ଜ୍ୟୋତିଷ

ଆପଣଙ୍କ ରାଶି ଅନୁସାରେ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ, ଜାଣନ୍ତୁ

ଯେବେ ବି ଆମେ କିଛି କାମ ଆରମ୍ଭ କରୁ ଆମ ଭଲ ସମୟ ଦେଖୁ ସେମିତି କିଛି ଜିନିଷ କିଣିବା ଆଗରୁ ତାର ରଙ୍ଗ ମଧ୍ୟ ଦେଖୁ । କିଛି ଲୋକ ନିଜ ପସନ୍ଦିତା ରଙ୍ଗର ଜିନିଷ ନେଇ ଆସନ୍ତି କିନ୍ତୁ ତାହା ତାଙ୍କ ପାଇଁ ଅଶୁଭ ହୋଇଥାଏ । ପ୍ରକୃତରେ ଆମେ କିଛି ବି କିଣିବା ଆଗରୁ ଆମ ରାଶି ଅନୁସାରେ କିଣିବା ଆବଶ୍ୟକ । ତେବେ ଯାଇ ଆପଣ ନିଜ ଜୀବନରେ ଖୁସି ପାଇପାରିବେ ।

ସମସ୍ତେ ନିଜ ପସନ୍ଦର ଗାଡି କିଣନ୍ତି । ଗାଡି ଆଣିବା ଆଗରୁ ଥରେ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ । କେଉଁ ରଙ୍ଗର ଗାଡି ଆଣିଲେ ଆପଣଙ୍କ ପାଇଁ ଭଲ ତାହା ଜାଣିବା ପରେ ସେହି ରଙ୍ଗର ଗାଡି କିଣନ୍ତୁ । ଜୋତିଷଶାସ୍ତ୍ର ଅନୁସାରେ ନିଜ ରାଶି ଅନୁସାରେ ରଙ୍ଗକୁ ଶୁଭ ମାନି ଗାଡି କିଣିଲେ ଭବିଷ୍ୟତରେ ସମସ୍ୟା ଆସେ ନାହିଁ ।

ରାଶି ଅନୁସାରେ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ । ମେଷ ରାଶି: ମେଷ ରାଶି ନୀଳ ରଙ୍ଗ କିମ୍ବା ଧୂସର ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ବୃଷ ରାଶି: ଧଳା କିମ୍ବା କ୍ରିମ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ମିଥୁନ ରାଶି: ସବୁଜ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । କର୍କଟ ରାଶି: ଚକଲେଟ, ଲାଲ, କଳା ଓ ହଳଦିଆ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ସିଂହ ରାଶି: ଗ୍ରେ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । କନ୍ୟା ରାଶି: ଧଳା କିମ୍ବା ନୀଳ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ ।

ତୁଳା ରାଶି: କଳା ଓ ଧୂସର ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ବିଛା ରାଶି:ଧଳା ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ଧନୁ ରାଶି:ଲାଲ କିମ୍ବା ସୀଲଭର ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ମକର ରାଶି:ନୀଳ ଓ ଲାଲ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । କୁମ୍ଭ ରାଶି:ଧଳା ଓ ନୀଳ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ । ମୀନ ରାଶି:ସୁନା ରଙ୍ଗ , ହଳଦିଆ ରଙ୍ଗ ଓ ନାରଙ୍ଗୀ ରଙ୍ଗର ଗାଡି କିଣନ୍ତୁ ଆପଣଙ୍କ ପାଇଁ ଶୁଭ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button