3ଟି ଅଳେଇଚ ହାତରେ ରଖି କୁହନ୍ତୁ ଏହି ଶକ୍ତିଶାଳୀ ଶବ୍ଦ, ଲକ୍ଷେ ମାଗିଲେ କୋଟିଏ ମିଳିବ , ହେବେ କୋଟିପତି

ଲୋକମାନେ ବହୁତ ଅଛନ୍ତି ଯେତେ ଆୟ କାଲେ ମଧ୍ୟ ଧନ ରଖି ପାରୁ ନାହାନ୍ତି ଆଉ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡୁଛି କିନ୍ତୁ କିଛି ଲାଭ ହେଉନି । ଆଜି ଆମେ ଏମିତି ଗୋଟିଏ ଉପାୟ ବିଷୟରେ ଜାଣିବା ଯାହା ବହୁତ ଲାଭକରି ଅଟେ । ଏହାକୁ କରିବା ଦ୍ଵାରା ଧନର ବର୍ଷା ହୋଇପାରେ । ଆମେ ଆଜି ଗୋଟିଏ ଅଳେଇଚର ଉପାୟ କରିବା ଯଦି ଏହି ଅଳେଇଚର ଉପାୟ ଜଣେ ପୁରୁଷ କରୁଛନ୍ତି ତେବେ ଆପଣ ନିଜ ଦକ୍ଷିଣ ହସ୍ତରେ ଏହି ଅଳେଇଚକୁ ରଖନ୍ତୁ ଯଦି ମହିଳା କରୁଛନ୍ତି ତେବେ ନିଜର ବାମ ହାତରେ ଏହି ଅଳେଇଚକୁ ରଖନ୍ତୁ ।
ଅଳେଇଚ ୩ ଟିକୁ ନିଜ ହସ୍ତ ପାପୁଲିରେ ରଖି ସାରିଲା ପରେ ଯେଉଁ ଇଛାରେ ପ୍ରାପ୍ତି ପାଇଁ ଏହି ଉପାୟଟିକୁ କରୁଛନ୍ତି ଆପଣ ସେଇ ଇଛାଟିକୁ ବାସ୍ତବ ରୂପରେ ଦେଖିବା ପାଇଁ ଅଳେଇଚ ଉପରେ ଲକ୍ଷ ସେମିତି ନିବଦ୍ଧ କରି ରଖିବେ । ଆପଣ ମନରେ ବାସ୍ତବ ଜିନିଷକୁ କାଳ୍ପନିକ ସ୍ତରରେ ମନରେ ଭାବି ଅଳେଇଚ ଉପରେ ଲକ୍ଷ ରଖନ୍ତୁ । ଏକାଗ୍ର ଚିତରେ ଆପଣ ଯାହା ପାଇବା ପାଇଁ ଚହୁଁଛନ୍ତି ଅଳେଇଚ ଓ ହାତ ପାପୁଲିକୁ ଗମ୍ଭୀର ଭାବରେ ଦେଖନ୍ତୁ । ଯାହାକୁ ପଇସା ଦେଇଛନ୍ତି ସେ ପଇସା ଦେବାର ନାମ ଧରୁନି ତାର ମଧ୍ୟ ଏହିଭଳି ଭାବରେ ଏହି ଉପାୟ କରିପାରିବେ ।
ଏହି ଉପାୟକୁ ଏକାଗ୍ର ଚିତାରେ କଳା ବେଳେ ଏକାଗ୍ର ଚିତରେ ମନରେ ଭାବିକି ବାସ୍ତବ ଜିନିଷ କାଳ୍ପନିକ ଭାବରେ ଦେଖିଲା ବେଳେ ସେହି ସମୟରେ ଗୋଟିଏ ମନ୍ତ୍ରକୁ ୨୧ ବାର ଜପ କରନ୍ତୁ । ମନ୍ତ୍ରଟି ହେଉଛି” ଶ୍ରୀଙ୍ଗ ” ଏହିଭଳି ଆପଣ ୨୧ ଥର ଆପଣ ଏହାକୁ ଉଚାରଣ କରନ୍ତୁ । ଏହି ମନ୍ତ୍ର ହେଉଛି ଲକ୍ଷ୍ମୀଙ୍କର ମୂଳ ମନ୍ତ୍ର । ଏହି ମନ୍ତ୍ର ସହାୟତାରେ ମହାଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଆପଣ ଏହୁଭାଲି ୨୧ ଥର ଉଚାରଣ କରି ସାରିବା ପରେ ଅଳେଇଚ ରଖିଥିବା ପାପୁଲିରେ ହାତ ମୁଠା ବନ୍ଦ କରି ୨ରୁ ତିନି ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।
ଏହି ଉପାୟ କରିବାର ମାନେ ଏଇଆ ଆପଣ ସେଇ ଇଛାଟିକୁ ନିଜ ଭିତରେ ନିୟତ୍ରଣ କଲେ ସେଇ ଇଛା ଆପଣଙ୍କ ଭିତରେ ଆବଦ୍ଧ ହୋଇ ରହିବ । ଆଉ ଆପଣଙ୍କୁ ଏହା ମିଳିବାକୁ ବାଧ୍ୟ ହେବ । ତାପରେ ଏହି ତିନିଗୋଟି ଅଲେଇଚକୁ ପାଟିରେ ରଖି ଖାଇ ଦେବେ । ଅଳେଇଚ ଚୋପା ଯଦି ଖାଇ ପାରୁ ନାହାନ୍ତି ତେବେ ଏହି ଅଳେଇଚ ଚୋପାକୁ ଉତ୍ତର ଦିଗକୁ ବା ପୂର୍ବ ଦିଗକୁ ମୁହଁ କରି କାଢିବେ । ଯଦି ଚୋପା ସହ ଖାଇକି ଢୋକି ଦେବେ ବହୁତ ଭଲ କଥା ଅଟେ । ଏହି କ୍ରିୟାଟିକୁ ସତରୁ ପନ୍ଦର ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଆପଣଙ୍କ ସ୍ଥିତି ଧୀରେ ଧୀରେ ବଦଳିଯିବ ।