ଜ୍ୟୋତିଷ

ଏହି କାମ କରିବା ଦ୍ଵାରା ନାରୀ ଓ ପୁରୁଷ ହୁଅନ୍ତି ଲକ୍ଷ୍ମୀ ଛଡା

ଆମେ ଆମ ଦୈନଦୀନ ଜୀବନରେ ଅନେକ କାର୍ଯ୍ୟ କରିଥାଉ ତା ମଧ୍ୟରୁ କିଛି କଥା କରିବା ଜ୍ୟୋତିଷ ଶାସ୍ତ୍ର ରେ ବାରଣ କରାଯାଇଛି ଏପରି କରିବା ଦ୍ୱାରା ଲଷ୍ମୀ ଛାଡି ଯାଇଥାନ୍ତି ତେଣୁ ସେହିପରି କାର୍ଯ୍ୟ ସବୁ ଶାସ୍ତ୍ର ଅନୁସାରେ କରିବା ଅନୁଚିତ । ନହେଲେ ଘରେ ଓ ପରିବାରରେ ଦାରିଦ୍ରତା ଓ ଅଶାନ୍ତି ଲାଗି ରହିଥାଏ । ତେବେ କଣ ସେହି କାର୍ଯ୍ୟ ଗୁଡିକ ଆସନ୍ତୁ ଜାଣିବା । ଗୁରୁଵାର ଦିନ ଘରର ଵଡ଼ ବୋହୁ ବା ସାନ ବୋହୁ କେବେବି ଆମିଷ ଖାଇବା ଉଚିତ ନୁହେଁ ।

ଘରର ସ୍ତ୍ରୀ ମାନେ ବା ନାରୀମାନେ ଯାହାଙ୍କୁ ଆମେ ଘରର ଲଷ୍ମୀ ବୋଲି କହିଥାଉ ସେ ଝିଅ, ଭଉଣୀ, ସ୍ତ୍ରୀ , ମା ଯାହା ବି ହେଇଥାନ୍ତୁ କିନ୍ତୁ ଯଦି ଗୁରୁବାର ଦିନ ଆମିଷ ଖାଇଲେ ସେହି ଘରୁ ଲଷ୍ମୀ ପଳାଇଥାନ୍ତି । ଗୁରୁବାର ଦିନ ଅନ୍ନ ଛାଡିବା ।

ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଇବା ଭାତ କୁ ନ ଖାଇ ଫି-ଙ୍ଗି-ଦି-ଅ-ନ୍ତି । ଏହା ଅନ୍ନ ର ଅ-ପ-ମା-ନ ହୋଇଥାଏ । ଗୁରୁବାର ଦିନ ଏପରି କରିବା ଦ୍ୱାରା ମା ଲଷ୍ମୀ କ୍ରୋ-ଧ କରିଥାନ୍ତି । ଗୁରୁବାର ଦିନ ଘରର ନାରୀମାନେ କେଶ ଧୋଇବା ଉଚିତ । ପ୍ରତେକ ନାରୀ ଗୁରୁବାର ଦିନ କେଶ ଧୋଇବା ଭଲ ଅଟେ । ଗୁରୁବାର ଦିନ ଯେଉଁମାନେ ନାରୀ ବା ପୁରୁଷ ଯଦି ଲାଉ ସହିତ ଆମିଷ ଖାଆନ୍ତି ତେବେ ସଂସାରରେ ତାଠୁ ଵଡ଼ ପା-ପୀ ଆଉ କେହି ନୁହଁନ୍ତି । ଗାଁ ମାନଙ୍କରେ ଯଦି ରହୁଥିବେ ବା ଆପଣଙ୍କର ମାଟିଘର ଥିବ ତେବେ ଆପଣ ପ୍ରତି ଗୁରୁବାର ଦିନ ଘରକୁ ଗୋବରରେ ଲିପିବା ଉଚିତ ।

ସହରରେ ରହୁଥିବା ନାରୀମାନେ ଗୋବରରେ ତ ଲିପି ପାରିବେ ନାହିଁ ତେଣୁ ଆପଣ ମାନେ ସେହି ଦିନ ଘରକୁ ସଫା ଓ ପରିଷ୍କାର ରଖିବେ । ଓ ଗୋବରର ପାଣି ଏବଂ ଗଙ୍ଗା ଜଳ ପକେଇବେ ଏପରି କରିବା ଦ୍ୱାରା ଘର ପବିତ୍ର ହୋଇଥାଏ । ଗୁରୁବାର ଦିନ କେବେବି ମୁଣ୍ଡରେ ତେଲ ଲଗାଇବେ ନାହିଁ । ଯେଉଁ ନାରୀ ନିଜ ଶାଶୁ ଶ୍ୱଶୁର ଙ୍କୁ ସମ୍ମାନ ଦିଏ ନାହିଁ ତାଙ୍କ ଉପରେ ଅ-ତ୍ୟା-ଚା-ର- କରେ ସେହିପରି ଘରେ ଲଷ୍ମୀ ରୁହନ୍ତି ନାହିଁ । ଯେଉଁ ନାରୀ ସର୍ବଦା କଳହ ଓ ଅଶାନ୍ତି ଘରେ ସୃଷ୍ଟି କରେ ସେହି ନାରୀ ଓ ସେହି ଘରୁ ଲଷ୍ମୀ ସର୍ବଦା ପାଇଁ ଚାଲିଆସନ୍ତି ।

ଯେଉଁ ନାରୀ ଗୁରୁବାର ଦିନ ପିଲାଙ୍କୁ ମା-ରେ ବା ଗା-ଳି ଦିଏ ସେହି ଘରେ ଲଷ୍ମୀ ଆଉ ବାସ କରନ୍ତି ନାହିଁ । ପ୍ରତେକ ଦିନ ଯଦି ସନ୍ଧ୍ୟା ସଠିକ ସମୟରେ ନ ଦେଉଥାନ୍ତି ଅର୍ଥାତ ସନ୍ଧ୍ୟା ସମୟ ଅତିକ୍ରମ କରି ସାରିବା ପରେ ସନ୍ଧ୍ୟା ଦେବା ଦ୍ୱାରା ମା ଲଷ୍ମୀ କ୍ରୋ-ଧ କରନ୍ତି । ଯଦି କୌଣସି ସ୍ତ୍ରୀ ର ଋତୁସ୍ରାବ ସମୟରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ଶା-ରୀ-ରି-କ ସ-ମ୍ପ-ର୍କ ରଖିବେ ତେବେ ସେହି ଘରେ ଦାରିଦ୍ରତା ଦେଖା ଦେଇଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଗଧୋଇବା ପରେ ଶରୀର ରେ ତେଲ ବା କେଶ ରେ ତେଲ ଲଗାଇଥାନ୍ତି କିନ୍ତୁ ଏପରି କରିବା ଅନୁଚିତ କେବେବି ଗାଧୋଇବା ପରେ ତେଲ ଲଗାଇବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button