ସ୍ୱାସ୍ଥ୍ୟ

ପୁରୁଷମାନଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ,ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ

ବନ୍ଧୁଗଣ ସୂଚନା ଅନୁସାରେ ଶରୀରର ଆବଶ୍ୟକତା ପୂରଣ ପାଇଁ କେବଳ ଏକ ପ୍ରକାର ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ସବୁ ପ୍ରକାର ଖାଦ୍ୟକୁ ମିଶାଇ ସନ୍ତୁଳିତ ଭାବେ ଖାଇବା ଉଚିତ ହୋଇଥାଏ । ଯାହା ଦ୍ଵାରା ଶରୀରକୁ ଏହାର ଉପଯୋଗୀ ଫାଇଦା ମିଳିଥାଏ । ବାଦାମ ଆମ ଶରୀର ପାଇଁ ଏକ ପୋଷକ ଖାଦ୍ୟ ପଦାର୍ଥ ହୋଇଥାଏ । ଆଜି ଆପଣମାନେ ଅଖରୋଟ ବାଦାମ ବିଷୟରେ ସୂଚନା ଜାଣିବାକୁ ପାଇବେ ।

ଅଖରୋଟ ବାଦାମ ଉପରେ ଗବେଷଣା କରି ବୈଜ୍ଞାନିକ ଏହାର ଉପକାରୀତା ସମ୍ବଦ୍ଧରେ ଆଲୋଚନା କରିଥିଲେ । ଅଖରୋଟ ବାଦାମ ଖାଇବା ଦ୍ଵାରା ଶରୀର ଗମ୍ଭୀର ବେମାରୀରୁ ମଧ୍ୟ ବଞ୍ଚିପାରିଥାଏ । ଏହାର ସେବନ ଦ୍ଵାରା  ବ୍ଲଡ଼ ସୁଗାର ଓ ଲିପୋମେଟାପୋଲିଜ୍ମ ପାରାମିଟର ଉପରେ ପ୍ରଭାବ ପକାଇଥାଏ । ତେବେ ଜଣାଶୁଣା ଆୟୁର୍ବେଦ ଡାକ୍ତର ଅବରାର ମୁଲତାନୀଙ୍କ କହିବା ଅନୁସାରେ ଡାଇବେଟିସ, ହାର୍ଟ ଜନିତ ସମସ୍ଯା ଓ ହାଇ ବ୍ଲଡ଼ ପ୍ରେସର ହେବାର ସମ୍ଭାବନା କମ୍ ପରିମାଣରେ ରହିଥାଏ । ସର୍ବ ଉପରେ କହିବାକୁ ଗଲେ । ଅଖରୋଟ ବାଦାମ ଖାଇବା ଦ୍ଵାରା ନିଜ ଉପରେ ଆସୁଥିବା ପ୍ରାଣହାନୀ ରୋଗରୁ ମଧ୍ୟ ବଞ୍ଚିବାକୁ ଶକ୍ତି ମିଳି ଯାଇଥାଏ ।

ତେବେ ଏହା ଶରୀରର ଆୟୁ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହି ବାଦାମର ଆପଣ ସେବନ କରିବା ଦ୍ଵାରା କୌଣସି ପ୍ରକାର ବଡ଼ ବେମାରୀ ହେବାର ସମ୍ଭାବନା ରହିନଥାଏ । ତେଣୁ ଆପଣଙ୍କ ପ୍ରାଣ ଉପରେ ମଧ୍ୟ କୌଣସି ଆଶଙ୍କା ରହିନଥାଏ । ଏହି ଅଖରୋଟ ବାଦାମ ଖାଇବା ଉପରେ ବିଭିନ୍ନ ମେଡିକାଲ କଲେଜ ମାନଙ୍କରେ ଗବେଷଣା ଦ୍ଵାରା ଏଥିରୁ ଅନେକ ପ୍ରକାର ଫାଇଦା ମିଳିବାର ସମ୍ଭାବନା ମିଳୁଅଛି । ଏହା ରକ୍ତରେ ଥିବା ଖରାପ କୋଲେଷ୍ଟ୍ରଲ୍ କୁ କମ୍ କରିବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ପ୍ରତିଦିନ ସେବନ ଦ୍ଵାରା ହାର୍ଟ ଜନିତ ସମସ୍ଯା ଆସିନଥାଏ । ଅଯଥା ମୋଟାପଣ ଦୂର ମଧ୍ୟ କରିଥାଏ ।

ଏଥିସହିତ ଏହା ପୁରୁଷ ମାନଙ୍କର ଶୁକ୍ରାଣୁ ସଂଖ୍ୟା ବୃଢ଼ିକରି ଆଉ ଗୁଣରେ ଉନ୍ନତି ଆଣି ଯୌନ ଶକ୍ତି ବୃଦ୍ଧି କରିଥାଏ ।ଏଥିପାଇଁ ୱାଲନଟକୁ ଡ୍ରାଇ ଫୃଟ ମାନଙ୍କ ରାଜା କୁହା ଯାଇଥାଏ, ତେବେ ଏହାର ମୁଖ୍ୟ କାରଣ ଏହା ଅଟେ ଯେ ଡ୍ରାଇ ଫୃଟ ମାନଙ୍କରେ ୱାଲନଟରେ ଓମେଗା ୩, ବିଟାମିନ, ମିନେରଲ୍ସ ଆଉ ମେଲାଟିନ ନାମକ ବହୁତ ପୋଷ୍ଟିକ ଗୁଣ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button