ରାଜ୍ୟ
-
ସ୍ବାସ୍ଥ୍ୟ ମନ୍ତ୍ର: ନେତୃତ୍ବ ନେଉଥିବା ଲୋକ ମାନସିକସ୍ତରରେ ସବଳ ହେବା ଉଚିତ
ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛି। ଅନେକ ନୂଆ ଚେହେରାଙ୍କ ଉପରେ ଏଥର ଓଡ଼ିଶାର ଶାସନ ଭାର ରହିଛି। ସେମିତି ଜଣେ ନୂଆ ଚେହେରା ହେଉଛନ୍ତି ଢେଙ୍କାନାଳ ନିର୍ବାଚନମଣ୍ଡଳୀର…
Read More » -
ହାଇକୋର୍ଟଙ୍କ ନିଆରା ଜାମିନ ସର୍ତ୍ତ: ଶହେ ଗଛ ଲଗାଇବେ, ୨ ବର୍ଷ ରକ୍ଷଣାବେକ୍ଷଣ କରିବେ
କଟକ: ମାଲକାନଗିରି ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ରେ ଥିବା ଜଣେ ଅଭିଯୁକ୍ତକୁ ହାଇକୋର୍ଟ ଜାମିନ ଦେବା ସହିତ ଶହେ ବୃକ୍ଷରୋପଣ ଭଳି ନିଆରା ସର୍ତ୍ତାରୋପ କରିଛନ୍ତି।…
Read More » -
ମାଟି ତଳୁ ମଣିଷଙ୍କୁ ଉଦ୍ଧାର କରିବେ କୁକୁର
ଭାରତରେ ପ୍ରଥମ ଥର ଓଡ଼ିଶା ଅଗ୍ନିଶମ ବିଭାଗରେ ସାମିଲ ହୋଇଥିବା ୧୦ ସନ୍ଧାନୀ କୁକୁରଙ୍କ ତାଲିମ ଆରମ୍ଭ ହୋଇଛି। ଏନ୍ଡିଆର୍ଏଫ୍ରେ ଏହି କୁକୁରଙ୍କୁ ୫୬ ସପ୍ତାହର ତାଲିମ…
Read More » -
ପୋଟେରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର; କୁଆଡେ ଯାଉଛି ବାଲି?
ମାଲକାନଗିରି: ଜିଲ୍ଲାରେ ଏବେ ବାଲି ମାଫିଆଙ୍କ ରାଜ। ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାର ଯାଞ୍ଚ ତଥା ତଦାରଖ କରିବାରେ ସଂପୃକ୍ତ ବିଭାଗ ଫେଲ…
Read More » -
ଧାନବିଲ ଦଳିଦେଲେ ହାତୀ: ଡେରାସ ଫାଟକରେ ଗ୍ରାମବାସୀଙ୍କ ଧାରଣା
ମେଣ୍ଢାଶାଳ: ଆଜି ସନ୍ଧ୍ୟାରେ ଏକ ୧୮ଟିକିଆ ହାତୀପଲ ଚନ୍ଦକା କଣ୍ଟାବାଡ଼ ନିକଟସ୍ଥ ଗହୀରରେ ୬ଏକରରୁ ଅଧିକ ଧାନବିଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲକୁ ଘଉଡ଼ାଇବାରେ ବନ ବିଭାଗ…
Read More » -
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ରାଷ୍ଟ୍ରପତି: ‘ଅଧିକ ଗବେଷଣା ପ୍ରାଚୀନ ଆୟୁର୍ବେଦ ପ୍ରତି ଆସ୍ଥା ବଢ଼ାଇବ
ପୁରୀ: ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ…
Read More » -
ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର
ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷର ଆଚାର୍ଯ୍ୟ ପ୍ରଶିକ୍ଷଣ ୫ଟି ପ୍ରଶିକ୍ଷଣ କେନ୍ଦ୍ରରେ ୫ଟି ସ୍ତର ଆଧାରରେ ଡିସେମ୍ବର ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା…
Read More » -
୩ ହାତୀ ମୃତ୍ୟୁ ଘଟଣା: ବଦଳି ହେଲେ ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି
ରେଢ଼ାଖୋଲ: ହାତୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କୁ ପିସିସିଏଫ୍ ଅଫିସକୁ ବଦଳି କରାଯାଇଛି। ଏଣେ ସମ୍ବଲପୁର ଡିଏଫଓ…
Read More » -
ରାତି ଅଧରେ ବେଆଇନ୍ ଗୋ-ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ
ଭଦ୍ରକ: ରାତି ଅଧରେ ବେଆଇନ୍ ଗୋ-ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ। ଭଦ୍ରକ ଟାଉନ ପୁଲିସ ଓ ପୁରୁଣାବଜାର ପୁଲିସକୁ ମିଳିତ ଚଢ଼ାଉରେ ସଫଳତା। ଏକ ଭ୍ୟାନ୍ରେ…
Read More » -
ସରକାରକୁ ବଦନାମ କରିବା ଲାଗି ମନୁଷ୍ୟକୃତ ଆଳୁ ଅଭାବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ବର: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ ତିଆରି…
Read More »