ଜ୍ୟୋତିଷ
-
ଦାନ୍ତ ମଝିରେ ଗ୍ୟାପ ରହିବାର ଅର୍ଥ କ’ଣ ? ଏହା ଶୁଭ ନା ଅଶୁଭ ! Samudrika shastra
ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଶରୀରକୁ ଦେଖି ବ୍ୟକ୍ତିର ଚରିତ୍ର ସ୍ଵଭାବ, ଚାଲିଚଳନୀ ଓ ଆଚାର ବିଚାର ଓ ବ୍ୟକ୍ତିର ସଂପୂର୍ଣ୍ଣ ବ୍ୟକ୍ତିତ୍ବର ପତ୍ତା ଲଗାଯାଇଥାଏ । ସେହିପରି…
Read More » -
ସ୍ଵାମୀ ସ୍ତ୍ରୀ ଗୋଟିଏ ଥାଳିରେ ଭୋଜନ କରିବା ଉଚିତ ନା ଅନୁଚିତ ! ଭୋଜନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିୟମ ଜାଣନ୍ତୁ । Vastu tips
ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ପ୍ରତିଦିନ ଖାଦ୍ୟ ଖାଇଥାନ୍ତି । ତେବେ ଏହି ଭୋଜନକୁ ନେଇ ଅନେକ କିଛି କଥା ଜଡିତ ରହିଥାଏ । ଯାହା ଆମକୁ ଜାଣି…
Read More » -
କୁକୁର କାହିଁକି ରାସ୍ତାରେ ସଂଭୋଗ କରିଥାନ୍ତି ? କିଏ ଦେଇଥିଲା ଏହି ଅଭିଶାପ ?
ରାସ୍ତାରେ କୁକୁର ମାନେ କାହିଁକି ସଂଭୋଗ କରିଥାନ୍ତି ? ତେବେ ବନ୍ଧୁଗଣ ଏହି କାହାଣୀଟି ବହୁତ ପ୍ରାଚୀନ ତଥା ମହାଭାରତ କାଳର ଅଟେ । ଯେତେବେଳେ ଅର୍ଜୁନ…
Read More » -
କ୍ଷୀର ଉତୁରି ତଳେ ଆସି ପଡିବା, କ’ଣ ଦେଇଥାଏ ବଡ ସଙ୍କେତ ! କ୍ଷୀର ଉତୁରିବାର ଅର୍ଥ ଜାଣନ୍ତୁ – Baya Gita Tips
ବନ୍ଧୁଗଣ ଯେତେବେଳେ ବି କୌଣସି ପ୍ରାଣୀ ଜନ୍ମ ହୋଇଥାଏ ସେ ପ୍ରଥମେ ତାର ମା’ ର କ୍ଷୀର ପ୍ରଥମ ଖାଦ୍ୟ ବା ପାନୀୟ ଭାବରେ ଗ୍ରହଣ କରିଥାଏ…
Read More » -
ପ୍ରେମ ବିବାହ କରି ବି ଦମ୍ପତ୍ତିଙ୍କ ମଧ୍ୟରେ କାହିଁକି ହୁଏ ଝଗଡା ? DR Samrat kar
ପ୍ରେମ ସତ୍ୟ, ଶାଶ୍ଵତ ଓ ଚିରନ୍ତନ ଅଟେ । ପ୍ରତ୍ଯେକଟି ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ପ୍ରେମ ନିଶ୍ଚୟ କରିଥାଏ । ହେଲେ କିଛି…
Read More » -
କର୍ମ ବଡ ନା ଭାଗ୍ୟ ! ଏହି କାହାଣୀ ନିହାତି ଜାଣନ୍ତୁ… କେବେବି ଭାଗ୍ୟକୁ ଦୋଷ ଦେବେ ନାହିଁ… Krishna Vani
ଆପଣ ମାନେ କେବେନା କେବେ ନିଶ୍ଚିତ ଭାବିଥିବେ କି ଭାଗ୍ୟ ବଡ ନା କର୍ମ ବଡ । ଅସଲରେ ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି ।…
