ଜ୍ୟୋତିଷ

ସେପଟେମ୍ବର ମାସରେ 5ଟି ରାଶିରେ ମହା ସଂଯୋଗ 7ଟି ରାଶି ସାବଧାନ ରୁହନ୍ତୁ

ରାଶି ମାନଙ୍କ ମଧ୍ୟରେ କେଉଁ ରାଶି ମାନଙ୍କ ସମୟ କିଭଳି ଜୀବ ଆସନ୍ତୁ ଜାଣିବା ୧୨ ଟି ରାଶି ମାନଙ୍କ ର ସେପ୍ଟେମ୍ବର ମାସ କିଭଳି ଜୀବ । ମେଷ ରାଶି – ଆପଣଙ୍କ ମାନେ ଏହୀ ମାସରେ ଭଲ ଫଳ ପାଇବେ ନାଇ । ଆପଣଙ୍କ ଚାକିରି ରେ ମାଧ୍ୟମ ଫଳ ମିଳିବ । ଆପଣ ଯେଉଁ କାମରେ ହାତ ଦେବେ ତାହା ସଫଳ ହେବାର ସମ୍ଭାବନା କମ ଅଛି । ପାରିବାର ରେ ଅସାନ୍ତି ସୃଷ୍ଟି ହୋଇ ପାରେ ।

ବୃଷ ରାଶି – ଆପଣଙ୍କ ପାଇଁ ଏହି ମାସ ଖୁବ ଭଲ ଜୀବ । ଛାତ୍ର ଛାତ୍ରୀ ମାନେ ଭଲ ପରିଣାମ ପାଇବେ । ଏହି ରାଶି ମାନେ ଖୁବ ସଫଳତା ପାଇବେ ନିଜ ବ୍ୟାପାର ରେ । ଏହି ରାଶି ର ଲୋକମାନେ ଯେଉଁ ଭି ଅଧା ଛାଡିଥିବା କାମ କୁ ଆରମ୍ଭ କରିବା ପାଇ ଚାହିଁଲେ ବି ସେଥିରେ ଭଲ ପରିଣାମ ପାଇବେ ।

ମିଥୁନ ରାଶି – ଏହି ରାଶି ପାଇଁ ମାସତି ଖୁବ ଲାଭ ଦାଇ ଅଟେ । ଏହି ରାଶି ଯାହା ପାଇଁ ଭଲ କରିଥିବେ କିମ୍ବା ଯେଉଁ ମାନେ ଏମାନଙ୍କ ପାଖରୁ ସାହାଜ୍ଯ ପାଇଛନ୍ତି ସେମାନେ ଏବେ ଏମାନଙ୍କୁ ଖୁବ ଭଲ ସାହାଜ୍ଯ ପାଇ ପାରିବେ ।

କର୍କଟ ରାଶି – ଏହି ରାଶିର ଲୋକମାନେ କିଛିଭି କରିବା ଆଗରୁ ନିଜ ପରିବାର ସହ କଥା ହେଇକି କାମ କରନ୍ତୁ । ଦେଖିବେ ଆପଣ ଙ୍କ ଏହି ସମୟ ଭଲରେ ଜୀବ । ଏହି ରାଶିର ଲୋକମାନେ ନିଶ୍ଚିତ ଭାବେ କିଛି ଭଲ ଓ କିଛି ଖରାପ ପରିଣାମ ଉଭୟ ପାଇବେ ।

ସିଂହ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ମାସଟି ଖୁବ ଭଲ ଜୀବ । ଜେଉଁ ମାନେ ନିଜ ପାଇଁ କିଛି ଭଲ କିମ୍ବା ଖରାପ ଚିନ୍ତା ନକରିକି ରାଗରେ କିଛି ଭି ନିସ୍ପତି ନେଇ ଯାଇଛନ୍ତି ସେମାନେ କିଛି ଅସୁବିଧାରେ ପଡି ପାରନ୍ତି । ଧନ ଅଯଥା କ୍ଷୟ ହୋଇ ପାରେ ।

