ଜ୍ୟୋତିଷ

1 ସେପ୍ଟେମ୍ବର ଠାରୁ ଏହି ୩ଟି ରାଶିର କୁଣ୍ଡଳି ରେ ବଡ ପରିବର୍ତନ ଘଟୁଛି ରାଜଯୋଗ ଆସିବ ଖୁସିର ଦିନ ଓ ଅଚାନକ ଧନଲାଭ

ଗ୍ରହ ମାନଙ୍କ ଚାଳନ ସବୁ ମାସ ଅନୁସାରେ ବଦଲୂ ଥାଏ ମଣିଷ ତାର ରାଶି ଚକ୍ର କୁ ବାର ଦେଖି କେଉଁ ଦଶା ଭୋଗ ହେଉଛି ଦେଖି ଥାଏ । ଯାହା ଦ୍ଵାରା ସେ ଜାଣି ପାରିବ କି କେଉଁ ପ୍ରକାର ଫଳ ତାକୁ ମିଳିବା ପାଇଁ ଯାଉଛି । ଏବେ ଆସନ୍ତୁ ଜାଣିବା କି କେଉଁ ରାଶି ମାନଙ୍କ ପାଇଁ ଶୁଭ ଅଟେ । ଆସନ୍ତା ସେପ୍ଟେମ୍ବର ମାସରେ ଏହି ରାଶି ମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ ଅପାଇନ ଯାଉଛି କାରଣ ଏମାନେ ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି ।

ଯାହା ଦ୍ଵାରା ଆମେ ଦେଖିବା ପାଇଁ ଗଲେ ଏମାନଙ୍କ ପାଖରେ ସବୁ ପ୍ରକାର ଧନ ଧାନ୍ୟ ସୁଖ ସମୃଦ୍ଧି ଆସିବା ପାଇଁ ଲାଗିବ । ଯେଉଁ ମାନେ କିଛି ନା କିଛି ଶାରୀରିକ ପୀଡାରେ ଥିଲେ ସେମାନେ ଏବେ ସେହି ସବୁରୁ ବାହାରେ ଆସିଯିବେ କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବାକି ଯେଉଁ ମାନେ କିଛି ବ୍ୟବହାର ଦ୍ରବ୍ଯ କିଣିବା ପାଇଁ ଚାହୁଁ ଥିଲେ ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

ତେବେ ଆସନ୍ତୁ ଜାଣିବା କି କେଉଁ ରାଶି ମାନେ ଏହି ଭଳି ଶୁଭ ଲାଭ ପାଇବା ପାଇଁ ଯାଉଛନ୍ତି । ସେହି ଭାଗ୍ୟଶାଳି ରାଶି ମାନେ ହେଉଛନ୍ତି । ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି ।

ବୃଷ ରାଶି – ଏହି ରାଶିର ଲୋକମାନେ ସବୁ ବେଳେ କିଛି ନା କିଛି କାମରେ ବ୍ୟସ୍ତ ରୁହନ୍ତି ସେହି ସାଧାରଣତଃ ଏହି ରାଶିର ଲୋକମାନେ ସବୁ ବେଳେ ଅନ୍ୟ ମାନଙ୍କ ଅପେକ୍ଷା ନିଜକୁ ଉପରକୁ ରଖନ୍ତି । ଏହି ରାଶିର ଲୋକ ମାନେ ଏବେ ପ୍ରମୋଶନ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ କିଛି ଯୋଜନା କରିଛନ୍ତି ନିଜ ବ୍ୟବଶାୟ କୁ ବଢାଇବା ପାଇଁ ତାହା ସଫଳ ହେବ । ବିଦ୍ୟାର୍ଥୀ ମାନେ ଭଲ ପରିଣାମ ପାଇବେ ।

ମିଥୁନ ରାଶି – ଏହି ରାଶିର ଲୋକମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଏମାନେ ସବୁ ବେଳେ ଭଲ ପରିଣାମ ପାଇବା ରୁ ବଞ୍ଚିତ ହୋଇ ଥାନ୍ତି କେବଳ ଏମାନଙ୍କ ଆଳସ୍ୟ ପଣ ପାଇଁ ମାତ୍ର ଏହି ମସରେ ଏମାନେ ଭଲ ପରିଣାମ ପାଇବେ । କିଛି ବ୍ୟକ୍ତି ମାନେ ଯେଉଁ ମାନେ ନିଜର ବିବାହ ପାଇଁ ଭାବୁ ଛନ୍ତି ସେମାନେ ବିବାହ କରି ପାରିବେ । ଏହି ରାଶିର ଲୋକମାନେ ନିଶ୍ଚିତ ଭାବେ ମା ଲକ୍ଷ୍ମୀ ଙ୍କ ଦୟାରୁ ଧନ ପ୍ରାପ୍ତି ମଧ୍ୟ କରିବେ ।

କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ମାନେ ଏହି ଆସନ୍ତା ମାସରେ ଲାଭ ବାନ ହେବ ଅପାଇନ ଯାଉଛନ୍ତି । ସେମାନେ ଧନ ଲାଭ କରିବେ । ଚାକିରି ରେ ଉର୍ଣ୍ଣତି କରିବେ । ଯେଉଁ ମାନେ ବେସରକାରୀ ଚାକିରି ରେ ଅଛନ୍ତି ସେମାନେ ପ୍ରମୋଶନ କିମ୍ବା ସେମାନଙ୍କ ସାଲାରି ବୃଦ୍ଧି ହେବ । ଯେଉଁ ମାନେ ନିଜ କାମ ପାଇଁ ଅନ୍ୟ ଜାଗାରେ ଚେଷ୍ଟା କରୁଥିଲେ ସଫଳ ହେବେ । ଦାଂପତ୍ଯ ଜୀବନ ଖୁବ ଶାନ୍ତି ପୂର୍ଣ କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button