ଦେଶ- ବିଦେଶ

ଯଦି ଏହି 3 ସଂକେତ ଆପଣଙ୍କୁ ମିଳେ ତେବେ ଜାଣିବେ ଆପଣଙ୍କ ଯୋଡି ସାକ୍ଷାତ ଭଗବାନ ଗଢିଛନ୍ତି

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ତିନୋଟି ସଂକେତ ଜଣାଇବୁ ଯାହାଦ୍ୱାରା କି ଆପଣ ଜାଣିପାରିବେ କି ଏମିତି ଅଚାନକ ଆମେ ଦୁହେଁ ଦେଖାହେବା ଆଶ୍ଚର୍ଯ୍ୟ ନୁହେଁ ଏହା ବହୁତ ଆଗରୁ ହିଁ ଯୋଜନା ହୋଇ ରହିଛି । ତେଣୁ ଆପଣ ଏହାକୁ ମନ ଧ୍ୟାନ ଦେଇ ପଢ଼ନ୍ତୁ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବା ।

ପ୍ରଥମ କଥା ହେଲା ଆପଣଙ୍କୁ ଦେଖାହେବା ପାଇଁ ବହୁତ ସମୟ ଲାଗିଯିବ । ଯେତେବେଳେ ସୃଷ୍ଟି ଆପଣ ଦୁହିଁଙ୍କୁ ମିସାଇବାକୁ ଚାହିଁଥାଏ ସେତେବେଳେ ବହୁତ ସମୟ ଲାଗିଥାଏ । ସେ ଗୋଟେ ବର୍ଷ , ଦୁଇ ବର୍ଷ କିମ୍ଵା ପାଞ୍ଚ ବର୍ଷ ମଧ୍ୟ ହୋଇଯାଇପାରେ । ତେଣୁ ଯଦି ଆପଣଙ୍କ ର ମିଶିବାକୁ ବିଳମ୍ବ ହେଉଛି ତେବେ ଆପଣ ବୁଝିଯିବା ଦରକାର ଯେ ଏହା ହେଉଛି ସୃଷ୍ଟି ର ଯୋଜନା । କାରଣ ଆମେ ଯାହା ଚାହିଁ ଥାଉ ତାହା ଆମେ ବହୁତ ଶୀଘ୍ର ମଧ୍ୟ କରି ପାରିଥାଉ ।

କିନ୍ତୁ ଯେତେବେଳେ ଏହି ସୃଷ୍ଟି ଆମକୁ ମିସାଇବାକୁ ଚାହିଁଥାଏ ସେତେବେଳେ ସେ ଆଗରୁ ହିଁ କିଛି ଯୋଜନା କରିଥାଏ ଏବଂ ଆମକୁ ତାହା ମିଳିବା ପାଇଁ ବହୁତ ସମୟ ଲାଗିଥାଏ । ତାହା ଆପଣଙ୍କ ର ପ୍ରେମ ହେଉ କିମ୍ଵା ଅନ୍ୟ କିଛି । ଯଦି ଆପଣଙ୍କ ର ଏମିତି ହେଉଛି ତେବେ ଆପଣ ବୁଝିଯାଆନ୍ତୁ ଯେ ଏହା ହେଉଛି ସୃଷ୍ଟି ର ଯୋଜନା । ଦ୍ୱିତୀୟ ରେ ହେଲା ଆପଣ ଯେତେବେଳେ ତାହା ସହ ମିଶିବେ ସେତେବେଳେ ଆପଣ ନିଜକୁ ନିଜେ ଜାଣିବେ । ଅର୍ଥାତ ସିଏ ଆପଣଙ୍କ ଜୀବନ କୁ ଆସିବା ପରେ ଆପଣ ସେ ସବୁ କିଛି କାମ କରିପାରିବେ ଯାହା ଆପଣ ଆଗରୁ କରି ପାରୁନଥିଲେ ।

କିମ୍ବା ସେ ସବୁ କିଛି କାମ ହେବ ଯାହା ଆଗରୁ ହୋଇ ପାରୁନଥିଲା । ଆପଣ ଆପଣଙ୍କ ସବୁ ପ୍ରକାର କାର୍ଯ୍ୟ ରେ ସଫଳତା ଲାଭ କରିବେ । ଆପଣ ଆପଣଙ୍କ ଜୀବନରେ ସବୁକିଛି ବହୁତ ସହଜ ରେ ପାଇଯିବେ । ଆପଣଙ୍କୁ କୌଣସି ବି କାର୍ଯ୍ୟ ରେ କଷ୍ଟ ଅନୁଭବ ହେବ ନାହିଁ । କାରଣ ସୃଷ୍ଟି ଯେତେବେଳେ ଆପଣ ଦୁହିଁଙ୍କୁ ମିସାଇବାକୁ ଚାହିଁଥାଏ ସେତେବେଳେ ସେ ପ୍ରଥମେ ଆପଣଙ୍କୁ ତା ଯୋଗ୍ୟତା ଅନୁଯାୟୀ ବନାଇଥାଏ ଏବଂ ପରେ ତା ସହ ମିସାଇଥାଏ ।

ତୃତୀୟ ରେ ହେଲା ଯେତେବେଳେ ସୃଷ୍ଟି କିମ୍ବା ଭଗବାନ ଆପଣଙ୍କୁ କିଛି ଦେବାକୁ ଚାହିଁଥାଏ ସେତେବେଳେ ଆପଣ ତା ସହିତ ମିଶିବା ଫଳରେ କିଛି ବହୁତ ବଡ଼ ହୋଇଥାଏ । ଏହିଠାରେ ମିଶିବା ର ଅର୍ଥ ଶାରୀରିକ ସମ୍ବନ୍ଧ ରଖିବା । ଆପଣ ଯେତେବେଳେ ଦୁହେଁ ଦୁହିଁଙ୍କ ର ନିକଟତର ହେବେ ସେତେବେଳେ କିଛି ବହୁତ ବଡ଼ ହେବ । ଯଥା ତାହା ବହୁତ ଭଲ ମଧ୍ୟ ହୋଇପାରେ ଏବଂ ବହୁତ ଖରାପ ମଧ୍ୟ ହୋଇପାରେ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button