ଜ୍ୟୋତିଷ

ଶ୍ରୀଗଣେଶଙ୍କୁ ପୂଜା କରିବା ପୂର୍ବରୁ ଏ ନିୟମ ନିଶ୍ଚୟ ଜାଣି ନିଅନ୍ତୁ, ନଚେତ ଆପଣଙ୍କ ଟିକେ ଭୁଲ ବର୍ବାଦ କରିଦେବ ଆପଣଙ୍କ ପୁରା ପରିବାର

ଆମେ ଜାଣିଛେ ଭଗବାନ ଗଣେଶ ହେଉଛନ୍ତି ମା ପାର୍ବତୀ ଓ ଭଗବାନ ଶିବ ଙ୍କ ପୁତ୍ର । ସେ ସବୁ ବେଳେ ଅଗ୍ରପୂଜ୍ୟ ତେବେ ଆଜି ଆମେ କହିବ ପାଇଁ ଯାଉଛୁ କି ଆମେ କେଉଁ ସମୟରେ ଆସନ୍ତା ଗଣେଶ ପୂଜା କୁ କରିବା । ଆମେ ଜାଣିଛେ କି ଭଗବାନ ଗଣେଶ ଙ୍କୁ ଆରାଧନା କରିବା ପାଇଁ ଭାଦ୍ରବ ମାସ ର ଚତ୍ୟର୍ଥୀ ତିଥିରେ ଆମେ ପୂଜା କରୁ । କିନ୍ତୁ ଏହି ପୂଜାର ସମୟ ହେଉଛି ଦିନ ବେଳେ । ଚତୁର୍ଥୀ ତିଥି ଥିବା ବେଳେ ପଡି ଥିବା ଚିତ୍ରା ନଖେତ୍ର ରେ ହିଁ ଏହାକୁ ମାନି ବାକୁ ପଡେ ।

ଆମେ ଏହି ଗଣେଶ ପୂଜା ରେ ଆପଣ ସକାଳୁ ଉଠିକି ଏହାକୁ କରି ନିଅନ୍ତୁ । ଏହାର କାରଣ ହେଉଛି କି ଚିତ୍ରା ନଖେତ୍ର । ଏହା ଆପଣଙ୍କ ୯ ତାରିଖ ରୁ ଆରମ୍ଭ ହେବା ପାଇଁ ଯାଉଛି । ଆପଣ ଜାଣି ଥିବେ କି ଏହା ଭଗବାନ ଙ୍କ ଜନ୍ମ ସମୟ ଏହା ସନ୍ଧ୍ୟା ଯାଏ ରହୁଛି ୧୦ ତାରିଖର ଏହା ଭିତରେ ଆପଣ ପୂଜା କରିବା ନେବା ଉଚିତ ହୋଇ ଥାଏ । ତେଣୁ ଆପଣ ଯାହା ଭି ହେଉ ଏହାକୁ ସକାଳୁ ଉଠିକି କରି ନେବା ଭଲ ହେବ । ଏହି ଦିନ ସକାଳୁ ଗାଧୋଇ ପାଧୋଇ ଆପଣ ଭଗବାନ ଗଣେଶ ଙ୍କୁ ସଜାଇ ତାଙ୍କ ପାଖରେ ଫୁଲ ଓ ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ ।

ଆପଣ ଗଣେଶ ପୂଜା ଦିନ ଏକ କାମ କେବେ ଭି କରିବେ ନି ଆପଣ କେବେ ଭି ଏହି ଦିନ ଚାନ୍ଦ କୁ ଦେଖିବେ ନି ଏହାର କାରଣ ହେଉଛି କି ଆପଣ ଯଦି ଚାନ୍ଦ କୁ ଦେଖିବେ ତେବେ ଆପଣଙ୍କ ଦେହରେ କଳଙ୍କ ଲାଗିବ । ଭଗବାନ ଗଣେଶ ଏହା ଅଭିଶାପ ଦେଇ ଛନ୍ତି ଚାନ୍ଦ କୁ । ଠାରେ ଭଗବାନ ଗଣେଶ ନିଜ ମୂଷା ଉପରେ ବଶୀ ଜଲ୍ଦି ଜଲ୍ଦି ରେ ଯାଉ ଥିବା ବେଳେ ହଠାତ ପଡି ଯାଇ ଥିଲେ । ସେ ଉଠିକି ସବୁ ଆଡକୁ ଦେଖିଲେ ଓ ଭାବିଲେ କେହି ଯେମିତି ଏହାକୁ ନଦେଖୁ । ହଠାତ ତାଙ୍କୁ ଏକ ହସ ଶୁଭା ଯାଉଥିଲା ଏହା ଥିଲା ଚନ୍ଦ୍ରମା ଭଗବାନ ଙ୍କ ସେ ତାଙ୍କୁ ହସି କହିଲେ ପେଟୁ ଗଣେଶ ଭଗବାନ ଲଡୁ ଧରି ଯାଉଥିବା ବେଳେ ପଡି ଗଲେ ।

ଏହା ଶୁଣି ଭଗବାନ ଗଣେଶ ତାଙ୍କୁ ରାଗିକି କହିଲେ କି ତୁମେ ଏବେ ଅଦୃଶ୍ୟ ହୋଇଯିବ । ସେ ଅନେକ ବିନତି କରିବା ପରେ ତାଙ୍କୁ ଭଗବାନ ଗଣେଶ କହି ଥିଲେ କି ତୁମେ ଅଦୃଶ୍ୟ ନିଶ୍ଚୟ ହେବ କିଛି ଦିନ ପରେ ପରେ ପୁଣି ଆସିବ । ସେଇ ପାଇଁ ଅମାବାଶ୍ୟା ଓ ପୂର୍ଣ୍ଣିମା ହୋଇ ଥାଏ । ଭଗବାନ ଗଣେଶ ଦେଇ ଥିବା ଅଭିଶାପ ଅନୁସାରେ ଗଣେଶ ଚତୁର୍ଥୀ ଦିନ ଯଦି କେହି ଚାନ୍ଦ ଦେଖି ନିଏ ତାକୁ ଅପମାନିତ ହେବା ପାଇଁ ପଡେ । ଏହାର ଏକ ଉଦାହାର ମହା ଭାରତ କାଳରେ ଅଛି କୃଷ୍ଣ ଭୁଲ ରେ ଠାରେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମା କୁ ଦେଖି ଦେବା ଦ୍ଵାରା ତାଙ୍କ ଉପରେ ହିରାର ଚୋରୀ ଆରୋପ ଲାଗି ଥିଲା । ତେଣୁ ଆପଣ ଏହି କାମ କେବେଭି କରିବେ ନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button