ଜ୍ୟୋତିଷ

କୁକୁର କଣ ପାଇଁ ସମସ୍ତଙ୍କ ସାମନାରେ ସେକ୍ସ କରିଥାଏ | କୁକୁରର ଭୟଙ୍କର ରହସ୍ୟ

ଆପଣ ମାନେ ଜାଣି ଥିବେ ଆମ ଦେଶରେ ଅନେକ ଲୋକ କଥା ଅଛି । ସେହି ଲୋକ କଥା ଅନୁସାରେ କୁହା ଯାଇଛି କି କୁକୁର ମାନେ ସବୁ ବେଳେ ସମାଜ ସାମନାରେ ଖୋଲା ଖୋଲି ଭାବେ ସମ୍ପର୍କ ସ୍ଥାପନା କରି ଛନ୍ତି । ଏହା ତାଙ୍କୁ ଦ୍ରୋପତି ଙ୍କ ଦ୍ଵାରା ଅଭିଶାପ ମିଳି ଥିଲା ।

ଏହି ଲୋକ କଥା ଅନୁସାରେ ଦ୍ରୋପତି ଙ୍କୁ ବିବାହ କରିଥିଲେ ପ୍ରଥମେ ଅର୍ଜୁନ । କାରଣ ସେ ତାଙ୍କୁ ଜିତି ଥିଲେ ସ୍ୱାୟମ ବାର ରେ । ଦେଖିବା ପାଇଁ ଗଲେ ଏହି ବିଷୟରେ କେଉଁ ଜାଗାରେ ଭି ସମ୍ପୂର୍ଣ ଭାବେ ଏହି ଘଟଣା ଉପରେ ଆଲୋକ ପାତ କରା ଯାଇ ନାହି । ଏହା ପରେ ଅର୍ଜୁନ ନିଜ ନବ ବିବାହିତ ସ୍ତ୍ରୀ ଙ୍କୁ ନେଇକି ଆସିଲେ ନିଜ ମା ଙ୍କ ପାଖକୁ । ସେହି ସମୟରେ ତାଙ୍କ ମା ସନ୍ଧ୍ୟା ଦେଉଥିଲେ ।

ଅର୍ଜୁନ କହିଲେ ଆପଣଙ୍କ ପାଇଁ ମୁ ଏକ ନୂଆ ଜିନିଷ ଆଣିଛି । ଏହା ଶୁଣିବା ପରେ ତାଙ୍କ ମା କହିଲେ ଯାହା ଭି ଆଣିଛ ନିଜ ନିଜ ଭିତରେ ବାନ୍ତି ନିଅ । ଏହା ଶୁଣିବା ପରେ ଅର୍ଜୁନ ନିଜ ପତ୍ନୀ ଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଯାଇକି ନିଜ ଭାଇ ମାନଙ୍କ ମଧ୍ୟରେ ବାନ୍ତି ଦେଇ ଥିଲେ କହିବା ପାଇଁ ଗଲେ ସେ ବିବାହ କରି ଥିଲେ ପଞ୍ଚୁ ପାଣ୍ଡବ ଙ୍କ ସହ । କିନ୍ତୁ ଏହା ଏକ ନୂଆ ଅସୁବିଧା କୁ ସାମନାକୁ ଆଣିଥିଲା ସେ ଥିଲା ସବୁ ଭାଇ ଙ୍କର ସ୍ତ୍ରୀ ହେବା ପରେ ସେ କାହାକୁ ସମୟ ଦେବେ ଏହା ପାଇଁ ଏକ ଆଲୋଚନା ଚାଲି ଥିଲା ।

ଶେଷରେ ନିସ୍ପତି ନିଆ ଗଲା କି ଦ୍ରୋପତି ପ୍ରତେକ ବର୍ଷ ଯାଏ ମାନେ ଏକ ବର୍ଷ କେବଳ ଏକ ପାଣ୍ଡବ ଙ୍କ ସହ ବିତାଇବେ । ତେଣୁ କରି ଏହା ଧାର୍ଯ୍ୟ କର ଅଗଲା କି ଯେତେବେଳେ ଦ୍ରୋପତି କାହା ସହ ସମୟ ଅତି ବାହିତ କରୁଥିବେ ସେହି ସମୟରେ ସେ ଆଉ କାହା ସହ ସମ୍ପର୍କ ସ୍ଥାପନା କରିବେ ନି କି ସେହି କକ୍ଷକୁ କେହୀ ଯିବେ ନାହି । ତେଣୁ କରି ଯେତେବେଳେ ଦ୍ରୋପତି ଅର୍ଜୁନ ଙ୍କ ସହ ତାଙ୍କ ବର୍ଷ ରେ ସମୟ ଅତି ବାହିତ କରୁଥିଲେ ସେତେବେଳେ ଅର୍ଜୁନ ଦୁଆର ମୁହଁ ରେ ନିଜର ପାଦୁକା କୁ ରାଖୀ ଦେଇ ଥିଲେ

ଓ ସେ ସେଠାରୁ ଚାଲି ଯାଇ ଥିଲେ ଭିତରକୁ ସେହି ସମୟରେ ଏକ ଶ୍ଵାନ କିମ୍ବା କୁକୁର ଛୁଆ ଗୋଟେ ଆସି ସେଠାରୁ ସେହି ପାଦୁକା କୁ ନେଇ ଯାଇ ପାଖ ଜଙ୍ଗଲ କୁ ଖେଳି ଖେଳି ଚାଲୀ ଯାଇଥିଲା । କିଛି ସମୟ ପରେ ସେଠାରେ ଭୀମ ଉପସ୍ଥିତ ହୋଇ ଥିଲେ ଓ ଦ୍ଵାରା ବ୍ବାହାରେ କାହାର ପାଦୁକା ନ ଦେଖି ସେ ସିଧା ସଳଖ ଭାବେ ସୟନ କକ୍ଷାକୁ ପ୍ରବେଶ କରି ଗଲେ ।

ଦେଖିଲେ କି ସେଠାରେ ଦ୍ରୋପତି ଓ ଅର୍ଜୁନ ଥିଲେ ଦ୍ରୋପତି ଏଥି ପାଇଁ ଖୁବ୍ବ ଲାଜ୍ୟା ଅନୁଭବ କଲେ ଓ ସେଠାରେ ସେ ଭୀମା ଙ୍କୁ ପଚାରିଲେ କି ତୁମେ କଣ ପାଦୁକା ଦେଖି ନଥିଲା ଭୀମ ମନା କରିବାରୁ ସେ ଦୁହେଁ ସେଠାରୁ ଅର୍ଜୁନ ଙ୍କ ପାଦୁକା ଦେଖିବା ପାଇ ଗଲେ ଓ ପାଖ ଜଙ୍ଗଲ ରେ କୁକୁର କୁ ଦେଖିଲେ ଶେଠୀ ପାଇଁ ଲାଜ୍ୟା ରେ ଜର୍ଜରିତ ଦ୍ରୋପତି କୁକୁରକୁ ଅଭିଶାପ ଦେଇଥିଲେ କି ସବୁ ଲୋକଙ୍କ ଆଗରେ ନିଜର ସମ୍ପର୍କ ରକ୍ଷା କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button