ଜ୍ୟୋତିଷ

କନ୍ୟା ରାଶି କଣ କଲେ ଭବିଷ୍ୟତ ଭଲ ରହିବ, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କନ୍ୟା ରାଶି ରେ କଣ କରିଲେ ଭଲ ହେବ ସେହି ବିଷୟରେ କହିବାକୁ ଯାଉଛୁ । ତେବେ କନ୍ୟା ରାଶି ହେଉଛି ରାଶିଚକ୍ର ର ଷଷ୍ଠ ଭାବ । କାଳଗୁରୁ ର ଷଷ୍ଠ ସ୍ଥାନ ହେଉଛି କନ୍ୟା ରାଶି । କନ୍ୟା ରାଶି ହେଉଛି ବୁଧ ଙ୍କ ରାଶି । କନ୍ୟା ରାଶିରେ ଥାଏ ମଙ୍ଗଳ ଙ୍କ ନକ୍ଷତ୍ର, ଚିତ୍ରା, ହସ୍ତା ଓ ଫାଲ୍ଗୁନୀ ନକ୍ଷତ୍ର ଥାଏ ଯାହା ରବିଙ୍କର ନକ୍ଷତ୍ର ଅଟେ । ଏହି ରାଶିରେ ବୁଧ ଗ୍ରହ ରହିଥାନ୍ତି ଆଉ ବୁଧ ସର୍ବଦା ଉଚ୍ଚ ରେ ରହିଥାନ୍ତି । କନ୍ୟା ରାଶିରେ ଶୁକ୍ର ଯିଏ କି ନିଚ୍ଚ ଫଳ ଦେଇଥାନ୍ତି ।

 

ଶୁକ୍ର ତାଙ୍କର ମିତ୍ର ହୋଇ ମଧ୍ୟ ଏହି ଘରେ ନିଚ୍ଚ ଫଳ ଦେଇଥାନ୍ତି । କନ୍ୟା ରାଶିର ଭାବ ହେଉଛି ସ୍ତ୍ରୀ ଙ୍କର ଶରୀର କେମିତି ଖରାପ ହେବ ତାହା ଦର୍ଶାଇଥାଏ । ନର୍ଭ ସମସ୍ଯା କନ୍ୟା ରାଶିରେ ବିଶେଷ ଭାବେ ଦେଖା ଯାଇଥାଏ । କନ୍ୟା ରାଶିର ଝିଅ ମାନେ ବହୁତ ଭଲ ଭାବେ ସଜେଇ ହୋଇଥାନ୍ତି । ଯେମିତି କନ୍ୟା ଗୋଟେ ସୁନ୍ଦର ସେମିତି ଏହି ରାଶି ହେଉଛି କନ୍ୟା । ଝିଅ ମାନଙ୍କର ଗୁଣ ଥାଏ ସଜେଇ ହେବେ ଘର କାମ କରିବେ ପ୍ରତେକ କାମକୁ ଟିକିନିଖି ଭାବେ ଦେଖିବେ ।

ଯଦି ଏହି ରାଶିରେ କୌଣସି ପୁଅ ଜାତ ହୋଇଥାଏ ତେବେ ସେମାନେ ବି ବହୁତ ସଜେଇ ହେବେ । ଝିଅ ମାନେ ପର୍ଫ୍ଯୁମ ବ୍ୟବହାର କରିବେ ବହୁତ ଅଧିକା କପଡା ପିନ୍ଧିବେ । ସାଜସଜ ବେସୀ ହେବେ । ଶରୀରର ଯତ୍ନ ନେବେ । ବୁଧ ହେଉଛନ୍ତି ରାଜକୁମାର । ଏହି ରାଶିର ପୁଅ ବା ଝିଅଙ୍କର ବୟସରେ ଛାପ ବି କମ ପଡିଥାଏ । ବୟସ ଯେତେ ଅଧିକ ହେଲେ ବି ଏମାନେ ବହୁତ କମ ଦେଖା ଯାଇଥାନ୍ତି ।

 

କନ୍ୟା ମାନେ ତାଙ୍କର ଭୁଲ ଜମା ବି ଦେଖନ୍ତି ନାହି । କିନ୍ତୁ ଅନ୍ୟ ର ଛୋଟ ଚୋର ଭୁଲ ଆଖି ସାମ୍ନାରେ ଆସିଥାନ୍ତି । ନିଜର ଭୁଲ ଦବାଇ ଦେବେ କିନ୍ତୁ ନିଜ ଭୁଲ ଦେଖିବେ ନାହି । ଏହା ହେଉଛି ପୃଥି ତତ୍ତ୍ଵ । ଯେମିତି ବୃଷ ରହିଲା ହାଲକା ମାଟିରେ ଯେମିତି ଚାଷ କରାଯାଏ । ସେମିତି କନ୍ୟା ହେଉଛି ଯେଉଁଠି ପାହାଡ ଅଂସ ଥାଏ ସେମାନେ ସେହି ପୃଥି ତତ୍ତ୍ଵ । କନ୍ୟା ଲଗ୍ନ ଓ ରାଶି ହେଉଛନ୍ତି ଏମାନଙ୍କ ସାଙ୍ଗରେ ଲାଗିଲେ ଚିଡିଯିବେ, ଖାଦ୍ଯର ସଉକ ଥାନ୍ତି, ଯେଉଁଠି ଖାଦ୍ୟ ଭଲ ଲାଗିଲା ସେଠାରେ ବୁଝିଥାନ୍ତି କେମିତି ହୋଇଛି ।

 

ଲଗ୍ନ ରୁ ଦ୍ଵାଦଶ ଭିତରେ ଯେଉଁ ଭାବ ହେଉ ଥାଉ ନା କାହିଁକି ଆପଣ ପ୍ଲେ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ବହୁତ ଭଲ ପାଇବା ଦେବେ । ଆବଶ୍ୟକ ଥିବା ପିଲା ମାନଙ୍କୁ ଆପଣ ତାଙ୍କର ପାଠ୍ୟ ସାମଗ୍ରୀ ବୁଧବାରରେ ଦିଅନ୍ତୁ । ଏହା ବାଦ ତୁଳସୀ, ମିଶ୍ରି, ଗୁଜୁରାତି ଆହାର ରୂପରେ ପ୍ରତିଦିନ ନିଅନ୍ତୁ । ବିଶୁଣୁଙ୍କ ମନ୍ଦିରରେ ତୁଳସୀ ଗଛ ଲଗାଇ ଗଛର ପରିକ୍ରମା କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button