Read More » -
ଘର ପାଖରେ କେବେବି ଏହି ଗଛ ଲଗାଇ ରଖନ୍ତୁ ନାହିଁ, ଘର ପ୍ରତି ମାଡି ଆସେ ବିପଦ ! Sadhu Vani
ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ବହୁତ କିଛି ନିୟମ ରହିଛି ଆମର ଦୈନଦିନ ଜୀବନରେ ପାଳନ କରିବା ପାଇଁ । ଯାହାକୁ ପ୍ରତ୍ୟକ ଦିନ ପାଳନ କରିବା ସମ୍ଭବ…
Read More » -
8 ଟା ପରେ ଗାଧୋଉଥିବା ଲୋକ ଜଲ୍ଦି ଏହି ଗୁରୁତ୍ଵପୂର୍ଣ୍ଣ କଥା ଜାଣନ୍ତୁ । ସ୍ନାନ କରିବାର ସଠିକ ନିୟମ ! Vastu tips
ଗାଧୋଇବା ସମୟରେ ଆମକୁ କିଛି କଥାର ଧ୍ୟାନ ରଖିବା ଉଚିତ ହୋଇଥାଏ । କାରଣ ଆପଣ ଗାଧୋଇବା ସମୟରେ ଅଜାଣତରେ କରୁଥିବା ଭୁଲର ଏକ ବଡ ମୂଲ୍ୟ…
Read More » -
କେମିତି କମିବ ପେଟରୁ ଚର୍ବି ? ଆଜିକାଲି ବହୁତ ଲୋକ ନିଜର ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି । ଏପରିକି ବହୁତ ଅଳ୍ପ ବୟସର ପିଲା ମାନେ ମଧ୍ୟ ବହୁତ ଶୀଘ୍ର ମୋଟାପଣର ଶିକାର ହେଇଯାଉଛନ୍ତି । ତେବେ ଦିନକୁ ଦିନ ମୋଟାପଣ ସମସ୍ଯା ବଢିବାରେ ଲାଗିଛି । ଶରୀରରେ ମୋଟାପଣ ବଢିବାର ଅନେକ ଗୁଡିଏ କାରଣ ରହିଛି । ଯେପରିକି ଶାରୀରିକ କାର୍ଯ୍ୟର ଅଭାବ, ଅତ୍ୟଧିକ ମିଠା ଓ ତେଲଯୁକ୍ତ ଖାଦ୍ୟ ଖାଇବା ଏହି 2 ପ୍ରମୁଖ କାରଣ ଯୋଗୁ ଶରୀରରେ ମୋଟାପା ଅଧିକ ବଢିଯାଇଥାଏ । by TaboolaSponsored Links You May Like The Killer New Toyota 4Runner Is Utter Perfection (Take A Look) MorninJoy ବଂଶଗତ କାରଣରୁ ମଧ୍ୟ ଲୋକ ଅଧିକ ମୋଟା ହୋଇଯାଇଥାନ୍ତି । ତେବେ ଶରୀରରେ ଅତ୍ୟଧିକ ମୋଟାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀରକୁ ମାଡି ବସିଥାଏ । ବ୍ରେନ ଟ୍ଯୁମର, ଡାଇବେଟିସ, ବ୍ଲଡ଼ ସୁଗାର, ପେଟରେ କ୍ୟାନ୍ସର ଆଦି ସମସ୍ଯା ଏହି ଅଧିକ ମୋଟାପଣ ଯୋଗୁ ଆସିଥାଏ । ତେବେ ମୋଟାପଣକୁ କମାଇବା ପାଇଁ ପ୍ରଥମେ ନିଜର ଲାଇଫଷ୍ଟାଇଲକୁ ପରିବର୍ତ୍ତନ କରିବାକୁ ପଡିବ । ତେବେ ମୋଟାପଣ ଶରୀରରେ ହେବାକୁ ଚାହୁଁନଥିଲେ । ବା ମୋଟାପଣକୁ କମାଇବାକୁ ଚାହୁଁଥିଲେ । ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ବିଶେଷ ଭାବେ ଆବଶ୍ୟକତା ରହିଛି । ବ୍ୟକ୍ତି ନିଜର ଶାରୀରିକ କାର୍ଯ୍ୟ କରିବା ପ୍ରତି ଅଧିକ ଧ୍ୟାନ ଦେବାର ଅଛି । ଏଥିସହ ପ୍ରତିଦିନ ଏକ୍ସରସାଇଜ ମଧ୍ୟ କରିବା ଉଚିତ । କାରଣ ବିଭିନ୍ନ ପ୍ରକାର ଏକ୍ସରସାଇଜ କରି ବ୍ୟକ୍ତି ନିଜର ଅତ୍ୟଧିକ ମୋଟାପଣକୁ ଧୀରେ ଧୀରେ କରି କମାଇପାରିବେ । ଦିତୀୟରେ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖି ଯଥା ପରିମାଣରେ ସୁଷମ ଖାଦ୍ୟ ଖାଇବା ଉଚିତ । ଯେପରି ଶରୀରରେ ଅଯଥା ଫ୍ୟାଟ ସୃଷ୍ଟି ହୋଇପାରିବ ନାହିଁ । ବାହାରର ପ୍ରୋସେସ କି ପ୍ଯାକେଜ ଫୁଡ୍ ଯେତେ ସମ୍ଭବ କମାଇ ଦିଅନ୍ତୁ । କାରଣ ଏହିଭଳି ଖାଦ୍ୟ ବହୁତ ଶୀଘ୍ର ଶରୀରରେ ଚର୍ବି ବଢାଇ ଶରୀରକୁ ବହୁତ ଶୀଘ୍ର ମୋଟା କରିଦେଇଥାଏ । ଯେଉଁ ମାନଙ୍କର ପିଲା ଛୋଟ ବେଳୁ ଅଧିକ ମୋଟା ଥାନ୍ତି । ସେମାନେ ତାହାକୁ ସାଧାରଣ ଅର୍ଥରେ ନେବା ଉଚିତ ନୁହେଁ । କାରଣ ଓବେସିଟି ବା ମୋଟାପା ଏକ ରୋଗ କହିଲେ ଚଳେ । ଯାହା ଥରେ ବଢିବା ଆରମ୍ଭ ହୋଇଗଲେ । ସମୟ କ୍ରମେ ପିଲା ଧୀରେ ଧୀରେ କରି ବହୁତ ଅଧିକ ମୋଟାପଣର ଶିକାର ହୋଇଯାଇଥାନ୍ତି । ତେଣୁ ପ୍ରଥମରୁ ପିଲା ମାନଙ୍କୁ ପ୍ରତିଦିନ କିଛି ନ କିଛି ଏକ୍ସରସାଇଜ କରିବା ପାଇଁ କହିବା ଦରକାର । ଏଥିସହ ପ୍ରତିଦିନ ପିଲା ଖାଉଥିବା ଖାଦ୍ୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡିବ। ଯାହା ଦ୍ଵାରା ପ୍ରଥମରୁ ହିଁ ମୋଟାପଣକୁ କମାଇ ପାରିବେ ।
ବନ୍ଧୁଗଣ ଶୋଇଥିବା ଅବସ୍ଥାରେ ସମସ୍ତେ ଅନେକ ସମୟରେ ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନରେ ଆମେ ବହୁତ କିଛି ଦେଖିବାକୁ ପାଇଥାଉ । କିଛି ସ୍ଵପ୍ନ ଆମର ସତ…
Read More » -
ସକାଳୁ ଉଠିଲେ କାହା ମୁଖ ଚାହିଁବା ଉଚିତ କାହା ମୁଖ ଚାହିଁବା ଅନୁଚିତ ! ଭୁଲରେ ବି ଏହି ଲୋକଙ୍କ ମୁଖ ଦେଖନ୍ତୁ ନାହିଁ, ଦିନ ବେକାରରେ କଟିଥାଏ….
ବନ୍ଧୁଗଣ ଦିନର ଆରମ୍ଭ ଆମର ସକାଳ ସମୟରୁ ହିଁ ହୋଇଥାଏ । ଯଦି ସକାଳୁ ସକାଳୁ ଆମ ମନ ପ୍ରଫୁଲ୍ଲିତ ରହିଥାଏ । ତେବେ ଦିନ ସାରା…
Read More »