ରାଜ୍ୟ
-
ରାଷ୍ଟ୍ରପତି ଭବନରେ ରାତ୍ରଭୋଜନ ପାଇଁ ଦିଲ୍ଲୀ ଯିବେ କୋରାପୁଟର ବିଜୟାନନ୍ଦ
କୋରାପୁଟ: ଗଣତନ୍ତ୍ର ଦିବସରେ ରାଇସିନାହିଲ୍ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ରାତ୍ରିଭୋଜନରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇଛନ୍ତି ଜଣେ କୋରାପୁଟିଆ। ଷ୍ଟାର୍ଟଅପ୍ ବାୟୋ-ପାୟୋନିଅର୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠାତା ଡ.…
Read More » -
୪ ଡିଗ୍ରିରେ ଘୁ.ଉଦୟଗିରି
ଘୁ.ଉଦୟଗିରି/ଭୁବନେଶ୍ବର: ସାରା କନ୍ଧମାଳ ଏବେ ୧୦ଡିଗ୍ରି ସେଲ୍ସିୟସ୍ ତଳେ ଥରୁଛି। ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ୪ଡିଗ୍ରି ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମଗ୍ର ଜିଲ୍ଲାରେ ଶୀତର ପ୍ରକୋପ…
Read More » -
ବଡ଼ବଡ଼ିଆ ତୁରନ୍ତ ରାସନ କାର୍ଡ ଫେରାନ୍ତୁ: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ରାସନ କାର୍ଡ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଇ-କେୱାଇସି ଯାଞ୍ଚ ପରେ ସରକାରୀ କର୍ମଚାରୀ, ଓଏଏସ୍ ଅଧିକାରୀ, ଡାକ୍ତର,…
Read More » -
ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲଦଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ ଜଣେ ଦୁଷ୍କର୍ମକାରୀଙ୍କୁ…
Read More » -
ଘୋଷଣାରେ ଅଟକିଲା ଗୁପ୍ତେଶ୍ବର ଜୈବବିବିଧତା ଐତିହ୍ୟସ୍ଥଳ
କୋରାପୁଟ: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗତ ବର୍ଷ ୨୦୨୪ ପେବ୍ରୁଆରି ୮ତାରିଖ ଦିନ ରାଜ୍ୟର ଚତୁର୍ଥ ଜୈବବିବିଧତା ଐତିହ୍ୟସ୍ଥଳ ଭାବେ ଗୁପ୍ତେଶ୍ବର ଜଙ୍ଗଲ, ପୀଠକୁ…
Read More » -
ନରହନ୍ତା ଭାଲୁର ଆତଙ୍କ: ବାପା, ପୁଅଙ୍କୁ ମାରିଦେଲା, ବନ କର୍ମଚାରୀ ଗୁରୁତର
ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାରେ ଛତିଶଗଡ଼ କାଙ୍କେର ଜିଲ୍ଲା ଜେଲାନକାସା ଜଙ୍ଗଲରେ ଆତଙ୍କ ଖେଳାଇଛି ନରହନ୍ତା ଭାଲୁ। କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ଯୁବକ ଭାଲୁ…
Read More » -
ଦୟା, ମକରା, ଲୁଣା ଜଳ ବିଷ: ଭୁବନେଶ୍ବରର ବର୍ଜ୍ୟରେ ପୁରୀ ଜିଲ୍ଲା ଅଣନିଃଶ୍ବାସୀ
ପୁରୀ: ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ ଓ ବ୍ରହ୍ମଗିରି ଦେଇ ପ୍ରବାହିତ ହେଉଥିବା ନଦୀଜଳ ବିଷ ପାଲଟିଲାଣି। ବିଶେଷ କରି ଦୟା, ମକରା, ଲୁଣା…
Read More » -
ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର: ଚାଉଳ ପାଇଁ ୧୫କିମି ଯାତ୍ରା
ମୈଦଲପୁର: ଘର କଳାହାଣ୍ଡି ଜିଲ୍ଲ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଜୀବନ ଜୀବିକା ପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ। ଏମିତି କଷ୍ଟକର ଜୀବନ ବିତାଉଛନ୍ତି ଦାବିରିଘାଟି ଗ୍ରାମବାସୀ। ଶିକ୍ଷା,…
Read More » -
ଆଜି ବରଗଡ଼ ବନ୍ଦ: ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣାରେ ୩ ଗିରଫ
ବରଗଡ଼/ବୁର୍ଲା: ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ କୁର୍ଲା ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏବେ ବି ସେ ବୁର୍ଲା ବଡ଼ ଡାକ୍ତରଖାନା…
Read More » -
ନବ ଦାସ ହତ୍ୟା ମାମଲା: କୁଆଡ଼େ ଗଲା ଗୁଳି ବାଜିଥିବା ସାର୍ଟ?
ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ନୂଆ ନୂଆ ଘଟଣା ସାମନାକୁ ଆସୁଛି। ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟକୁ କ୍ରାଇମ୍ବ୍ରାଞ୍ଚ କାହିଁକି ଜବତ କଲାନି…
Read More »