ ସେଥିରୁ ଆମକୁ ଉଧାର କରିବା ପାଇଁ ନାରୀ ହିଁ ସାହାଜ୍ୟ କରେ । ଆଜି ଆମେ ସେହି ନାରୀ ମାନଙ୍କ ଦୁଇ ଟି ଜିନିଷ ବିଷୟରେ କହିବ ଅପଇଆନ ଯାଉଛୁ ଯାହା କୁ ଛୁଇଁବା ମାତ୍ରେ ହିଁ ପୁରୁଷକୁ ସବୁ କିଛି ମିଳି ଯାଇ ଥାଏ । ସେ ନିଜର ମନସ୍କାମନା ପୂରଣ କରି ଥାଏ ।

ଆମେ ଯାହା ଭି କରୁ କିମ୍ବା ଯାହା କରିବା ପାଇଁ ଯାଉଛୁ ତାହା ସଫଳ ହୋଇ ଯାଇ ଥାଏ । ଏହା ସଭିଏଁ ଜାଣି ଛନ୍ତି କିନ୍ତୁ ସେମାନେ ଏହି କାମ କରିବା ପାଇଁ ଲାଜ ଅନୁଭବ କରନ୍ତି । ମହିଳା ମାନନକ ଦୁଇ ପାଦକୁ ଛୁଇଁବା ଦ୍ଵାରା ଆମେ ସଫଳତା ପାଇ ପାରିବା ମହିଳା ମାନେ ଯାହା ଭି କରନ୍ତି କିମ୍ବା ଯାହା ଭି କରିବା ପାଇଁ ଯାଉଅଛନ୍ତି ସେଥିରେ ନିଃସ୍ଵାର୍ଥପର ଭାବନା ଥାଏ ତେଣୁ କରି ସେମାନଙ୍କ ଆଶୀର୍ବାଦ ସେମାନଙ୍କୁ ମିଳି ଥାଏ । ମହିଳା ମାନଙ୍କ ପାଦରେ ସାରା ଦୁନିଆରା ଶକ୍ତି ଅଛି କହିଲେ ଏହା ଭୁଲ ହେବନି । ଆମେ ଯଦି ନିଜ ଘରେ ଥିବା ମହିଳା ମାନଙ୍କ ପାଦ ଛୁଇଁବା ତେବେ ଆମେ ନିଶ୍ଚିତ ଭାବେ ନିଜ ଜୀବନ ସାକାର କରି ପାରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button