କନ୍ୟା ରାଶି – ଏହି ରାଶିର ଲୋକମାନେ ଯାହା ଭି କାମ କରିବେ ଶେଠୀ ପ୍ରତି ସଚୋଟ ହୁଅନ୍ତୁ ଅଧିକା ଲୋଭରୁ ଆପଣ କିଛି ଖରାପ ଜାଗା କିମ୍ବା ସଙ୍ଗତରେ ଫଶୀ ଯାଇ ପାରନ୍ତି । ଆପଣ ଜାଣ ବାହନ ଚଳାଇବା ଅସମୟରେ ଦେଖିକି ଚଳେଇବେ । ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ଆପଣଙ୍କ ଏହି ମାସରେ ହେଉଥିବା ପରୀକ୍ଷା ଖୁବ ଭଲ ଜୀବ ।

ତୁଳା ରାଶି – ଏହି ରାଶି ପାଇଁ ଏହି ମାସ ମିଶା ମିଶି ଫଳ ନେଇକି ଆସୁଛି ଯେଉଁ ମାନେ ନିଜ କାମ ପାଇଁ କେଉଁ ଆଡେ ଯିବାକୁ ଚାହୁଁ ଥିଲେ ଦେଖି ଚାହିଁ କି ଯାଅନ୍ତୁ କାରଣ ଏହି ମାସରେ ଆପଣ କିଛି ଠକାମିର ଶିକାର ହୋଇ ପାରନ୍ତି । ଆପଣ ପରିବାର କିମ୍ବା ବନ୍ଧୁବାନ୍ଧବ ମାନଙ୍କ ପାଖରୁ ଖୁବ ଭଲ ପରିଣାମ ପାଇବେ ।

ବିଛା ରାଶି – ଏହି ରାଶିର ଲୋକମାନେ ଖୁବ ଭଲ ଫଳ ପାଇବେ ଏହି ମାସରେ । ଯେଉଁ ମାନେ ଦେଇଛନ୍ତି ଉଧାର ସେମାନେ ଖୁବ ଭଲ ପରିଣାମ ପାଇବେ । ଯେଉଁ ମାନେ ଆକୁ ନିଜ ପାଠ ପଢା କୁ ଜାରି ରଖିବା ପାଇ ଚାହୁଁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ପଢି ପାରିବେ ।

ଧନୁ ରାଶି – ଏହି ରାଶିର ଲୋକମାନେ ଏହି ମାସରେ କିଛି ଭଲ ପରିଣାମ ପାଇବେ ନି । ଏମାନଙ୍କ କାମରେ ବିଭିନ୍ନ ପ୍ରକାର ଅସୁବିଧା ଆଶିପରେ । ଏହି ରାଶି ମାନେ ଅସୁବିଧା ପରେ ମଧ୍ୟ ଭଲ କାମ କରିବା ପାଇଁ ଚେଷ୍ଟା କରି ପାରିବେ ।

ମକର ରାଶି – ଏହି ରାଶିର ଲୋକମାନେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଏହି ରାଶିର ଲୋକମାନେ ଭଲ ଜାଗାରେ ଚାକିରି ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନଙ୍କ ଘରେ କିଛି ଭଲ କାମ କିମ୍ବା ଶୁଭ କାମ ହେବା ପାଇଁ ଯାଉଛି ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ।

କୁମ୍ଭ ରାଶି – ଏହି ରାଶିର ଲୋକମାନେ ମଧ୍ୟମ ଫଳ ପାଇବା ପାଇଁ ଜାଉଛନ୍ତି । ଏହି ରାଶିର ଲୋକଙ୍କୁ କିଛି ସାମାନ୍ଯ ଲାଭ ମିଳି ପାରେ । ଆପଣଙ୍କ ଗୁରୁତ୍ଵ ପୂର୍ଣ କାମ ନିଶ୍ଚୟ ଭାବେ ଅଟକିଯିବ ।

ମୀନ ରାଶି – ଏହି ରାଶିର ଲୋକମାନେ କିଛି ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ସେମାନେ ଯେଉଁ କାମରେ ହାତ ଦେବେ ସେହି କାମ ହୋଇଯିବ । ଜେଉଁ ମାନେ ସମାଜ ସେବି ଅଛନ୍ତି ସେମାନେ ସମ୍ମାନ ପାଇବେ ସମାଜରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button