ଜ୍ୟୋତିଷ

ବାଛନ୍ତୁ ଓ ଜାଣନ୍ତୁ ଆପଣ କଣ ପାଇବେ ଆଗାମୀ ଦିନରେ- Astro Quiz

ପ୍ରତେକ ଲୋକ ମାନେ ତାଙ୍କ ଜୀବନରେ କିଛି ନା କିଛି ପାଇବା ପାଇଁ ଆସା ରାଖୀ ଥାନ୍ତି । ଆମେ ମାନେ ହେଳୁ ମଣିଷ ଯେଉଁ ମାନେ କେବେବି ନିଜ ଆସା କୁ ଅଧାରେ ଛାଡି ନଥାନ୍ତି । ଯାହା ଆମକୁ ଏକ ଭଲ ରାସ୍ତା ଦେଖାଇ ଥାଏ । ତେବେ ଆମେ ଆଜି ଆପଣଙ୍କୁ କହିବା ପାଇଁ କାହିଁ ବୁ କି ଆମେ ଯାହା ଭି କରୁ କିମ୍ବା ଆମେ ଯାହା ଭି ଚିନ୍ତା କରୁ ପାଇବା ପାଇଁ ।

ତାହା ଏତେ ସହଜରେ ମିଳି ଯାଇ ନଥାଏ ଏଠି ପାଇଁ ଆମକୁ ଖୁବ ପରିଶ୍ରମ କରିବା ପାଇଁ ପଡେ । ଯଦି ଆପଣ ନିଜ ପାଇଁ ଓ ନିଜ ପାରିବା ପାଇଁ କିଛି କରିବାର ସ୍ଵପ୍ନ ଦେଖିବେ ମାତ୍ର ଏହା ପାଇଁ କିଛି ଭି ଚେଷ୍ଟା କରିବେନି । ଏହା କଣ ସମ୍ଭବ କି ଆପଣଙ୍କ ଆସା ସାଙ୍ଗେ ସାଙ୍ଗେ ପୂରଣ ହୋଇ ଜୀବ ।

ଜିନ କେବଳ କାହାଣୀରେ ଥାଏ ଯାହାକୁ ଆମେ କିଛି ମାଗିବା ଓ ତାହା ଖୁବ ଶୀଘ୍ର ପୂରଣ ହୋଇ ଜୀବ । ଆପଣ ମାନେ ଜାଣିଥିବେ କି କିଛି କାମ କିମ୍ବା କୀଚଚି ଲୋକ ମାନେ ଏଭଳି ଅଛନତି ଯେଉଁ ମାନେ ପରିଶ୍ରମ କରିବା ଅପେକ୍ଷା ବସିକି ଖାଇବା ଖୁବ ଭଲ ପାନ୍ତି ଯଦି ଆମେ କହିବା ଯେଉଁ ମାନେ ଆମ ସମାଜରେ ଉଚ୍ଚ ପଦ କିମ୍ବା ଖୁବ ନା ରଜନ କରିଛନ୍ତି ସେମାନେ କେବଳ ବଡ ବଡ କଥା କହି ଓ ବଡ ଲୋକ ଥିବାରୁ ଏହା ସମ୍ଭବ ।

ତାହେଲ ଆମେ ଭଲ ଅଛୁ କାରଣ ଏଭଳି କିଛି ବ୍ୟକ୍ତିତ୍ବ ଆମେ ମାନେ ଜାଣିଛୁ ଯେଉଁ ମାନଙ୍କ ଘରେ ଖାଇବା ପାଇଁ ନ ଥାଏ ମାତ୍ର ସେମାନେ ନିଜ ଇଚ୍ଛା କୁ କେବେ ହେଲେ ଏହି ସବୁ ଜିନିଷ ଭିଆତରେ ଆସିବା ପାଇଁ ଦେଇ ନାହାନ୍ତି । କାରଣ ହେଉଛି କି ଆମେ ଲକ୍ଷ ପଥରେ ଚାଲିବା ପାଇଁ ଯଦି ଆପଣ ଥରେ ସ୍ଥିର କଲେ ମାନେ ଆଉ ପଛକୁ ଫେରି ଅଣନନ୍ତୁ ନି । ତେବେ ଆସନ୍ତୁ ଆଜି ଜାଣିବା କି ଆମେ କେଉଁ ମାନେ କଣ ପାଇବା ପାଇଁ ଯାଉ ଛନ୍ତି । ଆମେ ଆପଣାକୁ କିଛି ନମ୍ବର ଦେଖାଇବୁ ଆପଣ ଏହା ସହ କହିବେ କି ଆପଣଙ୍କୁ କିଭଳି ପାଇବେ ।

ଏହା ଏକ ଲଭ ଗେମ୍ ଅଟେ । ଏଥିରେ ଆପଣଙ୍କୁ ଭାବିକି ଏକ ନମ୍ବର ବାଛିବାକୁ ହେବ । ଦେଖିବା ଆପଣଙ୍କୁ ଭବିଷ୍ୟତରେ କଣ ମିଳିବ । ସଂଖ୍ୟା ଗୁଡ଼ିକ ହେଲା ୧,୩,୫,୭ । ନମ୍ବର ୧ ବାଛିଥିବା ବ୍ୟକ୍ତିଙ୍କୁ ଘର ଓ ଗାଡି, ନମ୍ବର ୩ ବାଛିଥିବା ବ୍ୟକ୍ତିଙ୍କୁ ଚାକିରୀ ଓ ପ୍ରେମ, ନମ୍ବର ୫ ବାଛିଥିବା ବ୍ୟକ୍ତିଙ୍କୁ ବିବାହ ଓ ପଇସା, ନମ୍ବର ୭ ବାଛିଥିବା ବ୍ୟକ୍ତିଙ୍କୁ ସାଙ୍ଗ ଓ ପ୍ରେମ ମିଳିବାକୁ ଯାଉଛି ଆଗାମୀ ଦିନରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button