ଜ୍ୟୋତିଷ

ସୋମବାର ଦିନ ଆଦୌ କରନ୍ତୁ ନାହିଁ ଏହି କାମ, ନଚେତ ହେବ ଭୟଙ୍କର କ୍ଷତି

ଭଗବାନ ଶିବ ଙ୍କୁ ଆରାଧନା କରିବା ପାଇଁ ଲୋକମାନେ କେତେ କଣ କରି ଥାନ୍ତି ସେମାନେ ନିଜ ପରିବାର ପାଇଁ ସୁଖ କାମନା କରି ଖୁବ ଭଲ ପରିଣାମ ପାଇ ଥାନ୍ତି । ପ୍ରତେକ ଲୋକ ମାନେ ଯେଉଁ ମାନେ ସନ୍ତାନ ମାନଙ୍କ ପାଇ କିଛି ଉପାଶ କରି ଥାନ୍ତି । ସାଧାରଣ ଭାବେ ସୋମବାର ଦିନ ଶିବ ଙ୍କ ଉପାଶ କରି ଥାନ୍ତି । କୁହାଯାଏ କି ଯେଉଁ ମାନେ ନିଜକୁ ଭଗବାନ ଙ୍କ ସରଣରେ ରଖି ଥାନ୍ତି । ସେମାନଙ୍କୁ ସବୁ ପ୍ରକାର ଖୁଶି ମିଳି ଥାଏ ।

ସାଧାରଣ ଭାବେ ଆମେ ଭଗବାନ ଶିବ ଙ୍କୁ ସବୁ ବେଳେ ନିଜ ମନସ୍କାମନା ପୂରଣ କରିବା ପାଇଁ ପୂଜା କରୁ କିନ୍ତୁ କହିବା ପାଇଁ ଗଲେ ଏହା ମଧ୍ୟ ଜାଣିବା ଦରକାର କି କେଉଁ ଭଳି କାମ ଆମେ ନକରିବା ଦରକାର ଅଟେ । କାରଣ ହେଉଛି କି ଭଗବାନ ଶିବ ଯେଉଁ ଭଳି ଭାବେ କୃପା ଦ୍ରୁଷ୍ଟି କରି ଥାନ୍ତି ସେହି ଭଳି ଭାବେ ରାଗି ମଧ୍ୟ ଥାନ୍ତି । କୁହା ଯାଏ କି ଯେଉଁ ମାନେ ନିଜକୁ ଆସକ୍ତ କରି ଭୁଲ କମାରେ ମନ ଦେଇ ଥାନ୍ତି ଭଗବାନ ତାଙ୍କ ଉପରେ ସବୁ ବେଳେ ରାଗି ଥାନ୍ତି । ଆମେ ଆଜି କହିବା ପାଇଁ ଯାଉଥିବା କଥା ହେଉଛି କି କେବଳ ଦେବତା ନୁହେଁ ମହାଦେବଙ୍କ ରାଗକୁ ଡଋ ଥାନ୍ତି କାରଣ ତାଙ୍କ ରାଗ ସବୁ ବେଳେ ହୋଇ ନଥାଏ କିନ୍ତୁ ଯେତେ ବେଳେ ହୁଏ ସବୁ କିଛି ନଷ୍ଟ କରି ଦେଇ ଚାଲି ଯାଇ ଥାଏ ।

କିଛି ଶିବ ଭକତ ମାନେ ବେଳେ ଏହି ଭୁଲ କରି ଦେଇ ଥାନ୍ତି ଯାହା ଦ୍ଵାରା ସେମାନଙ୍କ ପାଇଁ ନର୍କ ହୋଇ ଯାଇ ଥାଏ ଜୀବନ । ତେବେ ଆସନ୍ତୁ ଜାଣିବା କି କେଉଁ କେଉଁ କାମ କରିବା ମନା ହୋଇ ଥାଏ ସୋମବାର ଦିନ । ପ୍ରଥମ କଥା ହେଉଛି କି ସ୍ଵାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ସାମାନ୍ଯ ସାମାନ୍ଯ କଥାକୁ ନେଇକି ଝଗଡା ହୋଇ ଥାଏ କିନ୍ତୁ ଦେଖିବା ପାଇଁ ଗଲେ ଏହା ସାଧାରଣ ଭାବେ ଏକ ନୀତି ଦିନିଆ ଘଟଣା କିନ୍ତୁ ସୋମବାର ଦିନ ଯଦି ସ୍ଵାମୀ ସ୍ତ୍ରୀଝଗଡା ହୋଇ ଥାନ୍ତି ଓ ସ୍ଵାମୀ ମାନେ ଏହି ଦିନ ନିଜ ସ୍ତ୍ରୀ ଉପରେ ହାତ ଉଠାଇ ଥାନ୍ତି ତେବେ ଏହା ଖରାପ ହୋଇ ଥାଏ ।

ଆପଣ ମାନେ ଜାଣି ଥିବେ କି ମା ପାର୍ବତୀ ଙ୍କୁ ଭଗବାନ ଭୋଳା ଶଙ୍କର କେତେ ମାତ୍ରାରେ ଭଲ ପାଇ ଥାନ୍ତି । ତେଣୁ କରି ସେ କେବେ ହେଲେ ନାରୀର ଅପନମାନ ଶଯ୍ୟା କରି ପାରି ନଥାନ୍ତି । ଏହା ପରେ ନାମ ଆସେ କି ଯଦି ଆପଣ କେଉଁ ଭି ପାସ ପକ୍ଷୀ ଙ୍କୁ କିଛି ଭି କଷ୍ଟ ଦେଇ ଥାନ୍ତି ଏହା ମଧ୍ୟ ଖରାପ କଥା ଅଟେ । ଏହା ସହ ସୋମାବାର କର ଯାଉଥିବା ବେଳେ ଆପଣ ମାନେ କେବେ ଭି ମଦ ମାଛ ମାଂସ ର ସେବନ କରିବେ ନି ଏହା କରିବା ଦ୍ଵାରା ଆପଣ ଭଗବାନ ଭୋଳା ନାଥ ଙ୍କ କୋପର ଶିକାର ହୋଇ ରହିବେ ସବୁ ବେଳେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button