ଦେଶ- ବିଦେଶ

ମରିଗଲେ ବି ଏହି 3 ମହିଳାଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ, ସ୍ବାମୀଙ୍କ ଉପରକୁ ଆସିଥାଏ ବିପଦ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆ ରେ ସବୁଠାରୁ ପବିତ୍ର ନାରୀ ଙ୍କୁ ବିବେଚନା କରାଯାଇଥାଏ । ନାରୀ ହେଉଛି ସ୍ୱୟଂ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ।

କିନ୍ତୁ ଶାସ୍ତ୍ର ରେ ଏଭଳି ୩ ଜଣ ନାରୀ ଙ୍କ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯେଉଁମାନେ କେବେବି ବିବାହ କରିବା ଉଚିତ ନୁହେଁ । ଏହି ନାରୀ ମାନେ ବିବାହ କରିବା ଦ୍ବାରା ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ୩ ଜଣ ନାରୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଜଣେ ବୈ-ଶ୍ୟା କୁ କେବେବି ବିବାହ କରିବା ଉଚିତ ନୁହେଁ । ଏଭଳି ମହିଳା ଙ୍କୁ ସମାଜ କେବେବି ଗ୍ରହଣ କରି ନଥାଏ । ଏହି ମହିଳା ବିବାହ ପୂର୍ବରୁ ଅନ୍ୟ ଙ୍କ ସହିତ ସ-ମ୍ବ-ନ୍ଧ ସ୍ଥାପନ କରିଥାନ୍ତି । ତେଣୁ ଏମାନଙ୍କ ବିବାହ ର ବନ୍ଧନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ନଥାଏ । ଏମାନଙ୍କ ସମ୍ପର୍କରେ ପ୍ରାୟ ସମୟ କ-ଳ-ହ ସୃଷ୍ଟି ହୋଇଥାଏ ।

ଯେଉଁ କାରଣରୁ ଏମାନଙ୍କ ସ୍ୱାମୀ ଏମାନଙ୍କୁ ଘୃଣା ଦୃଷ୍ଟି ରେ ଦେଖନ୍ତି । ବୈ-ଶ୍ୟା ହେବା କାରଣରୁ ଏମାନଙ୍କ ସମ୍ପର୍କ ରେ ସର୍ବଦା ସନ୍ଦେହ ସୃଷ୍ଟି ହୋଇଥାଏ । ତେଣୁ ଆଗକୁ ସମ୍ପର୍କ ଭାଙ୍ଗିବା ର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ବୈ-ଶ୍ୟା ଙ୍କୁ ବିବାହ କରିବା ଉଚିତ ନୁହେଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, କେବେବି ସଂପର୍କୀୟ ଙ୍କୁ ବିବାହ କରିବା ଉଚିତ ନୁହେଁ । ଯଦି କୌଣସି ନାରୀ ଆପଣଙ୍କ ସମ୍ପର୍କୀୟ ଅଟନ୍ତି ତେବେ ତାଙ୍କୁ କେବେବି ବିବାହ କରିବା ଉଚିତ ନୁହେଁ । କାରଣ ଉଭୟ ଙ୍କ ଗୋତ୍ର ସମାନ ହୋଇଥାଏ । ଯାହାଦ୍ୱାରା ଯ-ଔ -ନ-ଗ-ତ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ତେଣୁ କେବେବି ସଂପର୍କୀୟ ଥିବା ନାରୀ ଅଥବା ପୁରୁଷ ଙ୍କୁ ବିବାହ କରିବା ଉଚିତ ନୁହେଁ ।

୩. ବନ୍ଧୁଗଣ ତୃତୀୟତଃ, ଭାଉଜ ଓ ଦିଅର ଙ୍କ ସମ୍ପର୍କ ଅତ୍ୟନ୍ତ ପବିତ୍ର ସମ୍ପର୍କ ହୋଇଥାଏ । ଏହି ସମ୍ପର୍କ ମାଆ ଓ ପୁଅ ଙ୍କ ଭଳି ସମ୍ପର୍କ ଅଟେ । ତେଣୁ କେବେବି ଭାଉଜ କୁ ନିଜ ଦିଅର କୁ ବିବାହ କରିବା ଉଚିତ ନୁହେଁ । ଏହାଦ୍ବାରା ମାଆ ଶବ୍ଦ ର ଅପମାନ ହୋଇଥାଏ ଏବଂ ଏଭଳି ସମ୍ପର୍କ କୁ ସମାଜ କେବେବି ସ୍ୱୀକାର କରି ନଥାଏ । ତେଣୁ ଏହା ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button