ଜ୍ୟୋତିଷ

ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ ଧିରେ ଧିରେ ହୋଇଯିବ ସର୍ବନାଶ

ଆମ ପରିବେଶ କୁ ସଜାଡି ରଖିବା ଜେଭଳି ଆମ ଦାଇତ୍ଵ ସେହି ଭଳି ଆମ ଘର ଦ୍ଵାର କୁ ମଧ୍ୟ ସଜାଡି ରଖିବା ଆମ ଦାଇତ୍ଵ । ଆପଣ ଜାଣିଥିବେ କି ଘରର ସବୁ ଜିନିଷ ସାଇତି ରଖିବା ଆମ ସଂସ୍କାର ମଧ୍ୟ ଏହା ବିଷୟରେ ଅବୁ ପ୍ରକାର ଧର୍ମ ଗ୍ରନ୍ଥରେ କୁହା ଯାଇଛି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଏହି ଭଳି କିଛି କଥା ଅଛି ଯାହା ପାଇଁ ଆମକୁ ଘର ର ସବୁ ଜିନିଷ ସଠିକ ଜାଗାରେ କିମ୍ବା ସଠିକ ସ୍ଥାନରେ ରଖିବା ପାଇଁ ପଡିବ ।

ଆପଣ ଜାଣିଥିବେ କି ଭଗବାନ ଭି କହିଛନ୍ତି ଯଦି ଯେଉଁ ଜିନିଷ ଯେଉଁ ଜାଗାରେ ନଥାଏ କିମ୍ବା ଘର ଦୟାର ଅପରିଷ୍କାର ଥାଏ ତେବେ ଏହା ଖୁବ ଖରାପ ହୋଇ ଥାଏ ଏହି ଭଳି ଜାଗାରେ ଭଗବାନ ବାସ କରନ୍ତି ନି ।

ସେହି ଭଳି ଜାଗାରୁ ଭଗବାନ ସବୁ ଦିନ ପାଇଁ ଚାଲି ଯାଇ ଥାନ୍ତି । ଯେଉଁ ଜାଗାରେ ଅସନା କିମ୍ବା ଅପରିଷ୍କାର ଜିନିଷ ଥାଏ ସେହି ଜାଗାରେ ଆମେ ନାକାରାତ୍ମକ ଶକ୍ତିର ସଂଚାର ଦେଖିବା ପାଇଁ ପାଇଥାଉ । ଏବେ ଜାଣିବା ଆସନ୍ତୁ ଆମ ଘରେ ଥିବା ଜିନିଷ କୁ ବାସ୍ତୁ ସାତର ଅନୁସାରେ ସଠିକ ଜାଗାରେ ନରଖିଲେ କମ ଅସୁବିଧା ହୋଇ ଥାଏ । ସବୁ ପ୍ରକାର ଖରାପ ପ୍ରଭାବ ଆମ ଜୀବନରେ ପଡିଥାଏ । କୁହାଯାଏ ଆମେ ଯେଉଁ ଜାଗାରେ ରହୁ କିମ୍ବା ଆମେ ଯେଉଁ ଜାଗାରେ ଥାଉ ସେହି ଜାଗାରୁ ଆହୁରି ତଳ ସ୍ତର କୁ ଆମେ ଚାଲି ଯାଉ କିମ୍ବା ଆମେ ଆହୁରି ଖରାପ ଅବସ୍ଥାକୁ ଚାଲି ଯାଇ ଥାଉ ।

ଆମେ ଖରାପ ପରିଣାମ ଭୋଗ କରୁ ଦାରିଦ୍ରା ଦୁଃଖ କଷ୍ଟ ଭଳି ଅନେକ ଜିନିଷ ଆମ ପାଇଁ ଆସିଥାଏ । ତେବେ ଆମ ଶୋଇବା ଗହରେ ଥିବା ଖାତା ତଳେ ଆମେ କିଛି ଜିନିଷ ରଖିବା ଅନୁଚିତ ଅଟେ । ଅନେକ ଲୋକମାନେ ଜାଗା ଅଭାବରୁ ଜୋଟା କୁ ଖାତା ତଳେ ରାଖୀ ଦେଇ ଥାନ୍ତି ଏହି ଭଳି କରିବା ନୁଚିତ ଅଟେ ଏହି ଭଳି କରିବା ଦ୍ଵାରା ଘରେ ସବୁ ବେଳେ ଅସାନ୍ତି ଲାଗି ରହି ଥାଏ । ପାପୋଛ ଏହାକୁ ଆମେ ସାଧାରଣ ଭାବେ ଖଟ ତଳେ ଭୁଲ ରେ ରଖୀ ଦେଇ ଥାଉ ।

ଶୋଇବା ଆଗରୁ କିଛି ଲୋକ ପାଦ ପୋଛିକି ଖଟକୁ ଜୀବ ପାଇ ପସନ୍ଦ କରନ୍ତି କିନ୍ତୁ ଆପଣ ନଜର ର୍କାହିବେ ଏହା ସାମନାରେ ରହିବା ଭଲ କିନ୍ତୁ ଜେଭଳି ଏହା ଖାତା ତଳକୁ ନ ଯାଏ । କାରଣ ଆମେ ଏଥିରେ ପାଦ ପୋଛୁ ଯାହା ପାଇଁ ଏଥିରେ ଖରାପ ଜୀବାଣୁ ସହ ଖରାପ ଶକ୍ତି ମାନେ ଥାନ୍ତି । ତେବେ ଏହାକୁ ଖଟ ତଳେ ରଖିବା ଦ୍ଵାରା ଆପଣ ଅକାରଣ ରେ ଧନ ହାନି କରିବେ । ଏହା ପରେ ଆସେ ଆପଣ ଯଦି ଭଙ୍ଗା ଖଟ ରେ ସଉ ଛନ୍ତି କିମ୍ବା ଭଙ୍ଗା ତଳ ଥିବା ଜାଗାରେ ସୟନ ଖଟ ରଖୁଛନ୍ତି ତେବେ ଏହା ଦ୍ଵାରା ଦାରିଦ୍ରତା ଲାଗି ରହି ଥାଏ ଏହା ପାଇଁ ଆପଣ ତୁରନ୍ତ ନିବାରଣ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button