ଦେଶ- ବିଦେଶ

500 ଟଙ୍କାରେ ପାଆନ୍ତୁ AC ର ମଜା, ଗୋଟିଏ ଗ୍ଲାସ୍ ପାଣିରେ ରୁମ୍ ହୋଇଯିବ ଥଣ୍ଡା

ମାର୍କେଟକୁ ଆସିଲା ମିନି ଏସି, ମାତ୍ର ୫୦୦ ଟଙ୍କା ରେ ଆପଣ ଏସିର ମଜା ଉଠାଇ ପାରିବେ। ୫ ମିନିଟରେ ପୂରା ରୁମକୁ ଥଣ୍ଡା କରିଦେବ ଏହି ଛୋଟ ମିନି ଏସି, ବର୍ତ୍ତମାନ ଆରମ୍ଭ ହୋଇ ସାରିଛି ଗ୍ରୀଷ୍ମ ଋତୁ ଏହି ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ୍ ଆଉ ଏସିର କେତେ ଆବଶ୍ୟକତା ରହିଥାଏ ଏହା ସମ୍ପର୍କରେ ସମସ୍ତରେ ଜାଣନ୍ତି।

ଏଥିପାଇଁ ଖରାଦିନ ଆରମ୍ଭ ପୂର୍ବରୁ ଅନେକ ନିଜ ନିଜର ବ୍ୟବସ୍ଥା କରି ଦେଇଥାଆନ୍ତି, ଖରାରୁ ରକ୍ଷା ପାଇବା ପାଇଁ ଘରେ ଘରେ ଏସି, ଫ୍ୟାନ୍, କୁଲରର ବ୍ୟବସ୍ଥା ହୋଇ ସାରିଛି।

କିନ୍ତୁ ସବୁଠି ଥଣ୍ଡା ପବନ ବାହାରିବା କଷ୍ଟସାଧ୍ୟ। ଘରର କାମ କରିବା ସମୟରେ ଗରମରୁ ରକ୍ଷା ପାଇବା ପାଇଁ ସଭିଙ୍କୁ କଷ୍ଟସାଧ୍ୟ ହୋଇ ପଡିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମାର୍କେଟକୁ ଆସିଛି ଏକ ପୋଟେବୁଲ୍ ଏସି।

ଏହି ଏସିଟି ଆକାରରେ ଛୋଟ ହୋଇଥିଲେ ସୁଦ୍ଧା କାମରେ କିନ୍ତୁ ଖୁବ୍ ଦମଦାର, ଏହାର ଦାମ୍ ମଧ୍ୟ ସୁହାଇଲା ଭଳି ଯଦି ଆପଣ କମ୍ ଦାମରେ ଏସି ଖୋଜୁ ଥାଆନ୍ତି ଏହି ପୋଟେବୁଲ୍ ପୁଲିଂ ମଧ୍ୟ ଆପଣ ଅପସନରେ ରଖି ପାରିବେ।

ଏହି କମ୍ ଦାମର ବିଶିଷ୍ଟ ଏସି ମଧ୍ୟ ମାତ୍ର ୫ ମିନିଟ୍ ରେ ପୂରା ରୁମକୁ ଥଣ୍ଡା କରିଦେବ, ଏହାକୁ ଅନଲାଇନ କିମ୍ବା ଅଫଲାଇନ୍ ରେ କିଣି ପାରିବେ। ଏହାର ଦାମ୍ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଆପଣ ଚାହିଁଲେ ଭିନ୍ନ ଭିନ୍ନ ଡିଜାଇନର ଏହାକୁ କିଣି ପାରିବେ। ଅନଲାଇନ ସପିଂ ସାଇଟରେ ଆପଣ ଏହାକୁ ୨୯ ପ୍ରତିଶତ ରିହାତିରେ କିଣି ପାରିବେ।

ଏହି ଏସିକୁ ବ୍ୟବହାର କରିବାକୁ ହେଲେ ଆପଣ ଆଇସ୍ କିମ୍ବା ପାଣିର ବ୍ୟବହାର କରି ପାରିବେ।ଏହି ଏସିକୁ ଆପଣ ଘରେ କିମ୍ବା ବାହାରେ ଅଫିସ୍ ରେ ଯେକୌଣସି ସ୍ଥାନରେ ବି ବ୍ୟବହାର କରି ପାରିବେ, ଏହି ଏୟାର୍ କଣ୍ଡିସନର୍ ପ୍ଲାଷ୍ଟିକ୍ ପଦାର୍ଥ ରୁ ନିର୍ମିତ। ଏହା ଏକ ଡେକ୍ସଟପ୍ ଡିଜାଇନ୍ ସହିତ ପ୍ରାୟ ସମାନ, ଏହି ଏସି ଶକ୍ତି ଖର୍ଚ୍ଚ କରୁଥିବା ବେଳେ ପ୍ରବଳ ମାତ୍ରାରେ ପବନ ଯୋଗାଇ ଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button