କଳା ସୂତା ବାନ୍ଧିବା ପଛରେ କଣ ରହିଛି ରହସ୍ୟ ?

ଆମେ ମାନେ ଦେଖି ଥିବେ କି ଯେତେବେଳେ ଏକ ପିଲା ଜନ୍ମ ହୋଇ ଥାଏ ସେହି ପିଲାର ଘରେ ଥିବା ବଡ ଲୋକ ମାନେ ଯେଉଁ ଭଳି ଭାବେ ନିଜର ପିଲାକୁ ଖରାପ ନଜର ରୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି ଏହା ଆମ ପାଇଁ ଏକ ଉଦାହାରଣ ଅଟେ । ଆମେ ଦେଖିଚେ କି ପିଲା ଟି ଜନ୍ମ ହେବା ମାତ୍ରେ ଏହାକୁ ନଜର ଦ୍ରୁଷ୍ଟି ରୁ ରକ୍ଷା କରିବା ପାଇଁ ଆମେ ମାନେ ନିଶ୍ଚିତ ଭାବେ ଏହାର ଦେହରେ କଳା ସୂତା ବାନ୍ଧି ଦେଇ ଥାନ୍ତି କିମ୍ବା କଳା ଟୀକା ମଧ୍ୟ ଲଗାଇ ଥାନ୍ତି ମାତ୍ର ଆଜି କାଲିର ଲୋକ ମାନେ ସଂସ୍କୃତି କୁ ପଛରେ ପକାଇ ଦେଇ ନିଜ କାମକୁ ଆଗ ଦେଖିବାରେ ଲାଗିଛନ୍ତି ।
ଯାହା ପାଇଁ ଏହାର ପ୍ରଭାବ ଆମ ଜୀବନରେ ଆସିବା ପାଇଁ ଯାଉଛି । ଆମେ ଆଜି ମଧ୍ୟ କଳା ସୂତା କିମ୍ବା ଫିତା କୁ ବ୍ୟବହାର କରି ଆମକୁ ନିଜ ଠାରୁ ଦୂରେଇ ରାଖୀ ପାରିବା ଖରାପ ଶକ୍ତି ପାଖରୁ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭି କାମ କରୁ ଏହା ପଛରେ କେହି ନା କେହି ଆମକୁ ଅଟକାଇବା ପାଇଁ ଚେଷ୍ଟା କରି ଥାଏ । ଯଦି ଆପଣଙ୍କୁ କେବେ ଲାଗୁଛି କି ଆପଣ ଯାହା ଭି କାମ କରୁ ଛନ୍ତି ଏହା ପାଇଁ ଆପଣଙ୍କ ଉପରେ କେହି ଖରାପ ଦ୍ରୁଷ୍ଟି ଦେଉଛି ତେବେ ଆପଣ ଏକ କଳା ସୂତା ନେଇ ଏହାକୁ ଶନି ଭଗବାନ ଙ୍କ ମନ୍ଦିର କୁ ନେଇ ଯିବେ ଓ ସେଠାରେ ଆପଣ ଓମ ଶନିଶ୍ଚରାୟ ନମହ କହି ଏଥିରେ 108 ଟି ଗଣ୍ଠି ମାରି ଦେବେ ଏହାକୁ ଆଣି କିଛି ସିନ୍ଦୁର ଲଗାଇ ନିଜ ଘର ବାହାରେ ଏହାକୁ ବାନ୍ଧି ଦେବେ ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ ।
ଏହା ମଧ୍ୟ କୁହାଯାଏ କି ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଯଦି କେହି ଜାଦୁ ତୋନା କରି ଥିବା ଯାହା ପାଇଁ ଆପଣଙ୍କ ଘରେ ଅସାନ୍ତି ହେଉ ଥିବା ତାହା ମଧ୍ୟ କମ ହୋଇ ଜୀବ । କୁହାଯାଏ କି କଳା ସୂତା ଦ୍ଵାରା ଆପଣ ନିଜ ଶରୀର କୁ ମଧ୍ୟ ସୁସ୍ଥ କରି ପାରିବେ । ଯଦି ଅପାନଙ୍କ ଘରେ ଲାମ୍ବା ସମୟରେ କେହି ବେମାର ଅଛି ତେବେ ଆପଣ ଏକ କଳା ସୂତା ନେଇ ଏହାକୁ ଭଗବାନ ହନୁମାନ ଙ୍କ ମନ୍ଦିର କୁ ଯାଇ ଏହାକାଉ ପୂଜା କରି ଏହାକୁ ବାମ ପାଦରେ ପିନ୍ଧାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ବେମାର ଥିବା ମଣିଷ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିବ।
କାହାର ଖରାପ ନଜରରୁ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଗର୍ଭବର୍ତ୍ତୀ ମହିଳା ମାନେ ମଧ୍ୟ ଏକ ଉପାୟ କରିବା ଭଲ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଯେଉଁ ମାନେ ଗର୍ଭବର୍ତ୍ତୀ ହୋଇ ଥାନ୍ତି ସେମାନେ ଅଧିକ ଯଦି ଲୋକଙ୍କ ନଜର କୁ ଆସି ଯାଇ ଥାନ୍ତି ଯାହା ଦ୍ଵାରା ପିଲା ଉପରେ ଖରାପ ପ୍ରଭାବ ପଡି ଥାଏ । ତେଣୁ କରି ଏହି ମହିଳା ମାନେ କଳା ସୂତା କୁ ମପା କରି ନେଇ ଏହାକୁ 3 ଥର ତାଙ୍କ ଚାରି ପାଖେ ବୁଲାଇ ଏହାକୁ ନେଇ ନଦୀରେ ପକାଇ ଦେଇ ଆସନ୍ତୁ । କିମ୍ବା ଆପଣ ଚାହିଁ ଲେ ଏହାକୁ ବାର ଗଛ ରେ ପୋତି ଦେବା ଉଚିତ ଅଟେ ।