ଜ୍ୟୋତିଷ

କଣ ଆପଣଙ୍କ ଦାନ୍ତ ମଝିରେ ବି ଗ୍ୟାପ ଅଛି କି ସାବଧାନ! ଜାଣନ୍ତୁ ଏହି ଭୟଙ୍କର ରାଜ

ଆମ ଜୀବନରେ ଆମେ ଆନେକ ଲୋକଙ୍କୁ ଦେଖି ଥାଉ କହିବା ପାଇଁ ଗଲେ ଆମେ ଜାଣି ପାରିବା କି ସମୁଦ୍ର ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ କିଛି ଲୋକଙ୍କ ଶାରୀରିକ ଗଠନ ରୁ ସେମାନଙ୍କ ସ୍ଵଭାବ ଜଣା ପଡି ଥାଏ । ଆପଣ ମାନେ ଜାଣି ଥିବେ କି କିଛି ଲୋକମାନେ ଯଦି ଦେଖିବା ପାଇଁ ଦାନ୍ତ ରୁ ଅବାଗିଆ ହୋଇ ଥାନ୍ତି କହିବାର ମାନେ ହେଉଛି କି ଯଦି ସେମାନେ ନିଜ ଦାନ୍ତ କୁ ଭଲ ଭାବେ ନ ରଖୀ ଥାନ୍ତି କିମ୍ବା ଦାନ୍ତ ମଝିରେ ଗ୍ୟାପ ଥାଏ ତେବେ ଏହା ଅସୁବିଧାର କାରଣ ହୋଇ ଥାଏ ।

ଯଦି ଦେଖିବା ପାଇଁ ଯିବା ତ କିଛି ଦାନ୍ତ ଯଦି ଅବାଗିଆ ହୋଇଛି ତେବେ ଏହା ଶୁଭ ସଂକେତ ଅଟେ । ଆମେ ଆଜି କହିବା କି ଯେଉଁ ମାନଙ୍କ ଦାନ୍ତ ମଝିରେ ଗ୍ୟାପ ଅଛି ସେମାନେ କେଉଁ ସ୍ଵଭାବର ଅଟନ୍ତି ଓ କେଉଁ ଭଳି ହୋଇଥାନ୍ତି । ପ୍ରଥମ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ମାନେ ଏହି ଭଳି ଥାନ୍ତି ସେମାନେ ବହୁତ ବୁଦ୍ଧିଆ ହୋଇ ଥାନ୍ତି ସେମାନେ ଅନ୍ୟ ମାନଙ୍କୁ ବହୁତ ଭଲ ଭାବେ ବୁଝିଥାନ୍ତି । ଏକ ସମାନ ଆକାର ରେ ଥିବା ଦାନ୍ତ ଯଦି ଥାଏ ଓ ତା ଭିତରେ ଗ୍ୟାପ ଥିଲେ ସେମାନେ ରଚନାତ୍ମକ ହୋଇଥାନ୍ତି । ଏମାନେ ନିଜ ପଇସା କୁ କେଉଁ ଭଳି ଭାବେ ସମ୍ଭାଳି ରଖିବେ ସେହି କଳା ମଧ୍ୟ ୟାଙ୍କ ପାଖରେ ଥାଏ ।

ଯେଉଁ ମାନଙ୍କ ସାମନା ଦାନ୍ତରେ ଗ୍ୟାପ ଥାଏ ସେମାନେ ଅଧିକ ବୁଦ୍ଧିଆ ହୋଇ ଥାନ୍ତି ଓ ସମାଜରେ କିଛି କରିବା ପାଇଁ ଚେଷ୍ଟା କରୀ ଥାନ୍ତି । ଏହା ସହ ଯେଉଁ ଲୋକମାନଙ୍କ ଦାନ୍ତରେ ଗ୍ୟାପ ଥାଏ ସେମାନେ ବହୁତ ବଡ ଲେବଲ କୁ ଯାଇଆ ଥାନ୍ତି । ଆପଣଙ୍କ ର ଯଦି ଏହି ଭଳି ଦାନ୍ତ ଅଛି ସଠିକ ସମୟ କୁ ଅପେକ୍ଷା କରନ୍ତୁ ଓ ଆପଣ ସବୁ ପ୍ରଶ୍ନର ଉତ୍ତର ପାଇବେ । ଏହି ଭଳି ଲୋକ ମାନେ ସବୁ ବେଳେ ଖୁଶିରେ ରହିବା ପାଇ ଚେଷ୍ଟା କରନ୍ତି ଓ ଅନ୍ୟକୁ ଖୁଶି କରାଇବା ପାଇଁ ଚେଷ୍ଟା ମଧ୍ୟ କରନ୍ତି । ଏମାନେ ହୃଦୟରୁ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ।

ଏମାନେ କେବେଭି କିଛି କାମକୁ ଅଧାରେ ଛାଡି ନଥାନ୍ତି କାରଣ ହେଉଛି କି ଏମାନେ ସବୁ ବେଳେ ଚେଷ୍ଟା କରି ଚଳନ୍ତି ଓ ହାର ମନାନ୍ତି ନି । ଏମାନେ ବହୁତ ଲାମ୍ବା କଥା ହୁଅନ୍ତି । ଏହି ଭଳି ଲୋକମାନେ ନିଜ ଲକ୍ଷକୁ ଥରେ ଠିକ କରିବା ପରେ ପଛକୁ ଫେରି ନଥାନ୍ତି । ମାତ୍ର ଏହା ଶୁଣି ଆପଣ ଖୁଶି ହେବା ଆବଶ୍ୟକ ନୁହେଁ ଆପଣ ଯଦି ନିଜ କର୍ମ କୁ ଭଲ ଭାବେ କରିବେ ତେବେ ଏହା ଆପଣ ନିଶ୍ଚୟ ପାଇବେ । ଏହି ଭଳି ଲୋକମାନେ ସବୁ ବେଳେ ପରିବାର ପାଇଁ ଖୁବ ଚିନ୍ତା କରନ୍ତି ଓ ସମୟ ଥାଉ ଥାଉ ଏମାନେ ସବୁ ବେଳେ କିଛି ନା କିଛି ସୁବିଧା କରି ନେଇ ଥାନ୍ତି ସବୁଙ୍କ ପାଇଁ । ତେଣୁ ଏମାନଙ୍କୁ ସବୁ ଲୋକମାନେ ଭଲ ପାନ୍ତି କିନ୍ତୁ ଏମାନଙ୍କ ସହ ଭଲ ଭାବେ ମିଶିବା ପରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button