ଜ୍ୟୋତିଷ
-
500 ବର୍ଷ ପରେ ଅଚାନକ ଚମକିବାକୁ ଯାଉଛି ଏହି 5 ରାଶିର ଭାଗ୍ୟ, ଏମାନଙ୍କ ଭାଗ୍ୟରେ ଏବେ ପୁଳା ପୁଳା ଟଙ୍କା ବର୍ଷା
ନମସ୍କାର ବନ୍ଧୁଗଣ, ପଇସା କମାଇ ବଡଲୋକ ହେବାର ସ୍ଵପ୍ନ ମାନବ ସମାଜର ନିଦ ଉଡାଇ ଦେଇଛି । ସମସ୍ତେ ପଇସା ପଛରେ ଦୌଡିବାରେ ଲାଗିଛନ୍ତି । ପଇସା…
Read More » -
ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି 5 ଟି ଜିନିଷ କାହାକୁ ଭୁଲରେ ବି ଦିଅନ୍ତୁ ନାହିଁ, ନହେଲେ ଘରକୁ ମାଡି ଆସିବ ଭୟଙ୍କର ଗରିବୀ ! ଜଲ୍ଦି ଦେଖନ୍ତୁ
ନମସ୍କାର ବନ୍ଧୁଗଣ, ଘରର କିଛି ଜିନିଷ ଉପହାର ସ୍ୱରୂପ ହେଉ ବା ଦାନ ସ୍ୱରୂପ ହେଉ ଅନ୍ୟକୁ ଦେବା ଉଚିତ ହୋଇନଥାଏ । କାରଣ ସେହି ଜିନିଷ…
Read More » -
ଭଲ ସମୟ ଆସିବା ପୂର୍ବରୁ ଦେଇଥାଏ ଏହିସବୁ ସଙ୍କେତ, ସ୍ଵପ୍ନରେ ଯଦି ଏହି ଗୋଟିଏ ଜିନିଷ ଦେଖୁଛନ୍ତି ତେବେ ଜଲ୍ଦି ହେବେ ଧନବାନ
ନମସ୍କାର ବନ୍ଧୁଗଣ, ଆପଣ ସବୁଠାରୁ ଶାନ୍ତିରେ ଥିବା ସମୟ ଆପଣଙ୍କୁ ଖୁସି ଆସିବାର ଆଭାସ ହୋଇଇଥାଏ । ଆଉ ସବୁଠାରୁ ଶାନ୍ତିର ସମୟ ହୋଇଥାଏ ଶୋଇବା ସମୟ…
Read More » -
ସ୍ଵର୍ଗ ର ହକଦାର କିଏ ? ଆମେ କରୁଥିବା ଭଲ କାମ ଆମକୁ ସ୍ଵର୍ଗ ନେଇଯିବ କି ? ସ୍ଵର୍ଗ ଯିବାକୁ ହେଲେ ପୃଥିବୀରେ କିଭଳି ଜୀବନ କାଟିବାକୁ ହେବ ?
ମୃତ୍ୟୁ ପରେ ଜଣେ ରାଜା, ଜଣେ ବ୍ୟବସାୟୀ, ଜଣେ ପଣ୍ଡିତ ଓ ଜଣେ ସାଧାରଣ ଶ୍ରମିକ ସ୍ଵର୍ଗଦ୍ଵାରରେ ଯାଇ ପହଞ୍ଚିଲେ । କାହା ପାଇଆନ ସ୍ଵର୍ଗଦ୍ଵାର ଖୋଲିବ…
Read More » -
ବିବାହରେ ବୟସର ଗୁରୁତ୍ଵ କେତେ ? ଝିଅ ବଡ ଓ ପୁଅ ସାନ ହୋଇଥିଲେ କଣ ବିବାହ କରିବା ଉଚିତ ? ଜାଣନ୍ତୁ ଏନେଇ ଗଗନ ଗୁରୁଜୀ ମହୋଦୟଙ୍କ ମତାମତ
ବିବାହ ଏକ ସାମାଜିକ, ପାରିବାରିକ ଓ ପବିତ୍ର ବନ୍ଧନ ଅଟେ । କାହା ଘରେ ଝିଅ କିମ୍ବା ପୁଅ ବିବାହ ଯୋଗ୍ୟ ବୟସରେ ପହଞ୍ଚିଲେ ସେମାନଙ୍କ ପାଇଁ…
Read More » -
ଶୋଇବା ପୂର୍ବରୁ ଜପନ୍ତୁ ହନୁମାନଙ୍କ ଏହି ସହଜ ମନ୍ତ୍ର, କିଛି ସେକେଣ୍ଡରେ ଦେଖିବେ ଚମତ୍କାର ସବୁ ସମସ୍ଯା ଚୁଟକିରେ ଦୂର ହୋଇଯିବ
ନମସ୍କାର ବନ୍ଧୁଗଣ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରାଯାଇ । କିନ୍ତୁ ବିନା କୌଣସି ମନ୍ତ୍ରରେ ପୂଜା କରିବା ଅଧୁରା ହୋଇଥାଏ । ସମସ୍ତ ଭଗବାନଙ୍କର…
Read More » -
ଆପଣଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥିଲେ ଶୀଘ୍ର ଦେଖନ୍ତୁ, ଜ୍ଯୋତିଷ ଶାସ୍ତ୍ର ଏମାନଙ୍କ ବିଷୟରେ କଣ କୁହେ ?
ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ନାମ ସେହି ମଣିଷର ପରିଚୟ ତେଣୁ ଯେତେବେଳେ ଶିଶୁ ଟିଏ ଜନ୍ମ ଗ୍ରହଣ କରି ସଂସାରକୁ ଆସିଥାଏ ତାହାର ନାମକରଣ ବହୁତ…
Read More » -
ଫେବୃୟାରୀ 1 ରେ ଭୟଙ୍କର ଘଟଣା, ରାତି ହୋଇଯିବ ଦିନ ! ମାଳିକାରେ ଏନେଇ ରହିଛି କି ସୂଚନା ?
ନମସ୍କାର ବନ୍ଧୁଗଣ, ମାଳିକାର କିଛି କଥା ମଣିଷ ମନରେ ବହୁତ ଭୟ ଆଣି ଦେଉଛି । କାରଣ ଦିନ ଥିଲା ମାଳିକାର କଥାକୁ କେହି ବିଶ୍ଵାସ କରୁନଥିଲେ…
Read More » -
ଆଜି ଆମେ ଏକ ରୋଚକ ତଥ୍ୟ ଆପଣଙ୍କୁ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କହିବୁ କି, ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନଙ୍କ ପ୍ରେମ, ସ୍ଵଭାବ ଓ କ୍ଯାରିୟର କିପରି ରହିଥାଏ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ଅନେକ କଥା ଜଣା ପଡିଥାଏ । ତେଣୁ ଜ୍ଯୋତିଷ ଅନୁଯାୟୀ S ନାମର ବ୍ୟକ୍ତି ମାନଙ୍କ ବିଷୟରେ ଏହି ଖାସ କଥା ଆମେ ଆପଣଙ୍କୁ କହିବୁ । କହି ରଖୁଛୁ ଯେ S ନାମର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥାରେ ଏତେ ଧନୀ ଅଟନ୍ତି ଯେ ସାମ୍ନା ବାଲା ସେମାନଙ୍କ ଆଡକୁ ଆକର୍ଷିତ ହୋଇ ଆସିଯାନ୍ତି । ଏହି ଲୋକମାନେ ଜ୍ଞାନ ପାଇଁ ବହୁତ ଭୋକିଲା ଅଟନ୍ତି । ଅର୍ଥାତ ଯେଉଁଠି ଜ୍ଞାନ ମିଳେ ତାକୁ ହାସଲ କରିବାକୁ ଏମାନେ ଚେଷ୍ଟା କରିଥାନ୍ତି । ଏହି ଲୋକଙ୍କ ହୃଦୟ ବହୁତ ସଫା ହୋଇଥାଏ । କିନ୍ତୁ ଅନେକ ସମୟରେ ଏମାନଙ୍କ କ୍ରୋଧ ହିଁ ଅନ୍ୟ ମାନଙ୍କ ସାମ୍ନାରେ ଏମାନଙ୍କୁ ଖରାପ ସାବିତ କରିବାକୁ ବାଧ୍ୟ କରିଥାଏ । ଏହି S ନାମର ଲୋକମାନେ ସତ୍ୟ ଓ ସେମାନଙ୍କ ସିଦ୍ଧାନ୍ତ ଠାରୁ କେବେ ଦୂରେଇ ଯାଆନ୍ତି ନାହିଁ । ଏଥିପାଇଁ ସେମାନେ ଯାହା ସହ ମଧ୍ୟ ଝଗଡା କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏମିତି ଲୋକମାନେ ସବୁବେଳେ ନିଜକୁ ବଡ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାନ୍ତି । ନିଜ ଜୀବନରେ ଏମାନେ ଅତ୍ୟନ୍ତ ହସମୁଖ ଏବଂ ମେଳାପୀ ସ୍ଵଭାବର ହୋଇଥାନ୍ତି । ପାର୍ଟି ଓ ଫଙ୍କସନ ମାନଙ୍କରେ ଏମାନେ ଅତ୍ୟଧିକ ଲାଭ ଉଠାଇଥାନ୍ତି । ଏହି ଲୋକମାନେ ବହୁତ ରଚନାତ୍ମକ ହେବାସହ ଯେକୌଣସି କାର୍ଯ୍ୟକୁ ଅଲଗା ଅନ୍ଦାଜରେ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ କେବେବି ଭିଡରେ ଚାଲିବାକୁ ଭଲ ପାଆନ୍ତି ନାହିଁ । ନିଜର ଉତ୍ତମ ବୁଝାମଣା ଯୋଗୁଁ ଏମାନେ ଯେକୌଣସି ସମସ୍ଯାକୁ ଦୂର କରିବାରେ ସକ୍ଷମ ହୋଇଥାନ୍ତି । ନିଜର ବ୍ୟକ୍ତିଗତ ଜିନିଷ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଏମାନେ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏମିତି ଲୋକମାନେ ପ୍ରେମ ମାମଲାରେ କିନ୍ତୁ ଅଳ୍ପ ଲାଜକୁଳା ହୋଇଥାନ୍ତି । ଏମାନେ ବହୁତ ଭାବିଥାନ୍ତି କିନ୍ତୁ ପ୍ରେମ ମାମଲାରେ ପ୍ରଥମେ ଆଗକୁ ଯାଇ ନଥାନ୍ତି । ଏହି ଲୋକମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । ଏମାନେ ବୈବାହିକ ଜୀବନରେ ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଚେଷ୍ଟା କରନ୍ତି । କୌଣସି କାରଣରୁ ଏମାନଙ୍କ ଦାଂପତ୍ଯ ଜୀବନରେ ଅନେକ ଥର ତାଳମେଳ କମ୍ ଦେଖା ଦେଇଥାଏ । ଏହି S ନାମର ମହିଳାମାନେ ନିଜ ବୈବାହିକ ଜୀବନରେ ଅଧିକ ପ୍ରଭାବୀ ରହିବାର ସମ୍ଭାବନା ରହିଥାଏ । ତେଣୁ ଅନେକ ସମୟରେ ବିବାହ ପରେ ଏମାନଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ନାମର ପୁରୁଷଙ୍କ ଜୀବନ ବିବାହ ପରେ ଅତ୍ୟନ୍ତ ସୁଖଦାୟକ ହୋଇ ଯାଇଥାଏ । ଏହି ଲୋକମାନେ ନିଜ ଏକାଗ୍ରତା ଓ ପରିଶ୍ରମରେ ଧନ ସମ୍ପଦ, ମାନ ସମ୍ମାନ ଓ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ।
ନମସ୍କାର ବନ୍ଧୁଗଣ, ନାରୀର ପରିଚୟ ପାଇବା ପାଇଁ ଭଗବାନ ନାରୀକୁ ମାସିକ ଧର୍ମ ପ୍ରଦାନ କରିଛନ୍ତି । ଏହା ତ ସମସ୍ତ ନାରୀଙ୍କୁ ହୋଇଥାଏ ପ୍ରତି ମାସରେ…
Read More » -
ସୁନା ଝୁଲଣାରେ ଝୁଲିବାକୁ ଯାଉଛନ୍ତି ଏହି 6 ରାଶି, ଏମାନଙ୍କ ଭାଗ୍ୟରେ ଏବେ ବର୍ଷା ହେବ ପ୍ରଚୁର ଧନ (Astrology)
ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ର ଅନୁଯାୟୀ ରାଶି ଚକ୍ରରେ ଥିବା ବାର ଗୋଟି ରାଶି ମଣିଷ ଭାଗ୍ୟ ନିରୂପଣ କରିଥାନ୍ତି । ରାଶି ଆଧାରରେ ହିଁ ମଣିଷ…
Read More »